ନୋବେଲ ପୁରସ୍କାର ପାଇଁ ସମର୍ଥନ ନପାଇ ଶୁଳ୍କ ଲାଗୁ କଲେ ଟ୍ରମ୍ପ୍: ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ:ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଶୁଳ୍କ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବନ୍ଧୁତାର କାହାଣୀ ଶତ୍ରୁତାର କାହାଣୀରେ ପରିଣତ ହୋଇଛି। କିନ୍ତୁ ଟ୍ରମ୍ପ୍ କାହିଁକି ରାଗିଗଲେ? ସେ…

ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ଅବସରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ…

ଭୁବନେଶ୍ବର: ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ବର ରେଲୱେ ଅଡିଟୋରିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୃହନିର୍ମାଣ…

ବ୍ୟାପୁଛି ବାର୍ଡ ଫ୍ଲୁ; ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନିଆଗଲା ସତର୍କତା ମୂଳକ ପଦକ୍ଷେପ

ଭୁବନେଶ୍ୱର: ରାଜଧାନୀରେ ବ୍ୟାପିବରେ ଲାଗିଛି ବାର୍ଡ ଫ୍ଲୁ । ଏହାକୁ ନେଇ ଏବେ ଚିନ୍ତାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ନନ୍ଦନକାନନର ଉନ୍ନତି କାର୍ଯ୍ୟ ଚାଲୁ ରହିଥିବାରୁ ପୂର୍ବରୁ ହୋଇଥିବା ବାର୍ଡ ଫ୍ଲୁକୁ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଟଙ୍କା କାରବାର, ସମୟ ଅନୁସାରେ ନିର୍ଦ୍ଧାରିତ ହୋଇଛି ଟଙ୍କା

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଟଙ୍କା ମାଗୁଛି ଏକ ୱେବସାଇଟ । ମହାପ୍ରଭୁଙ୍କ ଦର୍ଶନ ନାଁରେ ଲୋକଙ୍କୁ ଭ୍ରମିତ କରୁଛି ଇଣ୍ଡିଆ ଥ୍ରିଲସ ୱେବସାଇଟ । ବିଭିନ୍ନ ବର୍ଗର ଦର୍ଶନ ପାଇଁ ଏହି ୱେବସାଇଟରେ ରହିଛି ତଥ୍ୟ । ଦର୍ଶନ ସମୟ ଅନୁସାରେ ନିର୍ଦ୍ଧାରିତ ହୋଇଛି ଟଙ୍କା ।…

କୋରାପୁଟ ମ୍ୟୁନିପାଲିଟି ପାଇବ ଶ୍ରେଷ୍ଠ ପୌରାଞ୍ଚଳ ପୁରସ୍କାର

କୋରାପୁଟ: ରାଜ୍ୟର ଶ୍ରେଷ୍ଠ ପୁରସ୍କାର ପାଇବ କୋରାପୁଟ ପୌରାଞ୍ଚଳ । ଏନେଇ କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରକାଶ କରିଛନ୍ତି । ସ୍ବାୟତ୍ତ ଶାସନ ଦିବସରେ ଉଲେଖନୀୟ କାର୍ଯ୍ୟ ପାଇଁ କୋରାପୁଟ ମ୍ୟୁନିସିପାଲିଟିକୁ ରାଜ୍ୟର ଶ୍ରେଷ୍ଠ ପୌରାଞ୍ଚଳ ଭାବେ ପୁରସ୍କୃତ କରାଯିବ । କୋରାପୁଟ…

ପୋଲିସ ହାତରେ ଦଲାଲ, ୧୮ ମହିଳାଙ୍କ ଅନ୍ତଃରାଜ୍ୟ ମାନବ ଚାଲାଣର ପରଦା ଫାସ କଲା ଶ୍ରମବିଭାଗ…

ମାଲକାନଗିରି :ମାଲକାନଗିରିରେ ଆଜି ସକାଳୁ ଯୁବ ଆଇନଜୀବୀ ଜ୍ଞାନରଞ୍ଜନ ସାହୁ ପ୍ରାୟ ୧୧ଟା ସମୟରେ ବସ୍ ଟିକଟ୍ ନେବାକୁ ବସ୍ ଷ୍ଟାଣ୍ଡ୍ କୁ ଆସିଥିବାବେଳେ କିଛି ଯୁବତୀମାନେ ନିଜ ଲଗେଜ୍ ବ୍ୟାଗ୍ ଧରି ବସଷ୍ଟାଣ୍ଡ୍ ପରିସରରେ ଇତସ୍ତତ ବୁଲୁଥିବା ତାଙ୍କ ନଜରକୁ ଆସିଥିଲା lସେମାନଙ୍କସହ ଆଲୋଚନା ପରେ…

ସ୍ୱାୟତ୍ତ ଶାସନ ଦିବସ ନାଁ ରେ ଚାଲିଛି ହରଲୁଟ: ହେଉଛି କୋଟି କୋଟି ଟଙ୍କାର ଘୋଟାଲା..!

ଏହି ଦିବସ ହେଉଛି ବାବୁ ମାନଙ୍କ ପାଇଁ ଚିତ୍ତ ବିନୋଦନ ଦିବସ..! ବ୍ରହ୍ମପୁର : ନୂତନ ସରକାର ଆସିବା ପରେ ଗଞ୍ଜାମ ଜିଲ୍ଲା କୁ ଉପେକ୍ଷା କରାଯାଉଥିବା ନେଇ ଚର୍ଚ୍ଚା ହେଉଛି।କିନ୍ତୁ ପ୍ରକୃତ ରେ ତାହା ନୁହଁ ଉପେକ୍ଷା ଏକ ରାଜନୀତିକ ଢାଲ l ପୂର୍ବ ସରକାର ଖସଡା ପ୍ରସ୍ତୁତ କରିବା ପରେ…

ଘରୋଇ କମ୍ପାନିକୁ ଫାଇଦା ଦେବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି: ଶ୍ରୀକାନ୍ତ ଜେନା

ଭୁବନେଶ୍ବର: ରାଜ୍ୟରେ ସାର ସଙ୍କଟ ‌ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ଏହି ବିଭାଗର ମନ୍ତ୍ରୀ ଥିଲାବେଳେ ତାଳଚେର ସାର କାରଖାନା ଚାଲୁ କରିବାକୁ ପ୍ରଥମେ ପ୍ରସ୍ତାବ ଦେଇଥିଲି ।ଦେଶରେ ଅକାମୀ ହୋଇ ପଡିଥିବା ୬ଟି ସାର କାରଖାନା ଆମ…

‘ଚିଙ୍ଗୁଡ଼ି ଉଦ୍ୟୋଗ ଓ ଚାଷୀଙ୍କ ଜୀବିକା ରକ୍ଷା କରନ୍ତୁ…’, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ତାରା…

ଭୁବନେଶ୍ୱର: ଆମେରିକା ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରାଯାଇଛି । ଅଗଷ୍ଟ ୨୭ରୁ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଟାରିଫ୍ ଆଦୟ କରୁଛି ଆମେରିକା । ଯାହାର ପ୍ରଭାବ ଭାରତୀୟ ନିର୍ମାତାଙ୍କ ଉପରେ ପଡ଼ିବା ନେଇ ଅନୁମାନ କରାଯାଉଛି । ଏହି ଟାରିଫ୍‌ର ପ୍ରଭାବରେ ଓଡ଼ିଶାରୁ…

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ମାଲକାନଗିରି : ମାଥିଲି ବ୍ଲକ ପାଙ୍ଗମ୍ ଠାରେ ଥିବା ହାତୀ ରାମ ଗୁରୁ ବିଦ୍ୟା ମନ୍ଦିର ର ସଂସ୍କୃତ ଗୁରୁଜୀ ଶ୍ରୀ ଯୁକ୍ତ କୈଳାଶ ଚନ୍ଦ୍ର ଭୋଳ ୩୨ବର୍ଷ ଧରି କାଜ୍ୟ ରତ ରହିବା ପରେ ଏହି ନିକଟରେ ସରକାରୀ ସେବାରୁ ନିବୃତ୍ତ ହୋଇଛନ୍ତି। ବିଦ୍ୟାଳୟ ର ଶିକ୍ଷକ ଅଭାବ କୁ ପରିଲିଖିତ କରି ସ୍ଵତ…