Sign in
Sign in
Recover your password.
A password will be e-mailed to you.
ଗୋରୁ ବୋଝେଇ ଟ୍ରକ୍ ଜବତ: ୪୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
ଭୁବନେଶ୍ୱର: ଥମୁନି ଗୋରୁ ଚାଲାଣ। ରାଜ୍ୟରୁ ପୁଣି ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ପଶ୍ଚିମବଙ୍ଗ କରାଯାଉଥିଲା ଚାଲାଣ। ଭୋଗରାଇ ଖେଡ଼ସାହିରୁ ଗୋରୁ ବୋଝେଇ ଟ୍ରକ୍ ଜବତ କଲା ପୋଲିସ। ଧରାପଡିବା ପରେ ଗାଡ଼ି ଛାଡ଼ି ଫେରାର ହେଲା ଡ୍ରାଇଭର। ଭୋଗରାଇ ଥାନାରେ ସମସ୍ତ ଗୋରୁଙ୍କୁ ରଖି ଘଟଣାର ତଦନ୍ତ!-->…
ବ୍ରହ୍ମୋସ ଉତ୍ପାଦନ ୟୁନିଟ୍ ଉଦ୍ଘାଟନ କଲେ ରାଜନାଥ: ବର୍ଷକୁ ୧୦୦ କ୍ଷେପଣାସ୍ତ୍ର ତିଆରି ହେବ
ଲକ୍ଷ୍ନୌ: ପାକିସ୍ତାନ ସହିତ ବଢୁଥିବା ସାମରିକ ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଉତ୍ତରପ୍ରଦେଶର ଲକ୍ଷ୍ନୌର ପ୍ରତିରକ୍ଷା ଶିଳ୍ପ କରିଡରରେ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍କୁ ଭର୍ଚୁଆଲ୍ ଭାବରେ ଉଦ୍ଘାଟନ କରିଛନ୍ତି।!-->…
ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ, କୋଣ ଗୁଜ ଅନୁକୂଳ କରିବେ ରୂପକାର ସେବକ
ପୁରୀ : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ବିଧି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ନେଇ ପୂଜାପଣ୍ଡା ସେବାୟତମାନେ ଚକ୍ରତୀର୍ଥ ରୋଡ ସ୍ଥିତ ଚକ୍ରନାରାୟଣଙ୍କୁ ପ୍ରଦାନ କରିବେ । !-->…
ଅପରେସନ୍ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଅସ୍ତ୍ର ବିରତି ପରେ ୩ ସେନା ମୁଖ୍ୟଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ବୈଠକରେ ସିଡିଏସ୍ ଅନୀଲ ଚୌହାନ୍ , ଜାତୀୟ ସୁରକ୍ଷା ପରାମର୍ଶଦାତା!-->…
ଭାରତ-ପାକିସ୍ତାନ ବିବାଦ: ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ
ଭୁବନେଶ୍ୱର: ପହଲଗାମରେ ସମ୍ପ୍ରତି ଘଟିଯାଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ଘଟଣା ଏବଂ ତତ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଘଟଣା କ୍ରମ ପରିପ୍ରେକ୍ଷୀରେ ଶନିବାର ଅପରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ ଠାରେ ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ ହୋଇଯାଇଛି ।
ମୁଖ୍ୟମନ୍ତ୍ରୀ ମୋହନ!-->!-->!-->…
ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି: ବାୟୁସେନା
ନୂଆଦିଲ୍ଲୀ: ପାକିସ୍ତାନ ସହିତ ଯୁଦ୍ଧବିରତି ପରେ, ଭାରତୀୟ ବାୟୁସେନା (IAF) ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ସେନା କହିଛି ଯେ ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। ଆଇଏଏଫ୍ କହିଛି ଯେ ଆମେ ଏହି ଅପରେସନର ଉଦ୍ଦେଶ୍ୟ ପୂରଣ କରିଛୁ ଏବଂ ଏହା ବିଷୟରେ ବିସ୍ତୃତ ସୂଚନା ଦିଆଯିବ।
!-->!-->!-->…
ଧନ, ଜୀବନର ସୁରକ୍ଷା ଆମ ଦାୟିତ୍ୱ : ସିଭିଲ ଡିଫେନ୍ସ ସଙ୍ଗଠନରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ
ଭୁବନେଶ୍ୱର : ଦେଶର ସାଧାରଣ ଲୋକଙ୍କ ଧନ, ଜୀବନର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ । ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ । ଏଥିପାଇଁ ଜାତୀୟତାର ମନୋଭାବ ନେଇ ବେସାମରିକ ସୁରକ୍ଷା ବା ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାକୁ ଯୁବ!-->…
ଭାରତ ପାକିସ୍ତାନର ଦୃଢ ଏବଂ ଅଟଳ ଶକ୍ତିଶାଳୀ ନେତ୍ଟତ୍ଵ ପାଇଁ ମୁଁ ଗର୍ବିତ : ଟ୍ରମ୍ପ
ନୂଆଦିଲ୍ଲୀ: ଯୁଦ୍ଧ ବିରତି ପରେ ଟ୍ରମ୍ପଙ୍କ ପ୍ରସ୍ତାବ। ଯୁଦ୍ଧ ବିରତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଭାରତ ପାକିସ୍ତାନର ଦୃଢ ଏବଂ ଅଟଳ ଶକ୍ତିଶାଳୀ ନେତ୍ଟତ୍ଵ ପାଇଁ ମୁଁ ଗର୍ବିତ। ଆମେରିକା ଐତିହାସିକ ନିଷ୍ପତ୍ତିରେ ପହଞ୍ଚିବାରେ!-->…
ସରକାରୀ ବାବୁ ଓ ନେତାଙ୍କ ଫାର୍ମ ହାଉସ ରେ ଗୁପ୍ତ ବୈଠକ…..! ଲେଖା ଛିଡ଼େଇବା ପାଇଁ ଖସଡ଼ା ପ୍ରସ୍ତୁତ ..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ନୂତନ ସରକାର ଆସିବା ପରଠାରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଆସିକା ଅଞ୍ଚଳ ରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ବାବୁ ମାନେ ନିର୍ବାଚିତ ନେତାଙ୍କ ବୋଲ ମାନୁନଥିବା ଚାରିଆଡେ ଚର୍ଚ୍ଚା ହେଉଛି। ସୂଚନା!-->!-->!-->…
ହାଇ ପ୍ରୋଫାଇଲ ଗଞ୍ଜେଇ ମାଫିଆ ଗିରଫ, ଗଞ୍ଜେଇ ସହ ଦାମୀ କାର ଜବତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ରୁ ଆନ୍ତଃ ରାଜ୍ୟକୁ ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ l ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ରୁ ଅନ୍ୟ ରାଜ୍ୟ କୁ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ବାଲିଗୁଡା ପୋଲିସ l ବାରଖମା ଫାଣ୍ଡି ଅଧିକାରୀ ବିକାଶ ଜlଲ ଙ୍କ!-->…