Sign in
Sign in
Recover your password.
A password will be e-mailed to you.
ବିଲରୁ ନବଜାତକ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ
ଉଦଳା : ବିଲରେ ପଡିଛି ନବଜାତକ ମୃତଦେହ । ଏକ ପଲିଥିନ ଭିତରେ ପୁରାଇ କେହି ନବଜାତକକୁ ଫୋପାଡ଼ି ଦେଇଛି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା କୁଆଗୋଠଣା ଗ୍ରାମରେ । କୁଆଗୋଠଣା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଵିଲରେ ଏକ ପଲିଥିନ ଭିତରେ ନବଜାତକ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ!-->…
ଅପରେସନ ସିନ୍ଦୂରରୁ ଆମେ କ’ଣ ପାଇଲୁ…’: ଜୟରାମ ରମେଶ
ନୂଆଦିଲ୍ଲୀ: ଜୟରାମ ରମେଶ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଅନେକ ପ୍ରଶ୍ନ ପଚାରିଛନ୍ତି। ସେ ପଚାରିଛନ୍ତି ନୂଆଦିଲ୍ଲୀ କ'ଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୃତୀୟ ପକ୍ଷ ହସ୍ତକ୍ଷେପ ପାଇଁ ଦ୍ୱାର ଖୋଲି ଦେଇଛି?' ପାକିସ୍ତାନ ସହିତ କୂଟନୈତିକ ଚ୍ୟାନେଲ ଖୋଲାଯାଇଛି କି?
!-->!-->!-->…
ଏସସିବି ମେଡ଼ିକାଲ ପରିସରରୁ ଚାରି ଦଲାଲ ଗିରଫ
କଟକ: ମଙ୍ଗଳାବାଗ ଥାନା ପୋଲିସ ଏସସିବି ମେଡ଼ିକାଲ ପରିସରରୁ ୪ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇଟି ପୃଥକ୍ ପୃଥକ୍ ଘଟଣାରେ ଅଭିଯୋଗ ହୋଇଥିଲା । ଏସସିବି ଟ୍ରମା କାଜୁଆଲ୍ଟି ସମ୍ମୁଖରୁ ରୋଗୀ ମାନଙ୍କୁ ଘରୋଇ ହସ୍ପିଟାଲଗୁଡ଼ିକୁ ପଠାଇବା ପାଇଁ ପ୍ରବର୍ତ୍ତାଇ ବେଳେ ମଙ୍ଗଳାବାଗ!-->…
ଆମେରିକାକୁ ମୋଦୀଙ୍କ ଚରମବାଣୀ- ଯଦି ପାକିସ୍ତାନ କିଛି କରେ, ତେବେ ଜବାବ ବିଧ୍ବଂସକାରୀ ହେବ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ହସ୍ତକ୍ଷେପ ଏବଂ ପାକିସ୍ତାନର ଅସ୍ତ୍ରବିରତି ପ୍ରସ୍ତାବ ପରେ ଭାରତକୁ ଅପରେସନ ‘ସିନ୍ଦୂର’ ସ୍ଥଗିତ ରଖିବାକୁ ପଡ଼ିଛି। ଏ କ୍ଷେତ୍ରରେ ଆମେରିକାର ଦୋମୁହାଁ ନୀତି ବି ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତକୁ ଆତଙ୍କବାଦ ବିରୋଧୀ ଅଭିଯାନରେ!-->…
ଜୁଏଲଙ୍କ ମହାଭାରତ ଟ୍ବିଟ୍ ,ରାତିଅଧରେ ଟ୍ବିଟ୍ କରି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
ଭୁବନେଶ୍ୱର : ଜୁଏଲଙ୍କ ମହାଭାରତ ଟ୍ବିଟ୍ । ରାତି ଅଧରରେ ଟ୍ବିଟ୍ କରି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଗତକାଲି ଯୁଦ୍ଧବିରତି ଉଲ୍ଲଂଘନ କରି ପୁଣି ଆକ୍ରମଣ କରିଥିଲା ପାକିସ୍ତାନ । ସେତେବେଳେ ଏକ ଟ୍ବିଟ୍ କରିଥିଲେ ଜୁଏଲ ।
ଟ୍ବିଟ୍ ରେ ମହାଭାରତର!-->!-->!-->…
ପାକିସ୍ତାନ ଉପରେ କୌଣସି ପ୍ରକାରେ ଭରସା କରାଯାଇପାରିବ ନାହିଁ: ବିଏସଏଫ ଅଧିକାରୀ
ନୂଆଦିଲ୍ଲୀ: ଭାରତ ସୀମାରେ ସାମରିକ ଉତ୍ତେଜନା ସମାପ୍ତ କରିବା ପାଇଁ ପାକିସ୍ତାନ ଯୁଦ୍ଧବିରତି ଘୋଷଣା କରିଥିଲା। ଏହି ଘୋଷଣା ପରେ ବି ଗତକାଲି ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଯୁଦ୍ଧବିରତିର ଉଲ୍ଲଙ୍ଘନ କରି ଜମ୍ମୁ-କଶ୍ମୀର ସମେତ ଅନେକ ସ୍ଥାନରେ ଡ୍ରୋନ ଆକ୍ରମଣ କରିଥିଲା। ଏହି ଆକ୍ରମଣର!-->…
ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ
ଭୁବନେଶ୍ବର: ଆହୁରି ଅଧିକ ସଶକ୍ତ ହେବ ଏନସିସି । ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ । ଏନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ମନ୍ତ୍ରୀଙ୍କ କହିଛନ୍ତି, ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ ଦିଆଯିବ । ବାହ୍ୟ!-->!-->!-->…
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲ ଓ ଖଡ୍ଗେଙ୍କ ଚିଠି; ତୁରନ୍ତ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ
ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି। ଉଭୟ ନେତା ସେମାନଙ୍କ ପତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୁରନ୍ତ ସଂସଦର!-->…
୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର, ୧୯ ଜିଲ୍ଲାକୁ ଆଲର୍ଟ ଜାରି
ଭୁବନେଶ୍ୱର : ଅସମ୍ଭାଳ ତାତି । ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି । ଆଜି ଦିନ ସାଢେ ଦୁଇଟା ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର । ରାଜଧାନୀ ଭୁବନେଶ୍ବରର ତାପମାତ୍ରା ରହିଛି ୪୦ .୪ ଡିଗ୍ରୀ ସେଲସିୟସ । ୪୦ ଡିଗ୍ରୀ ଉପରେ ରହିଛି ୪ ସହର । ୧୫!-->…
ପହଲଗାମ ଉତ୍ତେଜନା ମଧ୍ୟରେ ପୁଲଓ୍ବାମା ସତ ମାନିଲା ପାକିସ୍ତାନ
ନୂଆଦିଲ୍ଲୀ: ପହଲଗାମ ଉତ୍ତେଜନା ମଧ୍ୟରେ, ପାକିସ୍ତାନର ସାମରିକ ବାହିନୀ ଏବେ ଉଗାରିଛି ପୁଲଓ୍ବାମା ସତ । ୨୦୧୯ ମସିହାରେ ପୁଲୱାମା ଆଟାକରେ ୪୦ ଜଣ ଅର୍ଦ୍ଧସାମରିକ କର୍ମଚାରୀଙ୍କ ହତ୍ୟାରେ ପାକିସ୍ତାନ ଭୂମିକା ନେଇ ମୁଖା ଖୋଲିଛି ନିଜେ ପାକିସ୍ତାନୀ ସେନା । ପୁଲୱାମା ଆତଙ୍କବାଦୀ ଆକ୍ରମଣ!-->…