Sign in
Sign in
Recover your password.
A password will be e-mailed to you.
ଅପରେସନ୍ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂରକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଅସ୍ତ୍ର ବିରତି ପରେ ୩ ସେନା ମୁଖ୍ୟଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ବୈଠକରେ ସିଡିଏସ୍ ଅନୀଲ ଚୌହାନ୍ , ଜାତୀୟ ସୁରକ୍ଷା ପରାମର୍ଶଦାତା!-->…
ଭାରତ-ପାକିସ୍ତାନ ବିବାଦ: ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ
ଭୁବନେଶ୍ୱର: ପହଲଗାମରେ ସମ୍ପ୍ରତି ଘଟିଯାଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ଘଟଣା ଏବଂ ତତ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଘଟଣା କ୍ରମ ପରିପ୍ରେକ୍ଷୀରେ ଶନିବାର ଅପରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ ଠାରେ ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ ହୋଇଯାଇଛି ।
ମୁଖ୍ୟମନ୍ତ୍ରୀ ମୋହନ!-->!-->!-->…
ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି: ବାୟୁସେନା
ନୂଆଦିଲ୍ଲୀ: ପାକିସ୍ତାନ ସହିତ ଯୁଦ୍ଧବିରତି ପରେ, ଭାରତୀୟ ବାୟୁସେନା (IAF) ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। ସେନା କହିଛି ଯେ ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। ଆଇଏଏଫ୍ କହିଛି ଯେ ଆମେ ଏହି ଅପରେସନର ଉଦ୍ଦେଶ୍ୟ ପୂରଣ କରିଛୁ ଏବଂ ଏହା ବିଷୟରେ ବିସ୍ତୃତ ସୂଚନା ଦିଆଯିବ।
!-->!-->!-->…
ଧନ, ଜୀବନର ସୁରକ୍ଷା ଆମ ଦାୟିତ୍ୱ : ସିଭିଲ ଡିଫେନ୍ସ ସଙ୍ଗଠନରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ
ଭୁବନେଶ୍ୱର : ଦେଶର ସାଧାରଣ ଲୋକଙ୍କ ଧନ, ଜୀବନର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ । ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ । ଏଥିପାଇଁ ଜାତୀୟତାର ମନୋଭାବ ନେଇ ବେସାମରିକ ସୁରକ୍ଷା ବା ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାକୁ ଯୁବ!-->…
ଭାରତ ପାକିସ୍ତାନର ଦୃଢ ଏବଂ ଅଟଳ ଶକ୍ତିଶାଳୀ ନେତ୍ଟତ୍ଵ ପାଇଁ ମୁଁ ଗର୍ବିତ : ଟ୍ରମ୍ପ
ନୂଆଦିଲ୍ଲୀ: ଯୁଦ୍ଧ ବିରତି ପରେ ଟ୍ରମ୍ପଙ୍କ ପ୍ରସ୍ତାବ। ଯୁଦ୍ଧ ବିରତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଭାରତ ପାକିସ୍ତାନର ଦୃଢ ଏବଂ ଅଟଳ ଶକ୍ତିଶାଳୀ ନେତ୍ଟତ୍ଵ ପାଇଁ ମୁଁ ଗର୍ବିତ। ଆମେରିକା ଐତିହାସିକ ନିଷ୍ପତ୍ତିରେ ପହଞ୍ଚିବାରେ!-->…
ସରକାରୀ ବାବୁ ଓ ନେତାଙ୍କ ଫାର୍ମ ହାଉସ ରେ ଗୁପ୍ତ ବୈଠକ…..! ଲେଖା ଛିଡ଼େଇବା ପାଇଁ ଖସଡ଼ା ପ୍ରସ୍ତୁତ ..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ନୂତନ ସରକାର ଆସିବା ପରଠାରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଆସିକା ଅଞ୍ଚଳ ରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ବାବୁ ମାନେ ନିର୍ବାଚିତ ନେତାଙ୍କ ବୋଲ ମାନୁନଥିବା ଚାରିଆଡେ ଚର୍ଚ୍ଚା ହେଉଛି। ସୂଚନା!-->!-->!-->…
ହାଇ ପ୍ରୋଫାଇଲ ଗଞ୍ଜେଇ ମାଫିଆ ଗିରଫ, ଗଞ୍ଜେଇ ସହ ଦାମୀ କାର ଜବତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ରୁ ଆନ୍ତଃ ରାଜ୍ୟକୁ ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ l ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ରୁ ଅନ୍ୟ ରାଜ୍ୟ କୁ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ବାଲିଗୁଡା ପୋଲିସ l ବାରଖମା ଫାଣ୍ଡି ଅଧିକାରୀ ବିକାଶ ଜlଲ ଙ୍କ!-->…
ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରାର ନଗର ଭ୍ରମଣ : ପଞ୍ଚମ ଦିନରେ ଏକାକୀ ଭକ୍ତଙ୍କ ଗୃହକୁ ଆଗମନ: ଶତାଧିକ ଭକ୍ତଙ୍କ…
ବାଲିଗୁଡା, ତା, ୧୦/୦୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଉଠିଛି l ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଆଜି!-->…
ସୀମାରେ ପାକିସ୍ତାନର ଯୁଦ୍ଧ ବିରାମ ଉଲ୍ଲଙ୍ଘନ, ଜାମ୍ମୁକାଶ୍ମୀରର ବିଭିନ୍ନ ସେକ୍ଟରରେ ଡ୍ରୋନ ମାଡ଼ ସହ ଗୁଳିବର୍ଷଣ
ନୂଆଦିଲ୍ଳୀ: ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ। ଏଲଓସିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ସହ ଅଖନୁର, ରାଜୌରୀ ଓ ଆରଏସପୁରାରେ ଗୁଳିମାଡ଼ କରିଛି। ଜମ୍ମୁ କାଶ୍ମୀରରେ ଏକାଧିକ ସ୍ଥାନରେ ଗୁଳିଗୋଳା ବର୍ଷଣ କରିଛି। ଅରନିଆ, କଠୁଆ, ପୁଞ୍ଚ, ମେଣ୍ଢର, ଜମ୍ମୁ, ଏବଂ ନୌସେରାରେ!-->…
ଅଭିନବ ମାନବ ସମ୍ବଳ ପଦକ୍ଷେପ ପାଇଁ ଟିପିଏସ୍ଓଡିଏଲକୁ ଓଡ଼ିଶା ଲିଡରସିପ୍ ଆୱାର୍ଡ଼
ବ୍ରହ୍ମପୁର, ମେ ୨୦୨୫: ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ଅଭିନବ ପଦକ୍ଷେପ ଓ ପରିଚାଳନା ପାଇଁ ଓଡ଼ିଶା ଲିଡରସିପ୍ ଆୱାର୍ଡ଼ ୨୦୨୫ରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପୁରସ୍କୃତ ହୋଇଛି।
ଏହି ପୁରସ୍କାର ନୂତନ ମାନବ ସମ୍ବଳ ପଦକ୍ଷେପ ମାଧ୍ୟମରେ ଏକ!-->!-->!-->…