ଗଞ୍ଜାମ ଜିଲ୍ଲାର ଅବକାରୀ ବିଭାଗ ଅତ୍ୟଧିକ ବଟି ଖାଇ ଏବେ କୋମାରେ…..!

ଗାଁ ରୁ ସହର ପର୍ଯ୍ୟନ୍ତ ଚୋରା ଦେଶୀ ଓ ବିଦେଶୀ ମଦର ବନ୍ୟା…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଚୋରା ଦେଶୀ ଓ ବିଦେଶୀ ମଦ ଖୁଲାମ ଖୁଲା ବିକ୍ରି ହେଉଛି। ସରକାରଙ୍କ କାଗଜ କଲମରେ ମହୁଲ ଦେଶୀ ମଦ ଭାଟିଚାଲିଛି। ବାବୁ ମାନଙ୍କ ଆଶୀର୍ବାଦରେ ଅଧିକାଂଶ ମଦ ଭାଟି ଗୁଡି଼କରେ

ରୁଷ ଆକ୍ରମଣରେ କିଭ୍ ବିମାନବନ୍ଦର ଛାରଖାର

ରୁଷ ପକ୍ଷରୁ ୟୁକ୍ରେନ ଉପରେ ଶୁକ୍ରବାର ଭୋର ସମୟରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ୟୁକ୍ରେନର ଆବାସିକ ଅଞ୍ଚଳର ଏବଂ ବିଭିନ୍ନ ସହର ଉପରେ ଏହି ଆକ୍ରମଣ ହୋଇଛି। ୬ ଘଣ୍ଟା ଧରି ରୁଷ ପକ୍ଷରୁ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରାଯାଇଛି। ଏଥିରେ କିଭ୍‌ ବିମାନବନ୍ଦର ଛାରଖାର

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀ ଗିରଫ

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ ବି ଡିଭିଜନ ଅଧୀନରେ ଥିବା ଟିଟଲାଗଡ଼ ଆର୍ ଆଣ୍ଡ ବି ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀ। ଗତକାଲି ଦିଲେଶ୍ୱରଙ୍କ ନିକଟରେ ଆୟବହିର୍ଭୁତ ସମ୍ପତି ଥିବା

ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ, ନିୟୋଜିତ ହେଲେ ଗନ୍ ମ୍ୟାନ

ଭୁବନେଶ୍ବର : ସ୍ବାଭାବିକ ହେଲା ଭୁବନେଶ୍ବର ମହାନଗର ନିଗମରେ କାର୍ଯ୍ୟ । କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । କର୍ମଚାରୀଙ୍କ ପାଇଁ ବଢିଲା ସୁରକ୍ଷା । ନିୟୋଜିତ ହେଲେ ଗନ୍ ମ୍ୟାନ। ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସହ ଆଲୋଚନା କରାଯାଇଛି ।

ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀ ନେଇ ପାରିବେ ପ୍ରସବ କାଳୀନ ଛୁଟି

କଟକ: ଏଣିକି ଚୁକ୍ତିଭିତ୍ତିକ ମହିଳା କର୍ମଚାରୀମାନେ ନେଇ ପାରିବେ ପ୍ରସବ କାଳୀନ ଛୁଟି। ଏହି ରାୟ ଦେଇଛନ୍ତି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ। ପୂର୍ବରୁ ଏକ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ଜଣକିଆ ଖଣ୍ଡପୀଠ ଅନୁରୂପ ରାୟ ଦେଇ ଚୁକ୍ତିଭିତ୍ତିକ ମହିଳାଙ୍କୁ ପ୍ରସବକାଳୀନ ଛୁଟିରୁ ବଞ୍ଚିତ

ତାଲିବାନ ଶାସନକୁ ଆନୁଷ୍ଠାନିକ ସ୍ୱୀକୃତି ଦେଲା ରୁଷ: ଏମିତି କହିଲେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ

ଆଫଗାନିସ୍ତାନରେ ତାଲିବାନ ଶାସନକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇଛି ରୁଷ । ଏନେଇ ଗୁରୁବାର ଦିନ କାବୁଲରେ ଥିବା ରୁଷ ରାଷ୍ଟ୍ରଦୁତ ଦିମିତ୍ରୀ ଝିରନୋଭ୍‍ଙ୍କୁ ଭେଟିଥିଲେ ତାଲିବାନର ବୈଦେଶିକ ମନ୍ତ୍ରୀ ଆମିର ଖାନ୍‍ ମୁତ୍ତାକୀ । ଏହି ଭେଟଘାଟ ପରେ ମୁତ୍ତାକୀ କହିଛନ୍ତି ଯେ ଏହା ‘ସକାରାତ୍ମକ

ଜେଲରେ ରାତି କାଟିଲେ ଜଗା: କାର୍ଯ୍ୟରେ ଯୋଗ ଦେଲେ ଓଏଏସ ଅଧିକାରୀ

ଭୁବନେଶ୍ବର: ଗୁରୁବାର ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ବିଜେପି ନେତା ଜଗା ପ୍ରଧାନ ଗିରଫ ହେବା ପରେ, ଏବେ ସ୍ଥିତି ପୁଣି ପୂର୍ବ ଅବସ୍ଥାକୁ ଫେରୁଛି । ଓଏଏସ ସଂଘ ଆନ୍ଦୋଳନରୁ ଓହରିଥିବା ବେଳେ ଆଜି କାର୍ଯ୍ୟକୁ ଫେରିଛନ୍ତି ଓଏଏସ ଅଧିକାରୀ । ବିଏମସି ଅଫିସ ସହ ରାଜ୍ୟର ବିଭିନ୍ନ

ଆସିକା ନୂଆଗାଁ ଠାରେ ଚୋରା ବାଲି ହାଇୱା ଓଲଟିଲା…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ବାଲି ମାଫିଆ ମାନେ ପ୍ରଶାସନ କୁ ଖାତିରି ନକରି ଚୋରା ବାଲି ଚାଲାଣ କରୁଛନ୍ତି। ତାହାର ନଗ୍ନ ନମୁନା ନୂଆଗାଁ ଠାରେ ବାଦଗଡ଼ ଠାରୁ ବେଆଇନ ବାଲି ଧରି ଏକ ହାଇୱା ଆସୁଥିବା ବେଳେ ନିୟନ୍ତ୍ରଣ ହରେଇ ଓଲଟି ପଡିଛି। ଦୁର୍ଘଟଣା ସ୍ଥଳରେ ରାସ୍ତା

ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶିବା ଘଟଣା : ଖ୍ରୀଷ୍ଟିୟାନ ସମୁଦାୟଙ୍କ ଶୋଭାଯାତ୍ରାରେ ସାମିଲ ୨୫ ଜଣଙ୍କ ନାମରେ ରୁଜୁ…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଖ୍ରୀଷ୍ଟିୟାନ ମଞ୍ଚ ପକ୍ଷରୁ ଗତକାଲି ଏକ ବିଶାଳ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିବା ବେଳେ ଏହି କାର୍ଯ୍ୟକ୍ରମର ଅନୁମତି ନନେଇ ଜୋର ଜବରଦସ୍ତ ସରକାରୀ କାର୍ଯ୍ୟଳୟ ମଧ୍ୟକୁ ଧସେଇ ପଶିବା ଭଳି ଅନେକ ଅଭିଯୋଗ କରି ୨୫ ଜଣଙ୍କ ନାମରେ

କଳାକାରଙ୍କ ଅସ୍ମିତାର ପ୍ରତୀକ ବରିଷ୍ଠ କଳାକାର ସଂଘ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ଷଷ୍ଠ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ମହୋତ୍ସବର ଦ୍ଵିତୀୟ ଦିନରେ ଏକ ରାଜ୍ୟସ୍ତରୀୟ ବର୍ଣ୍ଣାଢ୍ୟ କଳାକାର ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧି ନଗର ଛକ ସ୍ଥିତ ଗାନ୍ଧି