Sign in
Sign in
Recover your password.
A password will be e-mailed to you.
ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ, ସରକାରଙ୍କ ପାଖରେ ଥାଏ ଏପରି ପ୍ଲାନ
ଭୁବନେଶ୍ୱର: ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ବୟାନ। କହିଲେ ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨, ୩ ଥାଏ। ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ। ମୁଁ ନିଜେ ସାମ୍ନାକୁ ଆସିଥିଲି, ଆମ ଉପରେ ଭରସା!-->…
ଚର୍ଚ୍ଚାରେ ଆଇଏଏସ୍ ନେହା: ୩ ଥର ଫେଲ୍ ହେବା ପରେ ଛାଡ଼ିଥିଲେ ମୋବାଇଲ
ନୂଆଦିଲ୍ଲୀ: ୟୁପିଏସସି ପରୀକ୍ଷା ଦେବା ବିଷୟରେ ଭାବିବା ଏବଂ ଏଥିରେ ସଫଳ ହେବା ୨ଟି ଭିନ୍ନ କଥା। କେହି କେହି ନିଜର ୟୁପିଏସସି ପରୀକ୍ଷା ପାସ୍ କରିବାର ସ୍ବପ୍ନକୁ ଅଧାରୁ ଛାଡ଼ିଦିଅନ୍ତି ତ କେହି କେହି ନିଜ ସ୍ବପ୍ନକୁ ପୂରଣ ନକରିବା ପର୍ଯ୍ୟନ୍ତ ପରିଶ୍ରମ କରିବାରେ ଲାଗିପଡ଼ିଥାନ୍ତି। ସ୍ବପ୍ନ!-->…
ବାଲେଶ୍ବର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିଲେ ଉପମୁଖ୍ୟମନ୍ତ୍ରୀ
ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ବନ୍ୟା ଯୋଗୁଁ ଜିଲ୍ଲାର ୬ଟି ବ୍ଲକ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ବନ୍ୟାଜଳରେ ପ୍ରଭାବିତ ହେଉଛି । ୬ଟି ବ୍ଲକ ୧୫୪ ଗ୍ରାମ ଏବଂ ଜଳେଶ୍ୱର ପୌରପାଳିକାର ୮ଟି ୱାର୍ଡ ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଛି । ଲୋକଙ୍କୁ ସୁରକ୍ଷିତ!-->…
ମନୋଜିତ୍ ମିଶ୍ରଙ୍କ ବିରୋଧରେ ଆସିଲା ନୂଆ ଅଭିଯୋଗ
କୋଲକାତା: କୋଲକାତାର ଆଇନ୍ କଲେଜ ଛାତ୍ରୀଙ୍କ ଦୁଷ୍କର୍ମ ଅଭିଯୁକ୍ତ ମନୋଜିତ ମିଶ୍ରଙ୍କ ବିରୋଧରେ ଆସିଛି ପୁଣି ଏକ ନୂଆ ଅଭିଯୋଗ। ନୂତନ ଅଭିଯୋଗକାରୀ ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ମନୋଜିତ୍ ପୂର୍ବରୁ ମଧ୍ୟ ଛାତ୍ରମାନଙ୍କୁ ମାନସିକ ନିର୍ଯାତନା ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ।
!-->!-->!-->…
ସ୍କୁଲ ଗ୍ରେଡିଂ ସିଷ୍ଟମ; ଜାତୀୟ ସ୍ତରରେ ପଞ୍ଚମ ସ୍ଥାନରେ ଓଡ଼ିଶା
ଭୁବନେଶ୍ୱର : ସ୍କୁଲ ଗ୍ରେଡିଂ ସିଷ୍ଟମରେ ଜାତୀୟ ସ୍ତରରେ ପଞ୍ଚମ ସ୍ଥାନରେ ଓଡ଼ିଶା । କେନ୍ଦ୍ର ସରକାରଙ୍କ ଦ୍ବାରା ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (PGI-2.0) ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍କୁଲ ଗ୍ରେଡିଂ ସିଷ୍ଟମରେ ଜାତୀୟ ସ୍ତରରେ ଓଡ଼ିଶା ୫ମ ସ୍ଥାନ ହାସଲ କରିଛି ।
୨୦୨୩-୨୪!-->!-->!-->…
ବିହାରରେ ଏକାକୀ ଲଢିବ ଆପ୍
ନୂଆଦିଲ୍ଲୀ : ନିକଟରେ ଗୁଜରାଟ ଓ ପଞ୍ଜାବର କେତେକ ଆସନରେ ହୋଇଥିବା ଉପନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ୍ ) ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇ ଉତ୍ସାହିତ ହୋଇଯାଇଛି । ଏବେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ବିହାର ଉପରେ ଆଖି ପକାଇଛନ୍ତି । ସେ ଘୋଷଣା କରିଛନ୍ତି ଯେ ଆଗାମୀ ବିହାର!-->…
ଘରୋଇ ପୁଞ୍ଜିନିବେଶରେ ଓଡ଼ିଶା ଶୀର୍ଷରେ, ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ରିପୋର୍ଟରୁ ସୂଚନା
ଘରୋଇ ପୁଞ୍ଜିନିବେଶରେ ଓଡ଼ିଶା ଶୀର୍ଷରେ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ରାଜ୍ୟରେ ୧.୪ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଥିବା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି-ସିଏମଆଇଇ ରିପୋର୍ଟରୁ ଜଣାପଡ଼ିଛି । ଏହା ଦେଶରେ ସର୍ବାଧିକ ନିବେଶର ରେକର୍ଡ । ଏପ୍ରିଲରୁ ଜୁନ ତ୍ରୟମାସରେ ସାରା!-->…
ଡ୍ୟୁଟି ସାରି ଫେରୁଥିବା ବେଳେ ମହିଳା ହୋମ୍ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍
କଟକ:ଅଭାବନୀୟ ଘଟଣା । ଛତ୍ରବଜାର ଅର୍ବାନ ହାଟ ନିକଟରେ ହୋମ୍ଗାର୍ଡଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ମୃତ ମହିଳା ହୋମ୍ଗାର୍ଡ ଜଣଙ୍କ ହେଲେ ମନୋରମା ପଣ୍ଡା। ମନୋରମା ମାଲଗୋଦାମ ଥାନାରେ ହୋମ୍ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଡ୍ୟୁଟି ସାରି ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି।
ସୂଚନାମୁତାବକ,!-->!-->!-->…
ଦଲାଇଲାମାଙ୍କ ଉତ୍ତରାଧିକାରୀ ବାଛିବାର ଅଧିକାର ତାଙ୍କ ନିଜର: ଭାରତ
ନୂଆଦିଲ୍ଲୀ: ନିର୍ବାସିତ ତିବ୍ବତୀୟ ଆଧ୍ୟାତ୍ମିକ ନେତା ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ଦ୍ବନ୍ଦ୍ବ ଉପୁଜିଥିବା ବେଳେ ଗୁରୁବାର ଦିନ ଭାରତ ଚୀନର ଦାବି ଉପରେ ଏକ ଦୃଢ଼ ଆପତ୍ତି ଉଠାଇଛି। ଭାରତ କହିଛି ଯେ ଦଲାଇଲାମାଙ୍କ ଉତ୍ତରାଧିକାରୀ କିଏ ହେବ; ତା’ର ନିଷ୍ପତ୍ତି କେବଳ ତାଙ୍କ!-->…
ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କଲେ ଗଜପତି ମହାରାଜ
ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କଲେ ଗଜପତି ମହାରାଜ । ପୁରୀ ଶ୍ରୀମନ୍ଦିରରେ କରାଯାଇଥିବା କାର୍ଯ୍ୟକୁ ଅନୁଧ୍ୟାନ କରିବା ପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ମହାରାଜ । ରତ୍ନଭଣ୍ଡାର କାର୍ଯ୍ୟ ପ୍ରାୟ ସମ୍ପୂର୍ଣ ହୋଇଯାଇଛି। ୬ଶହରୁ ଅଧିକ ପଥର ବଦଳା ଯାଇଛି। ଭିତର ଭଣ୍ଡାର ଘରରେ!-->…