ନାଳପାଣି ହିଁ ଭରଷା, ମିଳୁନାହିଁ ପାନୀୟଜଳ : ବସୁଧା ଯୋଜନା ପାଇପ୍ ପଡ଼ିଛି, ହେଲେ ପାଣି ଆସୁନି

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ତିନି ନମ୍ବର ୱାର୍ଡ଼ ଚଞ୍ଚଳାସାହି ବାମ୍ବାଡ଼ି ଗାଁରେ ପାନୀୟଜଳ ଜଳ ସମସ୍ୟା କୁ ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦିର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ ଏଠାକାର ଗୋଟିଏ ସାହିର ଲୋକେ ନାଳ

ବ୍ରହ୍ମପୁର ଯାତ୍ରାରେ ଆସିକା ବିଧାୟକ ହଟହଟା ନେଇ ଗଞ୍ଜାମରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚର୍ଚ୍ଚା !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପ୍ରସିଦ୍ଧ ଠାକୁରାଣୀ ଯାତ୍ରାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗସ୍ତରେ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ଯାତ୍ରାରେ ମାଙ୍କ ଦର୍ଶନ କରିବାକୁ ବାଜା ବାଜଣା ରେ ପାଛୋଟି ନେଉଥିବା ବେଳେ ଆସିକା ବିଧାୟକ ସରୋଜ ପାଢ଼ୀ

ଲକ୍ଷ୍ମୀନୃସିଂହ ଯାତ୍ରା ସକାଶେ ଶୁଭଖୁଣ୍ଟି ସ୍ଥାପନ

ହିଞ୍ଜିିଳିକାଟୁ : ମଇ ମାସ ୧୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ହିଞ୍ଜିଳିକାଟୁ ପ୍ରସିଦ୍ଧ ତଥା ସ୍ଥାନୀୟ ସହରର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ପାଳନ ସକାଶେ ବଡ ରଙ୍ଗଣି ସାହି ଓ କେଉଟ ସାହି ଓ ପାଟଣା ସାହି ପକ୍ଷରୁ ଅକ୍ଷୟ ତୃତୀୟା ଦିବସ ଅବସରରେ

କାଳବୈଶାଖୀର ମୁକାବିଲା ପାଇଁ ଟିପିଏସ୍ଓଡିଏଲର ବ୍ୟାପକ ପ୍ରସ୍ତୁତି

-- ୫୯୦୦ ରୁ ଉର୍ଦ୍ଧ୍ବ ଗ୍ରାଉଣ୍ଡ ଷ୍ଟାଫ୍ ଏବଂ ୮୦୦ ଷ୍ଟାଣ୍ଡବାଇ କର୍ମଚାରୀ ନିୟୋଜିତ-- ତ୍ୱରିତ ପଦକ୍ଷେପ ପାଇଁ ଓଡ୍ରାଫ୍ ଏବଂ ସ୍ଥାନୀୟ ପ୍ରଶାସନ ସହ ଭାଗିଦାରୀ-- ୬ ଟି ଭ୍ରାମ୍ୟମାଣ ସବଷ୍ଟେସନ, ୧୬ ଟି ଅସ୍ଥାୟୀ ଷ୍ଟୋର ଏବଂ ୨୪×୭ ସେଣ୍ଟ୍ରାଲ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ଉପଲବ୍ଧ--

ମାତିଲେ ୨୬ ଟିକିଆ ହାତୀପଲ ଭାଙ୍ଗିଲେ ଘର

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ କରଡ଼ା ରେଞ୍ଜର ଇନ୍ଦ୍ରଗଡ ସେକ୍ସନରେ ହାତୀପଲଙ୍କ ଆକ୍ରମଣରେ ଚାରିଜଣଙ୍କ ଘରନଷ୍ଟ ହୋଇଛି । ଗତ କିଛି ଦିନ ହେଲା ୨୬ ଟିକିଆ ହାତୀପଲ ଗଞ୍ଜାମ ଜିଲ୍ଲା ମୂଜାଗଡ ରେଞ୍ଜରୁ କରଡ଼ା ରେଞ୍ଜ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି । ମଙ୍ଗଳବାର ବିଳମ୍ବିତ

୩ ଲକ୍ଷ ଜବତ ମାମଲା: ମହିଳା ଅଧିକାରୀ ଗିରଫ, ଜାଣନ୍ତୁ ଅବକାରୀ ଅଧୀକ୍ଷକଙ୍କ ସଂପତ୍ତି

ଢେଙ୍କାନାଳ: ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ଦାମୀ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ ମାମଲାରେ ଭିଜିଲାନ୍ସ ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ମାମଲାରେ ଭିଜିଲାନ୍ସ ବିଭାଗ ଶ୍ରୀମତୀ ନାୟକଙ୍କୁ ଗିରଫ କରିଛି। ଏଥି ସହିତ ଭିଜିଲାନ୍ସ ଟିମ୍ ଶ୍ରୀମତୀ ନାୟକଙ୍କ ବିରୋଧରେ ଏକ

କଲେଜ ଛାତ୍ରଙ୍କ ମୃତଦେହ ରେଳଷ୍ଟେସନ ନିକଟରୁ ଉଦ୍ଧାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଲିଙ୍ଗରାଜ ରେଳ ଷ୍ଟେସନ ପାଖରୁ ଜଣେ କଲେଜ ଛାତ୍ରଙ୍କ ମୃତଦେହ ବୁଧବାର ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ତପନ ଆଚାର୍ଯ୍ୟ (୨୨)।ସୂଚନା ଅନୁସାରେ ଗୋତଣ୍ଡା ଗ୍ରାମ ମହାବୀର ନଗରର ବାସିନ୍ଦା ଅଜୟ ଆଚାର୍ଯ୍ୟଙ୍କ ଏକ ମାତ୍ର ପୁଅ ଥିଲେ। ତପନ ସିଭିରମଣ କଲେଜରେ

ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ଟଙ୍କା

ଭୁବନେଶ୍ବର : ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ ଋତୁ ନିମନ୍ତେ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ସହାୟତା କିସ୍ତି ଟଙ୍କା ପ୍ରଦାନ କରିଛନ୍ତି। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏକ ହଜାର କୋଟିରୁ ଅଧିକ

ପାକିସ୍ତାନରେ ଅଣ୍ଡର ଗ୍ରାଉଣ୍ଡ ହେଉଛନ୍ତି ଆତଙ୍କୀ: ଆକ୍ରମଣ ଭୟରେ ଆତଙ୍କବାଦୀଙ୍କୁ ବଙ୍କରରେ ଲୁଚାଉଛି ପାକିସ୍ତାନ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ପାକିସ୍ତାନ ଉପରେ ହେବ ଆକ୍ରମଣ । ପହଲଗାମ ଘଟଣାର ପ୍ରତିଶୋଧ ନେବ ଭାରତ । ଏକଥା ଆମେ କହୁନୁ । ଖୋଦ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଏଭଳି ଦାବି କରିଛି । ୩୬ ଘଣ୍ଟା ମଧ୍ୟରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରିଛନ୍ତି

ଜନଗଣନା ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ହେବ ଜାତିଗଣନା, କ୍ୟାବିନେଟରେ ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଆଗାମୀ ଜନଗଣନା ପ୍ରକ୍ରିୟାରେ ଜାତିଗଣନାକୁ ଅନ୍ତର୍ଭୁକ୍ତ କରିବାକୁ ସରକାର ଆଜି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏ ନେଇ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି