ଶେଷ ହେଲା ବଜେଟ୍ ଅଧିବେଶନ: ଲୋକସଭା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ରାଜ୍ୟସଭା

ନୂଆଦିଲ୍ଲୀ: ସଂସଦ ଉଭୟ ଗୃହରେ ଶେଷ ହେଲା ବଜେଟ୍ ଅଧିବେଶନ । ଲୋକସଭା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ରାଜ୍ୟସଭା । ୩୧ ଜାନୁୟାରୀରେ ଆରମ୍ଭ ହୋଇଥିଲା ସଂସଦର ବଜେଟ ଅଧିବେଶନ । ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ

ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି

ଭୁବନେଶ୍ୱର : ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୩୦ ଯାଏଁ ଏହି ଅବଧିକୁ ବଢ଼ାଇଛନ୍ତି ସରକାର । ଏହି ସମୟ ମଧ୍ୟରେ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଧାରିତ ଜିଲ୍ଲାକୁ ଅତି କମରେ ୨ ଦିନ ପାଇଁ ଗସ୍ତ କରିବେ। ସେଠାରେ ଗୋଟିଏ ରାତି

ପରିବା ବଜାରରେ ଚାଷୀଙ୍କ ଆନ୍ଦୋଳନ ଘଟଣା:ମିଳିତ ବୈଠକରେ ସମାଧାନର ଅସ୍ଥାୟୀ ସୂତ୍ର ବାହାରିଲା…

ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଫୁଟପାତ ପରିବା ବ୍ୟବସାୟୀ ଙ୍କ ଆନ୍ଦୋଳନ ଚେତାବନୀହିଞ୍ଜିଳିକାଟୁ, ତା ୪।୪(): ଗଞ୍ଜାମ ଜିଲ୍ଲାର ପନିପରିବା ହବ୍ ଭାବେ ପରିଚିତ ହିଞ୍ଜିଳିକାଟୁ ପନିପରିବା ବଜାର ପରିସରରେ ଚାଷୀଙ୍କୁ ପୁଲିସର ଅପବ୍ୟବହାର ନେଇ ବିବାଦ ଉପୁଜିଥିଲା। ଫଳରେ ଚାଷୀ ମାନେ ନିଜ

ରାୟଗଡ଼ା ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିରରେ MGT ବୋଲି ନାମଲେଖାକୁ ସହର ବାସୀଙ୍କ ନିନ୍ଦା

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣି ମନ୍ଦିରକୁ ସୌନ୍ଦର୍ଯ୍ୟ କରଣ କରିବା ଆଳରେ ଗୋଟିଏ ସ୍ଥାନରେ ସେଲ୍ଫି ପଏଣ୍ଟ କରଯାଇଛି। କିନ୍ତୁ, ସେଠାରେ ମାଁ ମଝୀଘରିଆଣିଙ୍କ ନାମକୁ ଇଂରାଜୀ ଅକ୍ଷରରେ ଅତି ସଂକ୍ଷେପରେ "MGT" ବୋଲି ଲେଖା ଯାଇଛି। ଏହି ଲେଖାକୁ ରାୟଗଡ଼ା

ଜିଲ୍ଲା ସମବାୟ ଉନ୍ନୟନ ପରିଷଦ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼ : ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଚତୁର୍ଥ ଜ଼ିଲ୍ଲା ସମବାୟ ଉନ୍ନୟନ ପରିଷଦର ବୈଠକ ଜ଼ିଲ୍ଲାପାଳ ମନୋଜ ମହାଜନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି | ଏହି ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ

ପାରମ୍ପରିକ ପୋଷାକ ପରିଧାନ ‘ଆମ ପୋଷାକ, ଆମ ପରିଚୟ’ ଦିବସ ପାଳିତ

ଛତ୍ରପୁର : ଓଡ଼ିଶାର ପାରମ୍ପରିକ ପୋଷାକ, ହସ୍ତତନ୍ତ ଏବଂ ବୟନ ଶିଳ୍ପର ଗୌରବକୁ ଉଜାଗର କରିବା ନିମନ୍ତେ ଏପ୍ରିଲ ୩ରେ ‘ପାରମ୍ପରିକ ପୋଷାକ ପରିଧାନ ଆମ ପୋଷାକ, ଆମ ପରିଚୟ’ ଦିବସ ପାଳିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଉପସ୍ଥିତିରେ ଆବାସିକ ଜ଼ିଲାପାଳଙ୍କ

ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟରେ ଦକ୍ଷତା ବୃଦ୍ଧି କର୍ମଶାଳା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଦକ୍ଷତା ବୃଦ୍ଧି ନିମିତ୍ତ ଏକ ଦିବଶୀୟ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଯାଇଥିଲା । ବିଦ୍ୟାଳୟର ପ୍ରଧାନ

ଓଡ଼ିଆ ପକ୍ଷର ତୃତୀୟ ଦିବସରେ ଜିଲ୍ଲାରେ ପାରମ୍ପରିକ ପୋଷାକ ପରିଧାନ : ଆମ ପୋଷାକ ଆମ ପରିଚୟ

ସୁନ୍ଦରଗଡ଼ : "ଓଡ଼ିଆ ପକ୍ଷ" ପାଳନ ର ତୃତୀୟ ଦିବସ ରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରମ୍ପରିକ ପୋଷାକ ପରିଧାନ କରାଯାଇଛି।ଏହି ଅବସର ରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ମୁଖ୍ୟ

ଆଦିବାସୀ ମହାବିଦ୍ୟାଳୟକୁ ସରକାରୀ କରିବା ପାଇଁ ଛାତ୍ରଛାତ୍ରୀଙ୍କ ତରଫରୁ ଉପିଲ୍ଲାପାଳଙ୍କୁ ଦାଵୀ ପତ୍ର ପ୍ରଦାନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ କୁ ଚଳିତ ଶିକ୍ଷା ବର୍ଷ ରୁ ସରକାରୀ କରଣ କରିବା ପାଇଁ ଆଦିବାସୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ତରଫରୁ ସ୍ଥାନୀୟ ଉପଜିଲ୍ଲାପାଳ ଡ଼ଃ. ରୀନା ପ୍ରଧାନଙ୍କୁ ଭେଟି ଏକ ଦାଵୀ ପତ୍ର ପ୍ରଦାନ କରାଯାଇଛି। ଛାତ୍ର ଛାତ୍ରୀ