ବେଟି ବଚାଓ ବେଟି ପଢାଓ ଅନ୍ତର୍ଭୁକ୍ତ ପିସି ପିଏନଡିଟି ଆକ୍ଟ କର୍ମଶାଳା ଅନୁଷ୍ଠିତ

ମାଲକାନଗିରି : ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ବେଟି ବଚାଓ ବେଟି ପଢାଓ ଅନ୍ତର୍ଭୁକ୍ତ ପିସି ପିଏନଡିଟି ଆକ୍ଟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଯୋଗ ଦେଇଥିବା ବେଳେ

ରାଇକିଆ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ୩ୟ ବାର୍ଷିକ ଉତ୍ସବ ପାଳନ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସଦର ଅନସୂଚୀତ ଜନଜାତି ଅନସୂଚୀତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ କଳିଙ୍ଗ ଆଦର୍ଶ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଜଗଦୀଶ ମହାକୁଡଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ୩ୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି

ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟରତ କଣ୍ଡା ରେଡ୍ଡୀ ଶିକ୍ଷକଙ୍କ ଦରମା ବୃଦ୍ଧିପାଇଁ ଦାବିପତ୍ର ପ୍ରଦାନ

ମାଲକାନଗିରି : ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଓ କାଲିମେଳା ବ୍ଲକର ବିଭିନ୍ନ ବିଦ୍ୟାଳୟର ହଷ୍ଟେଲ ଗୁଡ଼ିକ ରେ ଶିକ୍ଷା ଦାନ ପାଇଁ କାର୍ଯ୍ୟରତ କୋଣ୍ଡାରେଡି ଭାଷା ଶିକ୍ଷକ ଙ୍କ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଥିବା

ବାଲିଗୁଡା ବସଷ୍ଟାଣ୍ଡରୁ ବିଦେଶୀ ମଦସହ ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ୍ ଜବତ୍ : ବେପାରୀ ଗିରଫ

ବାଲିଗୁଡା, ତା, ୨୯/୦୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବସଷ୍ଟାଣ୍ଡରେ ଦୋକାନ କରିଥିବା ବରଡ଼ ଭେରାଇଟ ଷ୍ଟୋରରେ ଚକଲେଟ, ବିସ୍କୁଟ, ମିକ୍ଚର ବିକ୍ରି ନାମରେ ଦୀର୍ଘଦିନ ଧରି ଖୁଲମଖୁଲା ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ବିଷୟ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ବିଶେଷ ସୂତ୍ରରୁ

ବିଧାୟକଙ୍କ ନିଲମ୍ବନ ବିରୋଧରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ସଦସ୍ୟ

ଭୁବନେଶ୍ୱର : ରାଜ୍ୟପାଳଙ୍କୁ ଭେଟିଲେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସର ବିଧାୟକ ଏଵଂ ବରିଷ୍ଠ କଂଗ୍ରେସ ନେତା । ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଆଇନଶୃଙ୍ଖଳା । ରାଜ୍ୟରେ ମହିଳା, ଛୋଟ ଝିଅମାନେ ଅସୁରକ୍ଷିତ, ମହିଳା ଓ ଛୋଟ ଝିଅମାନଙ୍କ ଉପରେ ନିର୍ଯ୍ୟାତନା ଓ ଗଣଦୁଷ୍କର୍ମ

ଜୁଲାଇ ୩ରୁ ଅମରନାଥ ଯାତ୍ରା

ନୂଆଦିଲ୍ଲୀ ୨୯।୩: ଅମରନାଥ ଯାତ୍ରାର ତାରିଖ ଧାର୍ଯ୍ୟ ହୋଇଛି। ଯାତ୍ରା ସହିତ ରେଜିଷ୍ଟ୍ରେସନ ତାରିଖ ମଧ୍ୟ ସାମ୍ନାକୁ ଆସିଛି। ପବିତ୍ର ଅମରନାଥ ଯାତ୍ରା ଚଳିତବର୍ଷ ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ୯ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଶ୍ରୀ ଅମରନାଥ ସ୍ରାଇନବୋର୍ଡ (ଏସଏଏସବି) ଅନୁସାରେ

ଭୁବନେଶ୍ୱର ବିମାନବନ୍ଦରରୁ ସାପ ଓ କଇଁଛ ଜବତ, ଜଣେ ଗିରଫ

ଭୁବନେଶ୍ଵର: ଭୁବନେଶ୍ବର ବିମାନ ବନ୍ଦରରେ କଇଁଛ ସହ ଅନେକ ସରୀସୃପ ଉଦ୍ଧାର । ଝିଟିପିଟି, ଗୋଧି, ବୋଡ଼ା ସାପ ଆଦିକୁ ଉଦ୍ଧାର କଲା କଷ୍ଟମ ବିଭାଗ । ବ୍ୟାଂକକ୍‌ରୁ ଭାୟା ଭୁବନେଶ୍ବର ଦେଇ ଚେନ୍ନାଇ ଚାଲାଣ ହେଉଥିବା ବେଳେ ଜବତ କଲା ବିଭାଗ । ବିସ୍କୁଟ ଡବାରେ ଚାଲାଣ ହେଉଥିଲା ସାପ । ତେବେ ୯ଟି

ଗଞ୍ଜାମ ଗସ୍ତରେ ପିସିସି ସଭାପତି : ହିଞ୍ଜିଳି କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ଓ ବିଜେପି ନେତାଙ୍କ କଂଗ୍ରେସରେ ଯୋଗଦାନ

ହିଞ୍ଜିଳିକାଟୁ : ଶନିବାର ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ ଏଆଇସିସି ଗଣମାଧ୍ୟମ ବିଭାଗୀୟ ଅଧ୍ୟକ୍ଷ ପଓ୍ବନ ଖେଡାଜୀ ଗଞ୍ଜାମ ଗସ୍ତରେ ଆସିଛନ୍ତି। ହିଞ୍ଜିଳି କଂଗ୍ରେସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।‌ ହିଞ୍ଜିଳି ବିଧାୟକ ପ୍ରାର୍ଥୀ ରଜନୀକାନ୍ତ

୪ ଦିନ ପରେ ବର୍ଷା, ୭ ଦିନ ଭିତରେ ଦକ୍ଷିଣ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ୪ ଦିନ ପରେ ବର୍ଷା । ଆସନ୍ତା ୨ ତାରିଖ ବେଳକୁ ବର୍ଷା ସମ୍ଭାବନା । ଆଦ୍ରତାର ପରିମାଣ ବୃଦ୍ଧି ସହ ବାୟୁର ଦିଶା ପରିବର୍ତନକୁ ନେଇ ୨ କିମ୍ବା ୩ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତରିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ

ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ ଜେପି ନଡ୍ଡା

ଭୁବନେଶ୍ଵର: ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ ଜେପି ନଡ୍ଡା । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ବିଜେପିର ସାଂଗଠନିକ କାର୍ଯ୍ୟରେ ଯୋଗ ଦେବେ ନଡ୍ଡା । ତେବେ ନଡ୍ଡାଙ୍କ ଗସ୍ତ ପରେ ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା କରାଯିବ । ଆସନ୍ତା ଏପ୍ରିଲ ୧୪