Sign in
Sign in
Recover your password.
A password will be e-mailed to you.
୧୯ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : ପ୍ରବଳ ଗହଳି ସାଙ୍ଗକୁ ବ୍ୟାପକ ପଟୁଆରରେ ସହର ଦୁଲୁକୁଛି
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶନିବାର ୧୯ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୪ ଦିନରେ ପହଞ୍ଚିଛି l ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା!-->…
ମନରେଗା କାମରେ ଲାଗିଥିବା ଜେସିବିକୁ ସିଜ୍ କଲେ ମନ୍ତ୍ରୀ ରବି ନାରାୟଣ ନାଏକ
ସୁବର୍ଣ୍ଣପୁର : ମନରେଗା କାମରେ ଲାଗିଥିବା ଜେସିବିକୁ ସିଜ କଲେ ମନ୍ତ୍ରୀ । ଆକ୍ସନ ମୋଡରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟନ ନାଏକ । ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ବେଳେ ବିନିକା ବ୍ଲକ ତୁଲୁଣ୍ଡୁପାଳି ଠାରେ ମନରେଗା କାମରେ ଲାଗିଥିବା ଜେସିବିକୁ!-->…
ନୁଆଁ ବସଷ୍ଟାଣ୍ଡ ନିର୍ମାଣ ଓ ବଜାର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ ପ୍ରକ୍ରିୟା ଆରମ୍ଭ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ହାଟପଦା ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ତତ କାଳୀନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଶିଳାନ୍ୟାସ କରିଥିଲେ | ହେଲେ ଅଦ୍ୟାବଧି ସୁଦ୍ଧା ଏକ ସୁଲଭ ବସଷ୍ଟାଣ୍ଡ ପାଇଁ ଜମି ଅଧିଗ୍ରହଣ ହୋଇ ନ ଥିବାରୁ ପ୍ରାୟ!-->…
ବାଂଲାଦେଶୀ ଅନୁପ୍ରବେଶଙ୍କ ପାଇଁ ଟ୍ବିନ୍ସିଟିରେ ବଢୁଛି ଅପରାଧ: ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର: ବାଂଲାଦେଶୀ ଅନୁପ୍ରବେଶ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ। କହିଲେ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍ସିଟିରେ ଅପରାଧ ବଢୁଛି। ବସ୍ତିରୁ ବାର୍ ସବୁଠି ମାତିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ। ଚୋରା ନିଶା କାରବାର ସହିତ ଅପରାଧ ଘଟାଉଛନ୍ତି।
ଚେକ୍!-->!-->!-->…
ନବରଙ୍ଗପୁର ଠାରେ ନୂତନ ରାସନ୍ କାର୍ଡ ବଣ୍ଟନ
ମୁଖ୍ୟ ଅତିଥି ରୂପେ ଯୋଗଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀନବରଙ୍ଗପୁର : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ!-->…
ଜମ୍ମୁ କଶ୍ମୀରର ପୁଞ୍ଛ ସୀମାନ୍ତରେ କ୍ଷତିଗ୍ରସ୍ତ ପରିବାରକୁ ଭେଟିଲେ ରାହୁଲ ଗାନ୍ଧୀ
ଶ୍ରୀନଗର: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଜମ୍ମୁ କଶ୍ମୀରର ପୁଞ୍ଛ ଗସ୍ତ କରିଛନ୍ତି। ସେ ସୀମାନ୍ତରେ ପାକିସ୍ତାନର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଭେଟିଛନ୍ତି। ଅପେରସନ ସିନ୍ଦୂର ପରେ ପାକିସ୍ତାନର ଗୁଳିବର୍ଷା ଯୋଗୁଁ ପୁଞ୍ଛ ଏବଂ ରାଜୌରୀ ଜିଲ୍ଲାରେ ବ୍ୟାପକ!-->…
ଆସିକା ଓ.ଏସ.ଆର.ଟି.ସି ବସଷ୍ଟାଣ୍ଡକୁ ସୁରକ୍ଷିତ ଭାବେ ଯାତ୍ରୀବାହୀ ବସ ଆସିବତ…..?
ତ୍ରୁଟିପୂର୍ଣ୍ଣ ଓ ନିମ୍ନ ମାନର ଡ୍ରେନେଜ ନିର୍ମାଣ…!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଆସିକା କଳିଙ୍ଗା ରୋଡ଼ ଉଭୟ ପାର୍ଶ୍ଵରେ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ଡ୍ରେନଜ ନିର୍ମାଣ ଚାଲିଛି। ଏହି ଡ୍ରେନେଜ ନିର୍ମାଣ ବେଳେ ସ୍ୱଳ୍ପ ଗେଜର ଛଡ଼ ସାଙ୍ଗକୁ ନିମ୍ନ ମାନର କାର୍ଯ୍ୟ ହେଉଥିବା!-->…
ଖୁବ ଶୀଘ୍ର ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢାଯିବ ବାଲି: ସ୍ଥିତି ଅନୁଧ୍ୟାନ କଲେ ଏଏସଆଇ
କୋଣାର୍କ : ଖୁବ ଶୀଘ୍ର ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ କଢାଯିବ ବାଲି । ଆଜି ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏ ଏସ ଆଇ ମହାନିର୍ଦେଶକ ଯଦୁବୀର ସିଂ ରାୱତ । ତାଙ୍କ ସହ ଥିଲେ ପୁରୀ ସର୍କଲ ଅଧିକାରୀ ସହ ୧୫ ଜଣିଆ ବିଶେଷଜ୍ଞ ଟିମ । ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ!-->…
ମେଟାଲ୍ ବୋଝେଇ ଟିପ୍ଟର ସହ କାର୍ ଧକ୍କା, ମଦ୍ୟପ କାର୍ ଚାଳକ ଗିରଫ
ହିଞ୍ଜିଳିକାଟୁ, ୨୪।୫ : ଶୁକ୍ରବାର ବିଳମ୍ବିତ ରାତିରେ ୫୯ ନ° ଜାତୀୟ ରାଜପଥ ତଥା ସ୍ଥାନୀୟ ପୈାରାଞ୍ଚଳ ଆରଏମସି ଛକ ନିକଟରେ ଏକ ମେଟାଲ୍ ବୋଝେଇ ଟିପ୍ପର ସହ ଏକ କାର ଧକ୍କା ଘଟିଛି। ଦୂର୍ଘଟଣାରେ କାର୍ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ କାର ଗାଡିର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ନଷ୍ଟ!-->…
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଏଏସଆଇ ଓ ହୋମଗାର୍ଡ
ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଏଏସଆଇ ଓ ହୋମଗାର୍ଡ। ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଶନିବାର ଦିନ ଖୋର୍ଦ୍ଧାର ବାଙ୍କୋଇ ପୋଲିସ ଆଉଟପୋଷ୍ଟର ସହକାରୀ ସବ-ଇନ୍ସପେକ୍ଟର (ଏଏସଆଇ) ତୁଷାରକାନ୍ତ ନାୟକ ଏବଂ ହୋମଗାର୍ଡ ପ୍ରଶାନ୍ତ କୁମାର ସୁନ୍ଦରାୟଙ୍କୁ ୧୦,୦୦୦ ଟଙ୍କା ଲାଞ୍ଚ!-->…