ଆସିକା ସମିତି ଅଧିବେଶନରେ ସାଂସଦ ଆସିବା ଖବର ପାଇ ଛୁ ମାରିଲେ ବିଧାୟକ…!

ବାଃ ବାଃ ରେ ଆସିକା ରାଜନୀତି…..!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସାଧାରଣ ନିର୍ବାଚନ ପରେ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଆଜି ଆସିକା ସମିତି ର ଅଧିବେଶନ ଥିଲା। ଏଥିରେ ଅଧିବେଶନ ରେ ସାଂସଦ ଓ ବିଧାୟକ ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଅଧିବେସନ ଆରମ୍ଭ ପୂର୍ବରୁ ଆସିକା ବିଧାୟକ ସରୋଜ

୧୮ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : କାଳିକା ନୃତ୍ୟ ଓ ନବଦୁର୍ଗା ନୃତ୍ୟ ରେ ବିମୋହିତ ଭକ୍ତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶୁକ୍ରବାର ୧୮ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୩ ଦିନରେ ପହଞ୍ଚିଛି l ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା

ସଚ୍ଚୋଟ କଂଗ୍ରେସକର୍ମୀ ସାହସ ନାୟକଙ୍କ ବିୟୋଗରେ ସ୍ମୁତି ଚାରଣ ସଭା

ବାଲିଗୁଡ : ସମଗ୍ର କନ୍ଧମାଳ ଜିଲ୍ଲାରେ ସଚ୍ଚା କଂଗ୍ରେସ କର୍ମୀ ଭାବେ ବେଶ ପରିଚିତ ଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ହାଟପଦା ସାହି ନିବାସୀ ସାହସ ନାୟକ ଚଳିତ ମାସ ୧୩ ତାରିଖରେ ସନ୍ଧ୍ୟାରେ ହଠାତ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ବାଲିଗୁଡା ମେଡିକାଲ ରେ ଭର୍ତ୍ତୀ କରିଥିଲେ l କିଛି ସମୟ

ବାଇକରୁ ପଡି ଜଣେ ମୃତ, ଦୁଇଜଣ ଗୁରୁତର ଆହତ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ଥ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ କାଲୋବାହାର ଛକ ମୁହାଁଣୀରେ ବାଇକ ରୁ ପଡି ଜଣେ ମୃତ, ଓ ଦୁଇ ଜଣ ଗୁରୁତର ଆହତ | ଗୋଟିଏ ବାଇକ ରେ ତିନି ଜଣ ଯୁବକ ନିଜଘର କାଦୋବାହାଲ ଭୋକ୍ତାଟୋଲୀ ରୁ ରାଏବଗା କିଛି କାମରୁ ଯାଉଥିବା ବେଳେ

ବିଶ୍ଵ କଇଁଛ ଦିବସ ଉପଲକ୍ଷେ ବନ କର୍ମଚାରୀ ମାନଙ୍କ ପାଇଁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

ମାଲକାନଗିରି : ୨୩ ମେ ବିଶ୍ଵ କଇଁଛ ଦିବସ ଉପଲକ୍ଷେ ମାଲକାନଗିରି ବନ ବିଭାଗ ଓ ଇକୋ, ଓଡିଶା ର ମିଳିତ ଆନୁକୁଲ୍ୟରେ ବନ କର୍ମଚାରୀ ମାନଙ୍କ ପାଇଁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇ ଅଛି। ବର୍ତ୍ତମାନ ସମୟରେ ମଧୁର ଜଳ କଇଁଛ ମାନଙ୍କର ଚାଲାଣ, ବିକ୍ରି ଇତ୍ୟାଦି ଉପରେ ଅଙ୍କୁଶ

ବାଳକୃଷ୍ଣପୁର ସେବା ସମବାୟ ସମିତି ସମ୍ପାଦକଙ୍କ କଳାକାରନାମା, ଜାଲ୍ ଚାଷୀଙ୍କ ନାଁ ପଞ୍ଜୀକରଣ କରି ବିକୁଥିଲେ ଧାନ

ବୀମା ଓ ଋଣ ଜାଲିଆତି ହୋଇଥିବା ତଦନ୍ତରୁ ଜଣାପଡିଛିହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ପୁଟିଆପଦର ପଞ୍ଚାୟତ ଅନ୍ତର୍ଗତ ବାଳକୃଷ୍ଣପୁର ସେବା ସମବାୟ ସମିତିରେ ଜାଲ ଚାଷୀ ପଞ୍ଜୀକରଣ କରି ବ୍ୟାପକ ଦୁର୍ନିତୀ ଅଭିଯୋଗ ର ତଦନ୍ତ ଶୁକ୍ରବାର ହୋଇଛି । ରାଜ୍ୟ ସମବାୟ ରେଜିଷ୍ଟ୍ରାର

ପୁରୀ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ପୁରୀ : ସୁଦୃଢ ହେବ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସୁରକ୍ଷା ବ୍ୟବସ୍ଥା । ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ବାଲିସାହି ସ୍ଥିତ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ବିକାଶ ସମ୍ପର୍କିତ ଏକ ବୈଠକ

ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ଷ୍ଟାଇପେଣ୍ଡ ସହ ନିଯୁକ୍ତି ଭିତ୍ତିକ ତାଲିମର ସୁଯୋଗ

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଚାକିରି ଆଶାୟୀଙ୍କ ପାଇଁ ଭୁବନେଶ୍ୱରସ୍ଥିତ ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଏସସି/ଏସଟି ଜାତୀୟ କ୍ୟାରିଅର ସେବା କେନ୍ଦ୍ର ଏକ ଅଭିନବ ସୁଯୋଗ ଆଣିଛି। ଏସସି/ଏସଟି ବର୍ଗର ଚାକିରି ଆଶାୟୀ ପ୍ରାର୍ଥୀମାନେ ଏଠାରେ ସ୍ୱତନ୍ତ୍ର

ଗିରଫ ହେଲେ ଆମ ଆଦମୀ ପାର୍ଟିର ବିଧାୟକ ରମନ ଅରୋଡା

ପଞ୍ଜାବ: ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ଆମ ଆଦମୀ ପାର୍ଟି (ଆପ)ର ବିଧାୟକଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି। ଗିରଫ ଆପ ବିଧାୟକଙ୍କ ନାମ ରମନ ଅରୋଡା ବୟସ ୫୪ବର୍ଷ। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ରମନ ଅରୋଡାଙ୍କ ବିରୋଧରେ ଅଭିଯୋଗ ହୋଇଛି କି ସେ କିଛି ଅଧିକାରୀଙ୍କ ସହମତିରେ ସାଧାରଣଲୋକଙ୍କ