ଅନୁଗୁଳରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

ଅନୁଗୁଳ : ଅନୁଗୁଳରେ ଲଜ୍ଜା । ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଛି । ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣଙ୍କୁ ଅଟକ ରଖିଛି ପଚରାଉଚରା କରୁଛି ପୋଲିସ । ଅନୁଗୁଳ ଟାଉନ ଥାନା ଅଞ୍ଚଳରେ ଘର ଭଡ଼ା ନେଇ ଜଣେ ରହୁଥିବା ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା

୨୭ରେ ରାଜ୍ୟ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି

ଯାଜପୁର: ନାରୀ ନିର୍ଯାତନାକୁ ରୋକିବା ପାଇଁ କଂଗ୍ରେସ ପକ୍ଷରୁ ବିଧାନସଭାକୁ ଘେରାଉ କରାଯିବ। ନାରୀ ନିର୍ଯାତନା ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ କରା ନଯିବା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିବ। ଏଭଳି କିଛି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ

ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ହରିଶ ଟଣ୍ଡନ, ରାଷ୍ଟ୍ରପତି ଦେଲେ ନିଯୁକ୍ତି

କଟକ : ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ହରିଶ ଟଣ୍ଡନ। ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ କ୍ରମେ ତାଙ୍କୁ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ ଗତ

କଳା ପୋଷାକ ପିନ୍ଧି, ଘଣ୍ଟ, ମହୁରୀ ବଜେଇ ପ୍ରତିବାଦ କଲା କଂଗ୍ରେସ

ଭୁବନେଶ୍ବର: ଚଲାଇ ଦେଉନାହାନ୍ତି ଗୃହ । ଆଜି ବି ବିରୋଧୀଙ୍କ ହାଇଡ୍ରାମା ଗୃହରେ ଦେଖିବାକୁ ମିଳିଛି । କଳା ଡ୍ରେସ୍ ପିନ୍ଧି ଘଣ୍ଟ ବାଡ଼େଇ ଗୃହ ଭିତରେ ହୋହାଲ୍ଲା କରି କଂଗ୍ରେସ ପ୍ରତିବାଦ କରିଛି । ବାଧ୍ୟ ହୋଇ ବାଚସ୍ପତି ୧୧.୩୦ ଯାଏଁ ଗୃହକୁ ମୁଲତବି କରିଛନ୍ତି । ନାରୀ ସୁରକ୍ଷାକୁ ନେଇ

ବ୍ରହ୍ମପୁର ପୋଲିସ ପକ୍ଷରୁ ଅନେକ ହୁକ୍କାବାର ଉପରେ ଚଢ଼ାଉ : ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ସହ ହୁକ୍କା ଚିଲମ ଜବତ……!

ବ୍ରହ୍ମପୁର: ପୂର୍ବରୁ ବଡ଼ ବଡ଼ ସହରରେ ବଡ଼ ବଡ଼ିଆ ମାନେ ହୁକ୍କା ବ୍ୟବହାର କରୁଥିଲେ। ଆଜି କାଲି ଏହା ଏକ ଫେସନ ହେବା ସହ ସମ୍ଭ୍ରାନ୍ତ ପରିବାର ଲୋକେ ଓ କଲେଜ ପଢୁଆ ଯୁବକଓ ଯୁବତୀ ମାନଙ୍କୁ ହୁକ୍କାବାର ଗୁଡି଼କରେ ଦେଖିବାକୁ ମିଳୁଛି। ତାହାର ନଗ୍ନ ନମୁନା ରେଶମ ସହର ବ୍ରହ୍ମପୁର ସହର ରେ

କୁହୁଳୁଛି ବିଜେପି ରେ ଥିବା ଗୋଷ୍ଠୀ କନ୍ଦଳ :ସାଂସଦ ଙ୍କ ଗୋଟି ଚାଳନା ରେ ମନ୍ତ୍ରୀ ଙ୍କ ମୁଣ୍ଡରେ ଝୁଲୁଛି…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ରାଜନୈତିକ ପାଣି ପାଗରେ ପରିବର୍ତ୍ତନ ହେବାର ଆଭାସ ବର୍ତ୍ତମାନ ରାଜଧାନୀ ରେ ଚର୍ଚ୍ଚା ହେଲାଣି। ସାଧାରଣ ନିର୍ବାଚନ ପରେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ବିଧାୟକ ଓ ସାଂସଦ ମାନଙ୍କ ମନ ମିଶୁ ନଥିବା ଆଲୋଚନା ହେଉଛି। ଗୋଷ୍ଠି କନ୍ଦଳ ବାହାରେ ଚର୍ଚ୍ଚା ନ ହେଲେ ବେ

ବିଧାନସଭାରେ ପଖାଳ ଦିବସ ପାଳିତ, ପଖାଳ ଖାଇଲେ ବାଚସ୍ପତି, ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ନେତା ଓ ମନ୍ତ୍ରୀ

ଭୁବନେଶ୍ବର: ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ । ମହାପ୍ରଭୁ ଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଆଜି ସମଗ୍ର ରାଜ୍ୟ ପାଳୁଛି ପଖାଳ ଦିବସ । ଏହି ଅବସରରେ ବିଧାନସଭାରେ ପଖାଳ ଦିବସ ପାଳିତ ହୋଇଛି । ପଖାଳ ଦିବସ ପାଳିଛନ୍ତି

ଆଇପିଏଲ ୨୦୨୫ ପୂର୍ବରୁ ନିୟମରେ ପରିବର୍ତ୍ତନ କଲା ବିସିସିଆଇ

ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ୨୦୨୫ ପୂର୍ବରୁ ବିସିସିଆଇ କେତେକ ପରିବର୍ତ୍ତନ କରିଛି। ଗୁରୁବାର ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରି-ସିଜନ ବୈଠକରେ ସମସ୍ତ ୧୦ ଅଧିନାୟକ ଏବଂ ଟିମ୍ ମ୍ୟାନେଜରଙ୍କୁ ଭେଟି କ୍ରିକେଟ୍ ବଲରେ ଲାଳ ବ୍ୟବହାରକୁ ପ୍ରତ୍ୟାହାର କରିବା ଏବଂ ସନ୍ଧ୍ୟା

ଯୌତୁକ ଦାବିରେ ସ୍ତ୍ରୀ’ଙ୍କୁ ନିର୍ଯ୍ୟାତନା ସହ ଶାଶୁ, ଶ୍ବଶୁର ଓ ଶାଳକଙ୍କୁ ଆକ୍ରମଣ ଘଟଣା, ସ୍ବାମୀ ଗିରଫ

ହିଞ୍ଜିଳିକାଟୁ : ବାହାଘରର ମାତ୍ର ୧ ମାସ ପରେ ଅଧିକ ୪ ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର ଦାବି କରି ସ୍ତ୍ରୀ'ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଓ ମହିଳାଙ୍କ ପରିବାର ଲୋକେ ଏହାର ପ୍ରତିବାଦ କରିବାରୁ ସ୍ତ୍ରୀ ସମେତ ଶାଶୁ, ଶଶୁର ଓ ଶାଳକଙ୍କୁ ଆକ୍ରମଣ କରିଥିବା ନେଇ ବୁଧବାର ମହିଳା

ଶୌଚାଳୟରେ ମୃତ ଛୁଆକୁ ଜନ୍ମଦେଲେ କଲେଜ ଛାତ୍ରୀ

ନୟାଗଡ: ପେଟ କାଟିବାରୁ ଡାକ୍ତରଖାନା ଯାଇଥିଲେ । କିନ୍ତୁ ଶୌଚାଳୟରେ ଛୁଆ ଜନ୍ମ କଲେ ଯୁକ୍ତ ୩ ଛାତ୍ରୀ । ଛାତ୍ରୀ ଜଣଙ୍କ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ଵିତୀୟ ବର୍ଷରେ ପାଠ ପଢୁଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ତେବେ ଜନ୍ମ