Sign in
Sign in
Recover your password.
A password will be e-mailed to you.
ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲା ସମ୍ପର୍କୀୟ କାକା
ଜଳେଶ୍ଵର: ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲା ସମ୍ପର୍କୀୟ କାକା । ନିଜର ଯୌନ ପିପାଶା ମେଣ୍ଟାଇବା ପାଇଁ ଭୁଲିଗଲା ସମ୍ପର୍କ । ହରାଇ ବସିଲା ମଣିଷତ୍ୱ । କି ଘୋର କଳି ଯୁଗ ହେଲା । ଏଠି ଯେମିତି ମାନବିକତା ହରାଇ ବସିଲାଣି ମଣିଷ । ଦିନକୁ ଦିନ କୁତ୍ସିତ ହେଇଗଲାଣି ଏ ସମାଜ ।!-->…
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କାଲି ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ
ଭୁବନେଶ୍ୱର: ଆଉ ନାହାନ୍ତି ଶ୍ରୀରାଧା’ର ସ୍ରଷ୍ଟା ତଥା ପ୍ରଖ୍ୟାତ ସାହିତ୍ୟିକ ରମାକାନ୍ତ ରଥ। ୯୧ ବର୍ଷ ବୟସରେ ତାଙ୍କର ଭୁବନେଶ୍ୱର ଖାରବେଳନଗର ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଏନେଇ!-->…
ଜଳନ୍ଧରରେ ଗ୍ରେନେଡ୍ ଆକ୍ରମଣ, ନିଜକୁ ଦାୟୀ କଲା ପାକିସ୍ତାନୀ ଗ୍ୟାଙ୍ଗଷ୍ଟର
ଜଳନ୍ଧର: ପଞ୍ଜାବର ଜଳନ୍ଧରରେ ଏକ ଘର ଉପରେ ଗ୍ରେନେଡ୍ ଆକ୍ରମଣ ହୋଇଛି । ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶାହଜାଦ ଭଟ୍ଟି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।
ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଆକ୍ରମଣର ଦାୟିତ୍ୱ ନେଇଛନ୍ତି । ଶହଜାଦ ଭଟ୍ଟି କହିଛନ୍ତି,!-->!-->!-->…
ରେକର୍ଡ କଲା ସୁନା ଦର, ୧୦ ଗ୍ରାମ ପିଛା ୯୧ ହଜାର
ଭୁବନେଶ୍ଵର: ଏବେ ଆଉ ସୁନା କିଣିବାକୁ କୌଣସି ନିର୍ଦ୍ଧିଷ୍ଟ ଦିନ କିମ୍ବା ଋତୁ ଅପେକ୍ଷା କରିବା କାଠିକର ପାଠ ହୋଇଯାଉଛି । ପୂର୍ବରୁ ବିବାହ ଋତୁ, ଧନତେରାସ୍ ପରି ପର୍ବପର୍ବାଣୀ ଆସିଲେ ସୁନା ଦୋକାନରେ ଲାଗେ ଭିଡ । ଏବେ କିନ୍ତୁ ସୁନା ଦର ଦେଖି ଗ୍ରାହକ ସୁନା କିଣୁଛନ୍ତି । ଯେତେବେଳେ!-->…
ମୋତେ ମାଡ଼ ମାରିଥିବା ଅଧିକାରୀଙ୍କୁ ମୁଁ ସ୍ପଷ୍ଟ ଭାବେ ଚିହ୍ନଟ କରି ପାରିବି: ରାନ୍ୟା
ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ ଗିରଫ ହେବା ପରଠାରୁ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ନେଇ ନୂଆନୂଆ ତଥ୍ୟା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ)ର ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ରାନ୍ୟା କିଛି ଗମ୍ଭୀର ଅଭିଯୋଗ!-->…
ରାଜ୍ୟରେ କାହାର ହଠାତ୍ କଟାଯିବନି ରାସନ କାର୍ଡ: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଭୁବନେଶ୍ୱର : ରାଜ୍ୟରେ କାହାର ହଠାତ୍ କଟାଯିବନି ରାସନ କାର୍ଡ । ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ୩୦ ଲକ୍ଷ ୭୩୪ ଲୋକ e-KYCକରିନାହାନ୍ତି । ୩୧ ମାର୍ଚ୍ଚ ପରେ ଜଣାପଡ଼ିବ କେତେ ଲୋକ e-KYC କରିନାହାନ୍ତି । ମାର୍ଚ୍ଚ ପରେ!-->…
ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ
ଭୁବନେଶ୍ବର: ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ୯୦ ବର୍ଷ ବୟସରେ ରମାକାନ୍ତ ରଥ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ଭୋରୁ ଭୁବନେଶ୍ବର ଖାରବେଳନଗର ବାସଭବନରେ ତାଙ୍କର ପରଲୋକ ଘଟିଛି ।୨୦୦୬ରେ ରମାକାନ୍ତ ରଥଙ୍କୁ ଭାରତ ସରକାର ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ସନ୍ଦିଗ୍ଧ!-->…
ଧରାକୋଟ ଅଞ୍ଚଳ ରେ ଗୋଦି ମିଡ଼ିଆ ର ଆତଙ୍କ ରାଜ, ଠିକାଦାର ବ୍ୟବସାୟୀ ଅତିଷ୍ଠ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ଗୋଦି ମିଡ଼ିଆ ମାଳ ମାଳ ଜିଲ୍ଲା ପ୍ରଶାସନ ର ଅପାରଗତା ହିଁ ମୁଖ୍ୟ କାରଣ ବୋଲି ସାଧାରଣ ରେ ଅଭିଯୋଗ ହେଉଛି l ସୂଚନା ଥାଉକି ଧରାକୋଟ ବ୍ଲକ ଅଞ୍ଚଳ ରେ ମାର୍ଚ୍ଚ ମାସ ର ଆଳ ଦେଖାଇ ଇଲୋକ୍ଟ୍ରୋନିକ୍ସ ମିଡ଼ିଆ ତିନି ଜଣ ବ୍ୟକ୍ତି ଗୁଆ ଦେବା ଆରମ୍ଭ!-->…
ବେଆଇନ ବାଲି ଚାଲାଣ କରୁଥିବା ମାଫିଆଙ୍କ ଉପରେ ପୋଲିସର ଚଢାଉ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଅନ୍ତର୍ଗତ ଦଲକି, ସଳଙ୍ଗାବାହାଲ ଓ ଝୁନମୁର ଅଞ୍ଚଳରେ ଥିବା ଶଙ୍ଖ ଓ ଲୁଡ଼କି ନଦୀରୁ ପ୍ରତିଦିନ ଲକ୍ଷାଧିକ ଟଙ୍କାର ଚୋରା ବାଲି ଚାଲାଣ ହେଉଥିଲା ! ବାରମ୍ବାର ତହସିଲ, ବନଖଣ୍ଡ,ମାଇନିଙ୍ଗ ଓ ପୋଲିସଙ୍କୁ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ମଧ୍ୟ!-->…
ନିଜ ଅଞ୍ଚଳବାସୀଙ୍କ ସହିତ ହୋଲି ଉତ୍ସବ ମନାଇଲେ ଗଣଶିକ୍ଷା ମନ୍ତ୍ରୀ
ଉମରକୋଟ / ରାଇଘର : ଆଜି ରଙ୍ଗ ଆଉ ପ୍ରେମରେ ପର୍ବ ହୋଲି। ଫାଲ୍ଗୁନ ପୂର୍ଣ୍ଣିମା, ବସନ୍ତର ପୂର୍ଣ୍ଣତା ତଥା ସୌନ୍ଦର୍ଯ୍ୟବୋଧ ପୂର୍ଣ୍ଣତାରେ ପାଳନ ହୁଏ ରଙ୍ଗର ପର୍ବ ହୋଲି। ରଙ୍ଗ ହିଁ ତୋ ସୌନ୍ଦର୍ଯ୍ୟର ପ୍ରତିକ। ସେ ରଙ୍ଗ ଋତୁଫୁଲରେ, ପ୍ରାକୃତିକ ରଙ୍ଗ, ପ୍ରୀତି ପୂର୍ବକ ରଙ୍ଗେଈ ହେବାର ପର୍ବ।!-->…