ମହାପ୍ରଭୁଙ୍କ ଦର୍ଶନ କଲେ ଟିମ୍‌ ଇଣ୍ଡିଆ

କଟକ: ଇନସିଟିରେ କ୍ରିକେଟ ଫିଭର। ଆସନ୍ତାକାଲି (ରବିବାର) କଟକ ବାରବାଟୀରେ ସୁପରସଣ୍ଡେରେ ସୁପର ମୁକାବିଲା। ଭୁବନେଶ୍ବରରେ ଭାରତ ଓ ଇଂଲଣ୍ଡ ଟିମ। ଟୁଉଭୟ ଦଳର ଖେଳାଳି ସ୍ବତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ମେ…

ନୟାଗଡ :ଶ୍ରୀଅନ୍ନ ଯୋଜନାରେ ମହାଘୋଟଲା..!

ନୟାଗଡ: ନୟାଗଡ଼ ଜିଲ୍ଲାରେ ଶ୍ରୀଅନ୍ନ ଯୋଜନାରେ ସାଙ୍ଘାତିକ ଘୋଟଲା ର ଅଭିଯୋଗ ଆସିଛି । ଚାଷୀ ଚାଷ ନକରି ସହାୟତା ପାଇବା, ଚାଷ ନକରି ଜମି ପଞ୍ଜିକରଣ କରି ସହାୟତା ପାଇବା ପରେ ଏବେ କର୍ମଚାରୀ ନିଯୁକ୍ତି ଓ ସେମାନଙ୍କର ଦରମା ପ୍ରଦାନରେ ଏନଜିଓ ର ଜାଲିଆତି ସାମ୍ନାକୁ ଆସିଛି ।ଓଡ଼ଗାଁ ବ୍ଲକରେ…

ପାନୀୟଜଳ ଯୋଗାଣ ନାଁ’ରେ ହରିଲୁଟ୍ :ନିମ୍ନମାନର ନିର୍ମାଣ କାର୍ଯ୍ୟ ନେଇ ବଢୁଛି ଅସନ୍ତୋଷ, ଠିକାଦାର ପୋଷଣ ନୀତିରେ…

ହିଞ୍ଜିଳିକାଟୁ, ୮।୨: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ହୋଇଛି। ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର ପ୍ରତ୍ୟେକ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ନିର୍ମାଣ କରାଯାଇଛି ବସୁଧା ଯୋଜନା ମାଧ୍ୟମରେ ଓଭରହେଡ ଟ୍ୟାଙ୍କ୍‌…

ମାଲକାନଗିରି ଆରଏମସି ରେ ଦୁର୍ନୀତି ର ଗନ୍ଧ :ଧର୍ମକୁ ଆଖିଠାର ନୀତିରେ ଉନ୍ନତି ନାମରେ ଦୁର୍ନୀତି…!!

ଭୁବନେଶ୍ବର ୮ !୨ ମାଲକାନଗିରି ଆରଏମସି ରେ ଉନ୍ନତି ନାମରେ ବ୍ୟାପକ ଦୁର୍ନୀତି ହେଉଛି lହିସାବ ରକ୍ଷକ ରୁ ସମ୍ପାଦକ ରୁପେ ପରିଚାଳନା କରିଥିବା ଦେବୀ ପ୍ରସାଦ ତ୍ରିପାଠୀ ଙ୍କ ୯ ମାସ ମଧ୍ୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ସହ ଅନେକ ଗୁଡ଼ିଏ କାମ କରିଛନ୍ତି। ସେଥିରେ ଦୁର୍ନୀତି…

ଧୀର ମନ୍ଥର ଗତିରେ ଚାଲୁଛି ରାସ୍ତା କାମ : “କେବେ ସରିବ ରାସ୍ତା କାମ ପ୍ରଶାସନ ପାଖରେ ଉତ୍ତର ନାହିଁ…

ଉମରକୋଟ / ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅଧିନସ୍ତ ୪୦ ନଂ ରାଜ୍ୟ ମୁଖ୍ୟ ରାଜ୍ୟ ରାଜ ପଥରୁ ଜରିଙ୍ଗାଠାରୁ ଛତିଶଗଡ ସଂଯୋଗ କରୁଥିବା ଓଡ଼ିଶାର ସୀମାନ୍ତ ଓଡଣ୍ଡି ଗ୍ରାମ ପ୍ରର୍ଯ୍ୟନ୍ତ ଦୀର୍ଘ ଆନୁମାନିକ ୧୫ କିଲୋମିଟର ରାସ୍ତାର କାମ ଧୀର ମନ୍ଥର ଗତିରେ ଚାଲୁଚି। ରାସ୍ତାରେ ଯିବା…

ମାଲକାନଗିରି ଜିଲ୍ଲା ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ସହ ମୋଟ ୫ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ

ମାଲକାନଗିରି : ଭିଜିଲାନ୍ସ ଚଢାଉ ବେଳେ ୨ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ସହ ବହୁ ସମ୍ପତି ଜବତ ପରେ ମାଲକାନଗିରି ଜିଲ୍ଲା ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ସହ ମୋଟ ୫ ଜଣ ଗିରଫ ହୋଇଛନ୍ତି। ୨ ଦିନର ଲଗାତାର ତଦନ୍ତ ବେଳେ ଭିଜିଲାନ୍ସ ବିଭାଗ ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ…

ସାନ୍ଦୀପନି ବିଦ୍ୟାନିକେତନର ପ୍ରବେଶ ଉତ୍ସବ ୨୦୨୫-୨୬

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମସ୍ଥିତ ସାନ୍ଦୀପନି ବିଦ୍ୟାନିକେତନର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରବେଶ ଉତ୍ସବରେ ୨୯ ରୁ ଉର୍ଦ୍ଧ୍ୱ ନୂତନଭାବେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ଶିଶୁମାନଙ୍କୁ ନେଇ ନୂଆପଡା ଗ୍ରାମର ଶେଷ ମୁଣ୍ଡରେ…

ସ୍ୱାଭିମାନ ଅଞ୍ଚଳ ପଣସପୁଟ ଏସ ଏସ ଡି ହାଇସ୍କୁଲ ର ବାର୍ଷିକ ଉତ୍ସବ ବହୁ ଆଡମ୍ବର ସହ ପାଳିତ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ପଣସପୁଟ ଏସ ଏସ ଡି ହାଇସ୍କୁଲ ର ବାର୍ଷିକ ଉତ୍ସବ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ରଥଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି…