Sign in
Sign in
Recover your password.
A password will be e-mailed to you.
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ତଥା ବେଲଗାଁ ଥାନା ଦୁର୍ବନ୍ଧ ଗ୍ରାମ ବୈଷ୍ଣବ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହକୁ ବେଲଗାଁ ପୁଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ବେଲଗାଁ ଥାନା ଦୁର୍ବନ୍ଧ ଗ୍ରାମର ସିମାଞ୍ଚଳ ସାହୁ (୩୭) । ଏ ନେଇ ମୃତକଙ୍କ ସ୍ତ୍ରୀ ଗୀତା ସାହୁ ବେଲଗାଁ ଥାନାରେ!-->…
ଫୁଲବାଣୀ ବିଧାୟକଙ୍କ ବ୍ଲକ ପ୍ରତିନିଧି ହେଲେ ଅନନ୍ତ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ରାଇକିଶୋର ପ୍ରଧାନ
ଫୁଲବାଣୀ : ୨୦୨୪ ସାଧାରଣ ନିର୍ବାଚନ ପରେ ଭାରତୀୟ ଜନତାପାର୍ଟି ଓଡିଶାରେ କ୍ଷମତା ହାସଲ କରିଛି l ଏହି ସାଧାରଣ ନିର୍ବାଚନରେ ବିଜେପିର ଫୁଲବାଣୀ ବିଧାୟକ ଭାବେ ଶ୍ରୀଯୁକ୍ତ ଉମାଚରଣ ମଲିକ ମଧ୍ୟ ବିଜୟ ହୋଇଥିବା ବେଳେ ବର୍ତ୍ତମାନ ଫୁଲବାଣୀ ବିଧାନସଭା କ୍ଷେତ୍ରରେ ରହିଥିବା ସମସ୍ତ ବ୍ଲକରେ!-->…
ମୋ ବାପାଙ୍କ ଜୀବନରେ ଏହି ଗୋଟିଏ ଭୁଲ କରିଦେଇଥିଲେ: ମିସା ଭାରତୀ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳର ସାଂସଦ ମିସା ଭାରତୀ ଆଜି ସମ୍ରାଟ ଚୌଧୁରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସମ୍ରାଟ ଚୌଧୁରୀଙ୍କୁ ଟାର୍ଗେଟ କରି ମିସା ନିଜ ପିତାଙ୍କ ଭୁଲ ବାବଦରେ କହିଥିଲେ । ସେ କହିଛନ୍ତି ଯେ ମୋ ପିତା ଲାଲୁ ଯାଦବ ତାଙ୍କ ଜୀବନରେ କେବଳ ଗୋଟିଏ ଭୁଲ କରିଛନ୍ତି, ସେହି ଭୁଲ!-->…
ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ଵରରେ ଭୁକମ୍ପ ଝଟକା
ଭୁବନେଶ୍ଵର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ଵରରେ ଭୁକମ୍ପ ଝଟକା । ସକାଳ ୭ଟା ୧୫ ମିନିଟରେ ଭୁବନେଶ୍ଵରରେ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି । ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ଝଟ୍କା । ବିଶେଷ କରି ପୁରୁଣା ଭୁବନେଶ୍ବରରେ ଭୁକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଏନେଇ!-->…
ଧରାପଡିଲା ତୀରବିଦ୍ଧ ଦନ୍ତାହାତୀ, ଦୀର୍ଘ ସମୟ ପରେ ଟ୍ରାଙ୍କୁଲାଇଜି କଲା ବନବିଭାଗ
ନରସିଂହପୁର : ଧରାପଡିଲା ତୀରବିଦ୍ଧ ଦନ୍ତାହାତୀ । ଦୀର୍ଘ ସମୟ ପରେ ଟ୍ରାଙ୍କୁଲାଇଜି କରି ତୀର କାଢ଼ିଲେ ବନବିଭାଗର ସ୍ବତନ୍ତ୍ର ଟିମ୍ । ହାତୀକୁ କାବୁ କରିବା ପାଇଁ ଢେଙ୍କାନାଳ ଏବଂ ନନ୍ଦକାନନରୁ ଆସିଥିଲା ସ୍ବତନ୍ତ୍ର ଟିମ୍ । ହାତୀର ୪ଟି ଜାଗାରେ ତୀର ମାର ହୋଇଥିବା ସୂଚନା ମିଳିଛି ।!-->…
ମୋ ନାମ ଦାଉଦ ଇବ୍ରାହିମ ସହ ଯୋଡ଼ିଲେ ମାନହାନି ମକଦ୍ଦମା ଦାୟର କରିବି: ନବାବ
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଛି | ଏହାରି ମଧ୍ୟରେ ଏନସିପି ଅଜିତ ପାୱାର ଦଳର ନେତା ନବାବ ମଲିକ ତାଙ୍କ ନାମ ଅଣ୍ଡରୱାର୍ଲ୍ଡ ଦାଉଦ ଇବ୍ରାହିମଙ୍କ ସହ ଯୋଡାଯାଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଚେତାବନୀ!-->…
ଧାମରାରେ ଗୁଳିକାଣ୍ଡ, ଦୁର୍ବୃତ୍ତ ଫେରାର
ଭଦ୍ରକ: ଧାମରାରେ ଗୁଳିକାଣ୍ଡ । ରାସ୍ତାକଡରେ ଠିଆ ହୋଇଥିବା ଜଣେ ଯୁବକଙ୍କ ଉପରକୁ ଗୁଳିମାଡ କଲେ ଦୁର୍ବୃତ୍ତ । ଧାମରା ଥାନା ଅଧିନ କୋଇଥଖୋଲା କିଶୋର ପ୍ରସାଦ ଛକରେ ଘଟିଛି ଏହି ଘଟଣା । ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି କିଶୋର ପ୍ରସାଦ ଗାଁର ରାଜେନ୍ଦ୍ର ମହାପାତ୍ର । ରାଜେନ୍ଦ୍ରଙ୍କ ମୁଣ୍ଡରେ!-->…
ଆମ୍ବଟାକୁଆ ଜାଉ ଘଟଣା: ଦୁଇ ଗୁରୁତର ଏସସିବି ସ୍ଥାନାନ୍ତର
କଟକ : ଆମ୍ବ ଟାକୁଆ କୋଇଲିରେ ପ୍ରସ୍ତୁତ ଜାଉ ଖାଇ ଗୁରୁତର ହୋଇଥିବା ଦୁଇ ଜଣ ମହିଳାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ହେଲେ ଟୁନି ମାଝୀ ଓ ଜିତା ମାଝୀ । ଏସସିବି ମେଡିସିନ ଆଇସିୟୁରେ ଉଭୟଙ୍କର ଚିକିତ୍ସା ଚାଲିଛି । ମେଡିସିନ, ହେପାଟୋଲୋଜି,!-->…
ଶ୍ରୀ ମାଁ ଅନ୍ନପୂର୍ଣ୍ଣେଶ୍ଵରୀ ମନ୍ଦିର କମିଟି ପକ୍ଷରୁ ସ୍ବର୍ଣ୍ଣ ଖଡୁ ପ୍ରଦାନ
ହିଞ୍ଜିଳିକାଟୁ : ଶ୍ରୀ ମାଁଅନ୍ନପୁର୍ଣ୍ଣେଶ୍ଵରୀ ମନ୍ଦିର କମିଟି କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସମ୍ବର୍ଦ୍ଧନା ସଭାରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମୋହନକଲୋନି ବାସିନ୍ଦା ଜଣାଶୁଣା ବିଦ୍ବାନ ପଣ୍ଡିତ ଶରତ!-->…
ଦୁର୍ଘଟଣାରେ ଯୁବକର ମୃତ୍ୟୁ
ଉମରକୋଟ : ଜଣେ (୨୪) ବର୍ଷୀୟା ଯୁବକଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ଘଟିଛି । ସୂଚନା ଥାଉକି ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ପଞ୍ଚାୟତ ଖାଲେପାରା ଗ୍ରାମର ମୁଖ୍ୟ ରାସ୍ତାକୁ ଲାଗି ରହିଥିବା ଝୁଗଡୁ ଗଣ୍ଡର ଘର ପାଖରେ ଥିବା ଗୋଶାଳା ନିକଟରେ ଦୁର୍ଘଟଣା ଘଟିଛି । ମୃତ୍ୟୁ ବରଣ କରୁଥିବା ଯୁବକ!-->…