Sign in
Sign in
Recover your password.
A password will be e-mailed to you.
ଯୈାତୁକ ନିର୍ଯାତନା ଅଭିଯୋଗ
ହିଞ୍ଜିଳିକାଟୁ : ଅଧିକ ଯୈାତୁକ ଦାବି କରି ବୋହୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୦୨୩ ମସିହା ଫେବୃୟାରୀ ୨୮ ତାରିଖରେ ହିଞ୍ଜିଳି ଥାନା ତହଁର ଗ୍ରାମର ମଙ୍ଗୁଳୁ ମହାନ୍ତିଙ୍କ ପୁଅ ଗୋପାଳ ମହାନ୍ତିଙ୍କ!-->…
ଜିଲ୍ଲା ଶ୍ରମିକ ସଂଗଠନ ସମନ୍ବୟ କମିଟିର ବାର୍ଷିକ ଉତ୍ସବ ଓ କର୍ମକର୍ତ୍ତା ଚୟନ
ଫୁଲବାଣୀ :ଜିଲ୍ଲା ଶ୍ରମିକ ସଂଗଠନ ସମନ୍ବୟ କମିଟିର ସମସ୍ତଙ୍କ ଶ୍ରମିକ ନେତା ଭାଈ ଓ ଭଉଣୀଙ୍କ ସ୍ଥାନୀୟ ଫୁଲବାଣୀ କୋର୍ଟ ଛକ ସ୍ଥିତ ବନାନୀ କଳା ସଙ୍ଗମ ସଭା ଗୃହରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ଏହି ବାର୍ଷିକ ଉତ୍ସବରେ ପୁରାତନ କମିଟି ଭଙ୍ଗ କରି ନୂତନ କମିଟି ଗଠନ ପାଇଁ ସ୍ଥିର!-->…
୨୮ତମ ବିଜେଡି ପ୍ରତିଷ୍ଠା ଦିଵସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ହିଞ୍ଜିଳିକାଟୁ ୨୪/୧୨ : ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପାଳନ କରିବ ତା’ର ୨୮ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହିଞ୍ଜିଳି ବିଧାୟକ ଙ୍କ ଡିଆରଡିଏ!-->…
ହିଞ୍ଜିଳିକାଟୁ ପୌରପରିଷଦ ୨୧ ତମ ସାଧାରଣ ବୈଠକ ଅନୁଷ୍ଠିତ
ହିଞ୍ଜିଳିକାଟୁ ୨୪/୧୨ : ହିଞ୍ଜିଳିକାଟୁ ପୌରପାଳିକା ବୈଠକ ଗୃହରେ ହିଞ୍ଜିଳିକାଟୁ ପୌରପରିଷଦର କାଉନସିଲର ମାନଙ୍କୁ ନେଇ ୨୧ ତମ ପୌରପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପୌରପାଳିକା ଅଧ୍ୟକ୍ଷ ସୁଵାସ ଚନ୍ଦ୍ର ପଲେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୌର ପରିଷଦର ନିର୍ବାହୀ ଅଧିକାରୀ!-->…
ବହୁବିଧ ଦାବି ନେଇ ବିରାଟ କଳାକାର ଶୋଭାଯାତ୍ରା
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ତରଫରୁ କତିପୟ କଳା ଓ କଳାକାର ହିତୈଷୀ ଦାବି ନେଇ ଏକ ବର୍ଣାଢ୍ୟ କଳାକାର ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ସହ ସାକ୍ଷାତ କରି!-->…
ବଡଦିନର ବିଶେଷତ୍ବ
ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ବଡ଼ଦିନକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୁମ୍ଧାମ୍ର ସହିତ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖ ଦିନ ପାଳନ କରିଥାନ୍ତି । ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜାର କ୍ୟାଲେଣ୍ଡର୍ ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ!-->…
ବର୍ଷ ଆରମ୍ଭରୁ ନୂଆ ମଙ୍ଗୁଆଳଙ୍କୁ ଧରି ମଇଦାନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ
ଭୁବନେଶ୍ବର : ବିନା ମୁଖିଆରେ ୫ ମାସ ବିତିଲାଣି, ଏବେ ନୂଆ ବର୍ଷକୁ ଅପେକ୍ଷା। ବର୍ଷ ୨୦୨୫ ଆରମ୍ଭରେ ରାଜ୍ୟ କଂଗ୍ରେସକୁ ନୂଆ ମଙ୍ଗୁଆଳ ମିଳିଯିବ ବୋଲି ଆଜି ବରିଷ୍ଠ ନେତା ମହମ୍ମଦ ମୋକିମ୍ ଦମ୍ଭୋକ୍ତି ବାଢ଼ିଥିବାବେଳେ ସାଂସଦ ସପ୍ତଗିରି ଉଲାକା ବି ଖୁବଶୀଘ୍ର ଜଣେ ଦକ୍ଷ ଲୋକଙ୍କୁ ଏ ପଦରେ!-->…
ଗତକାଲିଠୁ ନିଖୋଜ ଥିଲେ ନାବାଳକ; ବସ୍ତାରୁ ମିଳିଲା ମୃତଦେହ
କେନ୍ଦୁଝର : ନାବାଳକଙ୍କୁ ହତ୍ୟା କଲେ। ପରେ ବସ୍ତାରେ ପୂରାଇ ପଡ଼ୋଶୀର ଘର ସମ୍ମୁଖରେ ଫିଙ୍ଗିଦେଲେ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଗୋପୀନାଥପୁର ଗାଁରେ। ମୃତ ନାବାଳକ ଜଣଙ୍କ ହେଲେ ପବନା ମୁଣ୍ଡା(୯)।ଗତକାଲି ସନ୍ଧ୍ୟାରୁ ପବନା ନିଖୋଜ ଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ!-->…
ରୋଜଭ୍ୟାଲି ମୁଖ୍ୟ ଗୌତମଙ୍କ ଜାମିନ ଆବେଦନ ଖାରଜ
କଟକ ୨୪/୧୨: ରୋଜ ଭ୍ୟାଲି ଚିଟ୍ଫଣ୍ଡ ମାମଲା । ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ଜାମିନ ଆବେଦନ ଖାରଜ । ଦ୍ବିତୀୟ ଥର ପାଇଁ ହାଇକୋର୍ଟରେ ଗୌତମଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି ।
ଚିଟ୍ଫଣ୍ଡ ଦୁର୍ନୀତି ଅଭିଯୋଗରେ ୨୦୧୫ରେ ସିବିଆଇ ଗୌତମଙ୍କୁ କୋଲ୍କାତାରୁ ଗିରଫ କରିଥିଲା!-->!-->!-->…
ପୁରୀରେ ମୁକୁଳା ଡ୍ରେନ୍ ନେଲା ମୁଣ୍ଡ, ସ୍ଲାବ୍ ପଡିନଥିବାରୁ ଘଟିଲା ଅଘଟଣ
ପୁରୀ : ପୁରୀରେ ମୁକୁଳା ଡ୍ରେନ୍ରେ ଖସି ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । କୁମ୍ଭାରପଡା ଥାନା ଗଜପତି ନଗରରେ ଏହି ଅଘଟଣ ଘଟିଛି । ମୁକୁଳା ଡ୍ରେନ୍ରେ ଖସି ପଡି ଯୁବକଙ୍କ ଜୀବନ ଚାଲି ଯାଇଛି। ମୃତକ ହେଉଛନ୍ତି ଗଜପତି ନଗରର ବାବି ଚୌଧୁରୀ।
ପୌର ସଂସ୍ଥାର ଅବହେଳା ପାଇଁ ଏହି ଅଘଟଣ!-->!-->!-->…