Sign in
Sign in
Recover your password.
A password will be e-mailed to you.
ଛତ୍ରପୁର ପୋଲିସ ପଡିଆ ଠାରେ ୬୫ ତମ ପୋଲସ ଶହୀଦ୍ ସ୍ମୃତି ଦିବସ ପାଳିତ…
ଛତ୍ରପୁର : ଜିଲ୍ଲା ସଦର ମହକୁମା ଛତ୍ରପୁର ପୋଲିସ ପୋଲିସ ପଡିଆ ଠାରେ ଗଞ୍ଜାମ ପୋଲିସ ଜିଲ୍ଲା ତରଫରୁ ୬୫ତମ ପୁଲିସ ଶହୀଦ୍ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଯୋଗ ଦେଇ ସହୀଦ୍ ସ୍ମୃତି ସ୍ମାରକାରୀରେ!-->!-->!-->…
ଗଞ୍ଜାମ ଜିଲ୍ଲା ବାଲି ମାଫିଆ ମାନଙ୍କ ଅମରାବତୀ : ଖଣି-ପୋଲିସ-ରାଜସ୍ୱ ବିଭାଗ ର ଅପାରଗତା ଯୋଗୁଁ ମୁଣ୍ଡ ଗଡ଼ିବ..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଣି,ପୋଲିସ,ରାଜସ୍ୱ ବିଭାଗ ର ଛୁଟ ଏବେ ବାଲି ମାଫିଆ ମାନଙ୍କ ପାଇଁ ପୁଷ ମାସ ପାଲଟିଛି।ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧ ଓ ରାସ୍ତା ନିର୍ମାଣ କରୁଛନ୍ତି। ବେଧଡ଼କ ଖୁଲାମ ଖୁଲା ଏବେ ଆସିକା ସୁନାମ୍ବ ସାହି ଦେଇ ସହ ସହ ହାଇୱା, ଟିପର ଓ!-->!-->!-->…
କନ୍ଧମାଳ ଜିଲ୍ଲାରୁ ଟାଇକୋଣ୍ଡ ପ୍ରତିଯୋଗିତାରେ ରାଜ ନନ୍ଦିନୀଙ୍କୁ ଗୋଲ୍ଡ : ଜାତୀୟ ସ୍ତରକୁ ଉତ୍ତୀର୍ଣ୍ଣ
ଫୁଲବାଣୀ : ଜିଲ୍ଳା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ଯ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ୨୦୨୪-୨୫ ପୁରୀ ଜିଲ୍ଲା ସ୍କୁଲ ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା l ପ୍ରଥମ ଥର ପାଇଁ କୁସ୍ତି ଓ ଟାଇକୋଣ୍ଡ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର ପ୍ରତିଯୋଗୀମାନେ ଭାଗ!-->…
ନଦୀ କୂଳରୁ ବୃଦ୍ଧାଙ୍କ ମରଶରୀର ଉଦ୍ଧାର
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ନାୟକଗୁଡା ପଞ୍ଚାୟତ ତମଗୁଡା ଗ୍ରାମର ନଦୀ କୂଳରୁ ବୃଦ୍ଧାଙ୍କ ମର ଶରୀର ଉଦ୍ଧାର କଲେ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା ଓ ନାୟକଗୁଡା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ ବାକାଙ୍କ ସ୍ୱାମୀ ଲଛିମ ବାକା।
ସୂଚନା ଅନୁଯାୟୀ ନାୟକଗୁଡା!-->!-->!-->…
ଗଞ୍ଜେଇ ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ, ୧ଗିରଫ ୭ଫେରାର
ମାଲକାନଗିରି : ମାଲକାନଗିରି ଥାନାସ୍ଥ ପଦ୍ମଗିରି ପଞ୍ଚାୟତ ଛତିଶଗଡ଼ ସୀମାନ୍ତ କୁ ଲାଗିଥିବା ତଣ୍ଡାପାଲି ଗ୍ରାମ ଜଙ୍ଗଲ ରେ କିଛି ଗଞ୍ଜେଇ ଚୋରା ବେପାରୀ ଛତିଶଗଡ଼ କୁ ଚୋରା ଚାଲାଣ ନିମନ୍ତେ ଗଞ୍ଜେଇ ପ୍ୟାକିଙ୍ଗ କରୁଥିବାର ପୁଲିସ ଖବର ଚଢ଼ାଉ କରି ୭୫କେଜି ଗଞ୍ଜେଇ,ପ୍ରେସ ମେସିନ ଓ ଜ୍ୟାକ!-->…
ଟୁଡୁବିଜୁ ଗ୍ରାମବାସୀଙ୍କୁ ମିଳୁନି ବସୁଧା ଯୋଜନାରେ ପାଣି, ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀଙ୍କ ଚେତାବନୀ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କୁମ୍ଭାରୀ ଗାଁ ପଞ୍ଚାୟତର ଟୁଡୁବିଜୁ ଗ୍ରାମରେ ପାନୀୟ ଜଳ ଅଭାବ ଦେଖାଯାଇଛି। ଟୁଡୁବିଜୁ ରାଜସ୍ୱ ଗ୍ରାମ ସହିତ ପଡ଼ା ଗ୍ରାମ ଗଚାଗୁଡି ଓ ସାନ୍ଦିମା ଗ୍ରାମରେ ୨୪୬ ପରିବାରର ପ୍ରାୟ ୧୨ ଶହରୁ ଅଧିକ ଜନ ସଂଖ୍ୟା।!-->…
ଶିକ୍ଷକଙ୍କ ଦ୍ୱାରା ବିଭିନ୍ନ ଶିକ୍ଷଣୀୟ ପୁସ୍ତକ ବଣ୍ଟନ
କନ୍ଧମାଳ, : ପ୍ରାଥମିକ ସ୍ତରରେ ଓଡ଼ିଆ ଭାଷାର ମୌଳିକ ବିକାଶ ବୃଦ୍ଧି ନିମନ୍ତେ କଟକ ଜିଲା ବାଙ୍କି ବ୍ଲକର ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ସାହୁ ବିଭିନ୍ନ ଶିକ୍ଷଣୀୟ ପୁସ୍ତକ ବଣ୍ଟନ ଅଭିଯାନ ସମଗ୍ର ଓଡ଼ିଶାରେ ଆରମ୍ଭ କରିଥିବା ବେଳେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରୁ ଆରମ୍ଭ ହୋଇଛି।!-->…
ଲେଖକ ଡଃ ନୃସିଂହାନନ୍ଦ ମହାପାତ୍ର ଦଶମ ଓଡିଶା ସିନେ ସମ୍ମାନରେ ସମ୍ମାନିତ
ଫୁଲବାଣୀ : ଭାରତ ସରକାର ଶ୍ରମ ନିୟୋଜନ ମନ୍ତ୍ରଣାଳୟ ଓ ଓଡିଶା ସିନେ ୱାର୍କର ସଂଘ ମିଳିତ ଆନୁକୁଲ୍ୟରେ ଭୁବନେଶ୍ବରର ଜୟଦେବ ଭବନ ଠାରେ ଦଶ ତମ ସିନେ ଆୱାର୍ଡ କାର୍ଯ୍ୟକ୍ରମ ସଭାପତି ବବି ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା!-->…
ରାଳବ ଗ୍ରାମ ରେ ରକ୍ତଦାନ ଶିବିର : ୧୧୦ ୟୁନିଟ ରକ୍ତ ସଂଗ୍ରହ
ହିଞ୍ଜିଳିକାଟୁ (୨୦/୧୦) : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ରାଳବ ଗ୍ରାମରେ ବିପଦର ଵନ୍ଧୁ ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରବିବାର ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ରାଳଵ ଗ୍ରାମର ବରିଷ୍ଠ ସମାଜସେବୀ ଗଙ୍ଗାଧର!-->…
ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲର ସୁସ୍ଥ ପଞ୍ଚାୟତ ମାନଦଣ୍ଡ ପୂରଣ ସମ୍ପର୍କରେ ଫୁଲବାଣୀରେ ପ୍ରଶିକ୍ଷଣ
ଫୁଲବାଣୀ : ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୩୦ମସିହା ସୁଦ୍ଧା ୧୭ଟି ମାନଦଣ୍ଡ ରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ ହାସଲ ନିମନ୍ତେ ମିଳିତ ଜାତିସଂଘରେ ଭାରତ ସମେତ ୧୯୩ଟି ସଦସ୍ୟରାଷ୍ଟ୍ର ସ୍ୱାକ୍ଷର କରିଛନ୍ତି।ଦାରିଦ୍ର୍ୟ ଦୂର କରି କ୍ଷୁଧା ମୁକ୍ତ ବିଶ୍ୱକୁ!-->…