Sign in
Sign in
Recover your password.
A password will be e-mailed to you.
ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ସାମ୍ନାକୁ ଆସିଲା ସିସିଟିଭି
ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ । ଶୁକ୍ରବାର ସନ୍ଧ୍ୟା ସମୟରେ ବକ୍ସି ରାମଚନ୍ଦ୍ର ପ୍ରତିହାରୀ ତାଙ୍କ ସ୍କୁଟରରେ ବସି ବାହାରିବା ବେଳେ ପଛ ଆଡୁ ଆକ୍ରମଣ କରିଥିଲା ଦୁର୍ବୃତ୍ତ ।!-->…
ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି: ମନ୍ତ୍ରୀ
ଭୁବନେଶ୍ବର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଅବପାତ ଅବସ୍ଥାରେ ଅଛି। ଗଭୀର ଅବପାତ ହୋଇନାହିଁ। ଆମେ ନିରନ୍ତର ପାଣିପାଗ ବିଭାଗ ଏବଂ ବିଶେଷଜ୍ଞମାନଙ୍କ ସହିତ ସମ୍ପର୍କରେ ଅଛୁ। ଅନେକ!-->…
ଗୋପ ବ୍ଲକ ଡିହସାହିରେ ଅଘଟଣ: ବଜ୍ରପାତରେ ୨ ମୃତ
ଗୋପ: ସାରା ରାଜ୍ୟକୁ ଘଡ଼ିଛି ବାତ୍ୟା ଭୟ। ଏହାରି ଭିତରେ ଗୋପ ବ୍ଲକ ଡ଼ିହସାହି ଗାଁରେ ଘଟିଛି ବଡ ଅଘଟଣ। ବଜ୍ରପାତରେ ଯାଇଛି ଦୁଇ ମହିଳାଙ୍କ ଜୀବନ। ଗୋପ ବ୍ଲକ ଏରବଙ୍ଗ ପଞ୍ଚାୟତ ଅନ୍ତର୍ଗତ ଡିହସାହି ଗାଁରେ ବଜ୍ରପାତ ନେଇଛି ୨ ଜୀବନ । ମୃତକ ୨ ମହିଳାଙ୍କ ନାମ ରୀନା ଭୋଇ(୪୫) ଓ ସରସ୍ବତୀ!-->…
ସିନ୍ଦେ ସେନାର ପ୍ରଚାର ମୁଖିଆ ହେଲେ ଗୌରୀ ଲଙ୍କେଶଙ୍କ ହତ୍ୟା ଅଭିଯୁକ୍ତ
ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ଅଭିଯୁକ୍ତ ତଥା ଜାମିନରେ ଜେଲରୁ ବାହାରିଥିବା ଶ୍ରୀକାନ୍ତ ପଙ୍ଗାରକରଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ଜଣେ ହତ୍ୟା ଅଭିଯୁକ୍ତ ହୋଇଥିଲେ ହେଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାର ପ୍ରଚାର ଦାୟିତ୍ୱର ନେତୃତ୍ୱ ନେବେ। ମହାରାଷ୍ଟ୍ରର ଜଲନା!-->…
ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବାଜି ମାରିଲେ ଦିନ ମଜୁରିଆଙ୍କ ପୁଅ
ବାଲୁଗାଁ : ଓଏଏସ ପରୀକ୍ଷାରେ ଦିନ ମଜୁରିଆ ପୁଅଙ୍କ ସଫଳତା । ସଫଳତା ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ । ସବୁଆଡୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା । ଆମେ କହୁଛୁ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବାଣପୁରର ପୁଅ । ଗତକାଲି ଓଡିଶା!-->…
ବଣ୍ଡା ଘାଟିର ପ୍ରଥମ ଓଏଏସ୍; ୟୁ ଟ୍ୟୁବରୁ ପଢୁଥିଲେ ପାଠ
ମାଲକାନଗିରି : ୨୦୨୨ର OPSC ପରୀକ୍ଷାରେ କମାଲ୍ କଲେ ବଣ୍ଡାଘାଟି ଝିଅ ବିନି ମୁଦୁଲି। ଓଡ଼ିଶା ପ୍ରଶାସନିକ ପରୀକ୍ଷାରେ ପ୍ରଥମ ଥର ପାଇଁ କୃତକାର୍ଯ୍ୟ ହୋଇ ଅଞ୍ଚଳରେ ଇତିହାସ ରଚିଛନ୍ତି। ସେ ୫୯୬ ନମ୍ୱର ରାଙ୍କ ରଖିଛନ୍ତି। ରେଜଲ୍ଟ ପ୍ରକାଶ ପାଇବା ପରେ ବିନି ମୁଦୁଲି ଖୁସି ପ୍ରକାଶ କରିଛନ୍ତି।!-->…
ନିଜ ଦେହରେ ନିଆଁ ଲଗାଇଲେ ମହିଳା, ବଞ୍ଚାଇବାକୁ ଯାଇ ସ୍ବାମୀ ଆହତ
ବାଲେଶ୍ୱର: ବାଲେଶ୍ୱରର ସୋରୋ ବ୍ଲକ ଅନ୍ତର୍ଗତ ଆଡିଆ ଗ୍ରାମରେ ପାରିବାରିକ କଳହକୁ ନେଇ ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି।
ମହିଳା ଜଣକ ଭାନୁମତି ମହାରାଣା ବୋଲି ଜଣାପଡିଛି। ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ୱାମୀ ଶଶିକାନ୍ତ ମହାରାଣା ମଧ୍ୟ ଗୁରୁତର ଆହତ!-->!-->!-->…
ବିଜେପି ଟିକେଟ ମିଳିବ କହି ନେଇଥିଲେ ୨ କୋଟି, ବନ୍ଧା ହେଲେ କେନ୍ଦ୍ରମନ୍ତ୍ରୀଙ୍କ ଭାଇ ଓ ପୁତୁରା
କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଭାଇ ଗୋପାଳ ଯୋଶୀ ଓ ପୁତୁରା ଅଜୟ ଯୋଶୀଙ୍କୁ ଶେଷରେ ପୁଲିସ୍ ଗିରଫ କରିଛି। ଏମାନଙ୍କ ନାଁରେ ୨ କୋଟି ଟଙ୍କାର ଠକେଇ ମାମଲା ରହିଥିଲା। ଦୁଇ ଜଣ ଯାକ ଫେରାର ଥିବା ବେଳେ ସେମାନଙ୍କୁ ବେଙ୍ଗାଲୁରୁ ପୁଲିସ୍ ଗିରଫ କରିଛି।
ଗୋପାଳ ଓ ଅଜୟଙ୍କ ନାଁରେ!-->!-->!-->…
ସବୁ ସ୍ପା ବୁଲିବ ପୋଲିସ, ଯାଞ୍ଚ କରିବ ଅନୈତିକ କାର୍ଯ୍ୟ
ଭୁବନେଶ୍ୱର : ସବୁ ସ୍ପା ଯିବ ପୋଲିସ । ରାଜଧାନୀର ସବୁ ଥାନା ଅଞ୍ଚଳରେ ଥିବା ସ୍ପା ସେଣ୍ଟର ଗୁଡିକ ଯାଞ୍ଚ କରିବ କମିଶନରେଟ ପୋଲିସ । ବଡ଼ଗଡ଼ ଥାନା ଅଞ୍ଚଳରେ ଥିବା ଡ଼ାଇମଣ୍ଡ ସ୍ପାରେ ନାବାଳିକାଙ୍କୁ ଅନୈତିକ କାର୍ଯ୍ୟରେ ଲଗାଉଥିବା ଅଭିଯୋଗ ପରେ ଆକ୍ସନ ମୋଡରେ ପୋଲିସ । ସହରରେ!-->…
ଦାନା ବାନ୍ଧୁଛି ବାତ୍ୟା ‘ଦାନା’, ୧୦୦ରୁ ୧୨୦ କିମି ଛୁଇଁବ ପବନ ବେଗ
ଭୁବନେଶ୍ବର: ଆସୁଛି ବାତ୍ୟା । ଆସନ୍ତା ୨୨ ତାରିଖରେ ଅବପାତର ରୂପ ନେଲା ପରେ ୨୩ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଏହାପରେ ତା ପରଦିନ ଅର୍ଥାତ୍ ୨୪ ତାରିଖ ସକାଳେ ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ତେବେ ଏହାରି ଭିତରେ ବାତ୍ୟାର ରୂପ ନେବାକୁ ବଳ ଗୋଟାଉଥିବା!-->…