ଇରାନ୍‌ ଉପରେ ବଡ଼ ଆକ୍ରମଣ ଯୋଜନାରେ ଇସ୍ରାଏଲ୍‌, ଗୁପ୍ତ ଡକ୍ୟୁମେଣ୍ଟ ଲିକ୍‌

ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ। ଏହା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହାରି ଭିତରେ ଇରାନ୍‌ ଉପରେ ବଡ ଆକ୍ରମଣ କରିବାକୁ ଯୋଜନା କରୁଛି ଇସ୍ରାଏଲ। ଲିକ୍‌ ହୋଇଥିବା ଆମେରିକାର ଗୁଇନ୍ଦା ଡକ୍ୟୁମେଣ୍ଟରୁ ଏଭଳି କିଛି ସଙ୍କେତ ମିଳିଛି। ଇରାନ ବିରୁଦ୍ଧରେ ପ୍ରତିଶୋଧ ନେବାକୁ ଇସ୍ରାଏଲର ଯୋଜନା

ଠକି ଦେଲେ ପ୍ରେମିକ, ପ୍ରତାରଣା ସହି ନପାରି ଜୀବନ ହାରିଲେ ଯୁବତୀ

ଭୁବନେଶ୍ୱର : ପ୍ରେମରେ ପ୍ରତାରଣା । ପ୍ରେମିକ ଦ୍ୱାରା ଠକି ଯାଇ ଜୀବନ ହାରିଲେ ଯୁବତୀ । ନୟାପଲ୍ଲୀ ଦେବରାୟ କଲେଜ ନିକଟସ୍ଥ ଏକ ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବତୀ ଜଣଙ୍କ ଜଗତସିଂହପୁର ଜିଲ୍ଲା କୋରତାଲ ଅଞ୍ଚଳର । ଗତ କିଛି ଦିନ ପୂର୍ବେ ଏକ ଘରୋଇ ସଫ୍ଟୱେର୍

ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ପାଇଁ ୪ ନେତାଙ୍କୁ ଗୁରୁ ଦାୟିତ୍ବ

ଭୁବନେଶ୍ଵର: ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ପାଇଁ ୪ ନେତାଙ୍କୁ ଦାୟିତ୍ବ। ନିର୍ବାଚନ ଅଧିକାରୀ ଭାବେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନିଯୁକ୍ତ କରାଯାଇଥିବାବେଳେ ସହ ନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦିଆଯାଇଛି ଦାୟିତ୍ବ। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ନିର୍ବାଚନ ଅଧିକାରୀ

ବନ୍ଦ ହେବାକୁ ବସିଲାଣି ଗୋରୁ ଗୋଠ ଆଉ ଦେଖିବାକୁ ମିଳୁନି “ଗୁହାଳ “

ଉମରକୋଟ /ଝରିଗାଁ (୨୦/୧୦/୨୦୨୪)-ନବରଙ୍ଗପୁର ଜିଲ୍ଲା ଜଙ୍ଗଲ ବେଷ୍ଟିତ ଝରିଗାଁ ବ୍ଲକରେ ଏମିତି ଦିନ ଥିଲା ଲୋକ ମାନେ ବିଭିନ୍ନ ପର୍ବ ପର୍ବାଣିରେ ଆବଶ୍ୟକ ହେଉଥିବା କ୍ଷୀର,ଦହି ଓ ଘିଅ ପାଇଁ ଅଡ଼ାର ଉପରେ ନିର୍ଭର କରୁଥିଲେ କିନ୍ତୁ ବର୍ତ୍ତମାନ ବଜାରରେ ଅପମିଶ୍ରିତ କ୍ଷୀର,ଦହି ଓ ଘିଅ

ଟାଙ୍ଗଣା ପଲ୍ଲୀ ହାଇସ୍କୁଲ ଏନ୍.ସି.ସି.ଅଫିସରଙ୍କୁ ପ୍ରଶଂସା ଓ ସମ୍ମାନପତ୍ର

ଛତ୍ରପୁର : ବ୍ରହ୍ମପୁର ଗାନ୍ଧୀନଗରସ୍ଥିତ ଏନ୍.ସି.ସି. ମୁଖ୍ୟ କାର୍ଯ୍ୟାଳୟଠାରେ ଓଡ଼ିଶା ଏନ୍.ସି.ସି. ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ବର ତରଫରୁ କ୍ଯାଡେଟ ଓ ଏନ୍.ସି.ସି ଅଫିସରଙ୍କ ସେବାମୂଳକ ତଥା ଏନ.ସି.ସି.ର ସମାଜ ପ୍ରତିବଦ୍ଧତାମୂଳକ କାର୍ଯ୍ୟକ୍ରମ ପାଇଁ କ୍ଯାଡେଟ ଓ ଅଫିସରଙ୍କୁ

କର୍ମବୀର ବୃନ୍ଦାବନ ବାବୁଙ୍କ ୪୦ ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରହ୍ମପୁର : କର୍ମବୀର ବୃନ୍ଦାବନ ବାବୁଙ୍କ ୪୦ ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ଶୁକ୍ରବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି l ପୂର୍ବାହ୍ନରେ ବହୁ ବ୍ୟକ୍ତି ଶ୍ରୀ ଶ୍ରୀ ନୀଳକଣ୍ଠ ପୁଷ୍କରଣୀ ରେ ତିଳ ତର୍ପଣ କରିବା ପରେ ପରେ କମାପଲ୍ଲୀ ଛକସ୍ଥିତ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l

ଘରେ ଶୋଇଥିବା ବେଳେ ଏସିଡ ମାଡ଼ : ବାପା ପୁଅ ଗୁରୁତର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ବୁଡ଼ାକୁନ୍ଦେଲ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି | ଶୁକ୍ରବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୁତ୍ତ ଘରେ ପଶି ଏସିଡ ଫିଙ୍ଗି ପଳେଇ ଯାଇଥିବା ଅଭିଯୋଗ ହୋଇଛି।ଏସିଡ ମାଡ଼ରେ ବାପା

ଶିଳ୍ପ ତାଲିମ ଅନୁଷ୍ଠାନର ସମାବର୍ତ୍ତନ ଉତ୍ସବ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଆଇଟିଆଇ ଅଧ୍ୟକ୍ଷା ମୁକ୍ତିରାଣୀ ସାମନ୍ତଙ୍କ ତତ୍ତ୍ଵାବଧାନରେ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ