Sign in
Sign in
Recover your password.
A password will be e-mailed to you.
ପ୍ରଶାସନ କୁ ଫୁ..! :ଚଢ଼ାଉ ପରେ ବି ନଳବଣ୍ଟା ରେ ଚାଲିଛି ବେଆଇନ ବାଣ ପ୍ରସ୍ତୁତି….!
ପ୍ରଶାସନ ଓ ବାଣ ମାଫିଆ ଙ୍କ ଭିତରେ ହୋଇଛି କି ଫିକ୍ସଙ୍ଗ..?!
ବନ୍ଦ ହେବାକୁ ବସିଲାଣି ଗୋରୁ ଗୋଠ ଆଉ ଦେଖିବାକୁ ମିଳୁନି “ଗୁହାଳ “
ଉମରକୋଟ /ଝରିଗାଁ (୨୦/୧୦/୨୦୨୪)-ନବରଙ୍ଗପୁର ଜିଲ୍ଲା ଜଙ୍ଗଲ ବେଷ୍ଟିତ ଝରିଗାଁ ବ୍ଲକରେ ଏମିତି ଦିନ ଥିଲା ଲୋକ ମାନେ ବିଭିନ୍ନ ପର୍ବ ପର୍ବାଣିରେ ଆବଶ୍ୟକ ହେଉଥିବା କ୍ଷୀର,ଦହି ଓ ଘିଅ ପାଇଁ ଅଡ଼ାର ଉପରେ ନିର୍ଭର କରୁଥିଲେ କିନ୍ତୁ ବର୍ତ୍ତମାନ ବଜାରରେ ଅପମିଶ୍ରିତ କ୍ଷୀର,ଦହି ଓ ଘିଅ!-->…
ବହୁ ଚର୍ଚ୍ଚିତ ହାତୀବେନା ଡିଏନକେ ଗ୍ରାମର ଗୋଷ୍ଠି କନ୍ଦଳର ହୋଇଛି ସମାଧାନ…
ଅଞ୍ଚଳ ରେ ଫେରିଲା ଶାନ୍ତି...
ଟାଙ୍ଗଣା ପଲ୍ଲୀ ହାଇସ୍କୁଲ ଏନ୍.ସି.ସି.ଅଫିସରଙ୍କୁ ପ୍ରଶଂସା ଓ ସମ୍ମାନପତ୍ର
ଛତ୍ରପୁର : ବ୍ରହ୍ମପୁର ଗାନ୍ଧୀନଗରସ୍ଥିତ ଏନ୍.ସି.ସି. ମୁଖ୍ୟ କାର୍ଯ୍ୟାଳୟଠାରେ ଓଡ଼ିଶା ଏନ୍.ସି.ସି. ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ବର ତରଫରୁ କ୍ଯାଡେଟ ଓ ଏନ୍.ସି.ସି ଅଫିସରଙ୍କ ସେବାମୂଳକ ତଥା ଏନ.ସି.ସି.ର ସମାଜ ପ୍ରତିବଦ୍ଧତାମୂଳକ କାର୍ଯ୍ୟକ୍ରମ ପାଇଁ କ୍ଯାଡେଟ ଓ ଅଫିସରଙ୍କୁ!-->…
କର୍ମବୀର ବୃନ୍ଦାବନ ବାବୁଙ୍କ ୪୦ ତମ ଶ୍ରାଦ୍ଧବାର୍ଷିକ ପାଳିତ
ବ୍ରହ୍ମପୁର : କର୍ମବୀର ବୃନ୍ଦାବନ ବାବୁଙ୍କ ୪୦ ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ଶୁକ୍ରବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି l ପୂର୍ବାହ୍ନରେ ବହୁ ବ୍ୟକ୍ତି ଶ୍ରୀ ଶ୍ରୀ ନୀଳକଣ୍ଠ ପୁଷ୍କରଣୀ ରେ ତିଳ ତର୍ପଣ କରିବା ପରେ ପରେ କମାପଲ୍ଲୀ ଛକସ୍ଥିତ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l!-->…
ଘରେ ଶୋଇଥିବା ବେଳେ ଏସିଡ ମାଡ଼ : ବାପା ପୁଅ ଗୁରୁତର
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ବୁଡ଼ାକୁନ୍ଦେଲ ଗ୍ରାମର ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି | ଶୁକ୍ରବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୁତ୍ତ ଘରେ ପଶି ଏସିଡ ଫିଙ୍ଗି ପଳେଇ ଯାଇଥିବା ଅଭିଯୋଗ ହୋଇଛି।ଏସିଡ ମାଡ଼ରେ ବାପା!-->…
ଶିଳ୍ପ ତାଲିମ ଅନୁଷ୍ଠାନର ସମାବର୍ତ୍ତନ ଉତ୍ସବ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଆଇଟିଆଇ ଅଧ୍ୟକ୍ଷା ମୁକ୍ତିରାଣୀ ସାମନ୍ତଙ୍କ ତତ୍ତ୍ଵାବଧାନରେ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ!-->…
ସୁତୁଲି ବାଣ ତିଆରି ବେଳେ ବିସ୍ଫୋରଣ, ୫ ଜଣ ଦଶମ ଶ୍ରେଣୀ ଛାତ୍ର ଗୁରୁତର
ଖଲ୍ଲିକୋଟ : ବାଣ ତିଆରି ବେଳେ ବିସ୍ଫୋରଣ । ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା ।ସୂଚନାଯୋଗ୍ୟ ଯେ, ମାଣିକପୁର ଗାଁର ୧୦ମ ଶ୍ରେଣୀର ୫ ଜଣ ଛାତ୍ର!-->…
ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର, ଉପଶମ ଦେବ ଔଷଧୀୟ ଚା’
ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର। ଏଣିକି ରୋଗରୁ ଉପଶମ ଦେବ ଏକ ସ୍ୱତନ୍ତ୍ର ଚା'। ଯାହାକୁ ପିଇଲେ ଆପଣ ଚା’ର ମଜା ଉଠାଇବା ସହ ଏହାର ଔଷଧୀୟ ଗୁଣ ଆପଣଙ୍କ ଶରୀର ପାଇଁ ସାଜିବ ରାମବାଣ। କେବଳ ମଧୁମେହ ରୋଗ ପାଇଁ ନୁହେଁ ହୃଦରୋଗ ସମେତ କିଡନୀ, ହୃଦରୋଗ ଓ ଗଣ୍ଠିବାତ ସମସ୍ୟା ପାଇଁ ବି ଏହା ହେବ!-->…
ବେଦାନ୍ତ ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ : ସୃଷ୍ଟି ହେବ ୨ ଲକ୍ଷ ନୂଆ ନିଯୁକ୍ତି
ମୁମ୍ବାଇ, : ବେଦାନ୍ତ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଅଂଶୀଦାର ହୋଇ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିବା ସହିତ ରାଜ୍ୟରେ ଏକ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଥିବାବେଳେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବ । ବେଦାନ୍ତ ଟେଣ୍ଡର ମାଧ୍ୟମରେ ସିଜିମାଳି!-->…