ମହାରାଷ୍ଟ୍ର ପାଇଁ ବିଜେପିର ପ୍ରାର୍ଥୀ ତାଲିକା, ଏହି ଆସନରୁ ଲଢ଼ିବେ ଫଡନାଭିସ୍‌

ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଓ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏନସିପି ସହ ମିଶି ବିଜେପି ନିର୍ବାଚନ ଲଢ଼ୁଛି। ୩ ଦଳ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ

ଯାଜପୁର : ଲାଞ୍ଚ ନେଇ ଧରାପଡିଲେ ଆରଆଇ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଯାଜପୁର ଧର୍ମଶାଳା ତହସିଲ ଅଧିନସ୍ଥ ବଳରାମପୁର-୧ ରାଜସ୍ୱ ନୀରିକ୍ଷକ ସୁଶାନ୍ତ ସ୍ବାଇଁ । ସୁଶାନ୍ତ କବାଟବନ୍ଧ ପଂଚାୟତ ଦଳଗାଁ ଅଂଚଳର ଶିକ୍ଷକ ବସନ୍ତ କୁମାର

୨୩ରେ ବାତ୍ୟା ସମ୍ଭାବନା, ସତର୍କ କରାଇଲେ ଏସଆରସି

ଭୁବନେଶ୍ବର: ୨୩ରେ ବାତ୍ୟା ସମ୍ଭାବନା, ୨୪ରେ ଓଡିଶା ଛୁଇଁବ । ଆସନ୍ତା ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ଅବଗତ କରାଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଏସଆରସି । ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ

ପୁଣି ଭାରତୀୟ ବିମାନକୁ ବୋମା ଧମକ; ଜର୍ମାନୀରେ ଜରୁରୀ ଅବତରଣ

ଭୁବନେଶ୍ୱର : ଭାରତୀୟ ବିମାନକୁ ପୁଣି ମିଳିଛି ବୋମା ଧମକ। ଗୋଟିଏ ଦିନରେ ୩୨ଟି ବିମାନକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି। ଏହାପରେ ଗୋଟିଏ ବିମାନର ଦିଗ ପରିବର୍ତ୍ତନ କରାଯାଇ ଜରୁରୀ ଅବତରଣ କରାଯାଇଛି। ଅନ୍ୟ ସମସ୍ତ ବିମାନଗୁଡିକୁ ଗନ୍ତବ୍ୟସ୍ଥଳରେ ଅବତରଣ କରାଯିବା ପରେ ଯାଞ୍ଚ

ବୁଦ୍ଧାଦିତ୍ୟଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷିଲେ ନବଜ୍ୟୋତି ପଟ୍ଟନାୟକ…

ଭୁବନେଶ୍ୱର :ବୁଦ୍ଧାଦିତ୍ୟଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷିଲେ ନବଜ୍ୟୋତି ପଟ୍ଟନାୟକ ।  ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଏହି ଅପମାନଜନକ ଏବଂ ଦାୟିତ୍ବହୀନ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ନବଜ୍ୟୋତି ।  ଏହା ସହ କହିଛନ୍ତି,ଏପରି ବିପଦଜନକ ମାନସିକତାକୁ ସଭ୍ୟ

କେମିତି କାମ କରୁଛନ୍ତି ଅଧିକାରୀ, ମାର୍କ ଦେବେ ଜନତା

ଭୁବନେଶ୍ବର: କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ । ରାଜସ୍ବ ବିଭାଗରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କର କାର୍ଯ୍ୟ ଦକ୍ଷତାର ପ୍ରମାଣପତ୍ର ଦେବେ ସାଧାରଣ ଜନତା । ଏମିତି କିଛି ବଡ ଘୋଷଣା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଝାରସୁଗୁଡାରେ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ

ବାହରାଇଚରେ ଥମୁନି ଉତ୍ତେଜନା, ଗାଡ଼ି ଶୋ’ରୁମରେ ନିଆଁ ଲଗାଇ ଦେଲେ ଉତ୍ୟକ୍ତ ଲୋକେ

ଏବେ ବି ଉତ୍ତରପ୍ରଦେଶର ବାହରାଇଚରେ ଲାଗି ରହିଛି ଉତ୍ତେଜନା। ଦୁର୍ଗାପୂଜା ମୂର୍ତ୍ତି ବିଶର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟି ଜଣେ 22 ବର୍ଷୀୟ ଯୁବକ ରାମ ଗୋପାଲ ମିଶ୍ରାଙ୍କ ମୃତ୍ୟୁକୁ ନେଇ ଭିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ସ୍ଥାନୀୟ ଲୋକେ। ଏହି କ୍ରମରେ ଗତକାଲି

ହବିଷ୍ୟାଳିଙ୍କ ରହଣିକୁ ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା : ରେଜିଷ୍ଟ୍ରେସନ୍ କରି ନଥିଲେ ମଧ୍ୟ ମହିଳାଙ୍କୁ ରଖାଯାଇଛି

ପୁରୀ: ଚାଲିଛି ମହାକାର୍ତ୍ତିକ ମାସ । ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବା ଲାଗି ହବିଷ୍ୟାଳିଙ୍କ ସୁଅ ଛୁଟିଛି । ଏହାରି ଭିତରେ ହବିଷ୍ୟାଳିଙ୍କ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି ଯେ ଯେଉଁ ହବିଷ୍ୟାଳି ମାନେ

ଶିମିଳିପାଳକୁ ଆସିବେ ଆଉ ଦୁଇଟି ମହାବଳ ବାଘ

ବାରିପଦା: ଶିମିଳିପାଳକୁ ଆସିବେ ନୂଆ ଅତିଥି । ଆସନ୍ତା ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରୁ ଶିମିଳିପାଳକୁ ଦୁଇଟି ମହାବଳ ବାଘ ଆସିବା ନେଇ ସୂଚନା ମିଳିଛି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଶିମିଳିପାଳର ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର ଯାଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ

ଇରାନ୍‌ ଉପରେ ବଡ଼ ଆକ୍ରମଣ ଯୋଜନାରେ ଇସ୍ରାଏଲ୍‌, ଗୁପ୍ତ ଡକ୍ୟୁମେଣ୍ଟ ଲିକ୍‌

ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ। ଏହା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହାରି ଭିତରେ ଇରାନ୍‌ ଉପରେ ବଡ ଆକ୍ରମଣ କରିବାକୁ ଯୋଜନା କରୁଛି ଇସ୍ରାଏଲ। ଲିକ୍‌ ହୋଇଥିବା ଆମେରିକାର ଗୁଇନ୍ଦା ଡକ୍ୟୁମେଣ୍ଟରୁ ଏଭଳି କିଛି ସଙ୍କେତ ମିଳିଛି। ଇରାନ ବିରୁଦ୍ଧରେ ପ୍ରତିଶୋଧ ନେବାକୁ ଇସ୍ରାଏଲର ଯୋଜନା