Sign in
Sign in
Recover your password.
A password will be e-mailed to you.
ଡ୍ରେନ୍ ନିୟମିତ ସଫା ହେଉନି : ଗାଁରେ ପଶିଲା ଡ୍ରେନ ପାଣି, ରାସ୍ତାକୁ ଓହ୍ଲାଇଲେ ଲୋକେ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବୁଡାପଡ଼ା ଗ୍ରାମବାସୀ ୭ ନମ୍ବର ରାଜ୍ୟ ରାଜପଥର ଦୁଇ ପାର୍ଶ୍ଵରେ ତିଆରି କରାଯାଇଥିବା ଡ୍ରେନ୍ କୁ ନିୟମିତ ସଫା କରାଯାଉ ନଥିବା ଯୋଗୁଁ ବାରମ୍ବାର ଡ୍ରେନର ମଇଳା ଆବର୍ଜନା ପାଣି ଗାଁରେ ପଶିଯିବାରୁ!-->…
ଦଶମାସର ଭତ୍ତା ଟଙ୍କା ଖାଇଲା କିଏ.. ? ତଦନ୍ତ ପାଇଁ ଦାବୀ
ଛତ୍ରପୁର : ଛତ୍ରପୁର ପଞ୍ଚାୟତ ସମିତିରେ ଭତ୍ତା ଟଙ୍କା ବଣ୍ଟନରେ ଅନିୟମିତତା ଦେଖାଦେଇଛି l ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତର ଅଗସ୍ତିନୂଆଗାଁ ଗ୍ରାମର ଅନୁଛାୟା ପଣ୍ଡାଙ୍କ ୧୦ ମାସର ବିଧବା ଭତ୍ତା ଟଙ୍କା ମିଳିନାହିଁ l ସେହିପରି ଲକ୍ଷ୍ମୀ ପଲେଇ ଙ୍କ ୨ ମାସର ଟଙ୍କା!-->…
ସମୁଦ୍ରରେ ବୁଡି ୧୪ ବର୍ଷର ବାଳକ ମୃତ
ଛତ୍ରପୁର. : ଚମାଖଣ୍ଡି ଥାନା ଅନ୍ତର୍ଗତ ବନ୍ଦର ଓ ରେ କତୁରୁ ନିକଟରେ ଥିବା ସମୁଦ୍ର ରେ ବୁଡି ଜଣେ ୧୪ ବର୍ଷର ବାଳକର ମୃତ୍ୟୁ ଘଟିଛି l ମୃତ ବାଳକ ଜଣକ ହେଲେ ଶ୍ରୀ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ରାମାୟାପଲ୍ଲୀ ଗ୍ରାମର ଜି. ଦାନିସ ବୋଲି ସୂଚନା ମିଳିଛି | ମିଳିଥିବା ସୂଚନାମୁତାବକ ଜି.!-->…
ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ଗଞ୍ଜାମ ଜିଲ୍ଲାର ଯୁବକ ସ୍ଵାବଲମ୍ବୀ ହୋଇପାରୁଛନ୍ତି ; ସମୀକ୍ଷା ବୈଠକ
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କାର୍ଯ୍ଯକାରୀ ହୋଇଥିବା ପ୍ରଧାନ ମନ୍ତ୍ରୀ ବିଶ୍ଵକର୍ମା ଯୋଜନାରେ ଗଞ୍ଜାମ ଜିଲ୍ଲାର ଯୁବକ ଗଣ ସ୍ଵାବଲମ୍ବୀ ହେବାରେ ସକ୍ଷମ ହୋଇପାରୁଛନ୍ତି । ଗୁରୁବାର ଦିନ ଓସୱ।ନ ଦ୍ବାରା ଆୟୋଜିତ ସମିକ୍ଷା ବୈଠକରେ ଏହା ମତ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି!-->…
ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସିଂହଦ୍ଵାର ରଥ ଉପରେ ସୁନାବେଶରେ ଝଲସି ଉଠିଲେ ଶ୍ରୀଜୀଉ
ଛତ୍ରପୁର : ସୁନାବେଶରେ ଝଲସି ଉଠିଲେ ଶ୍ରୀ ଜୀଉ । ଛତ୍ରପୁର ସହରର ତାଡେପଲ୍ଲୀ ସାହିସ୍ଥ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ରଥ ଉପରେ ଶ୍ରୀଜୀଉ ଙ୍କ ସୁନାବେଶ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପରୀକରୀତିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା, ସୁଦର୍ଶନ!-->…
ରାଜ୍ୟ ସରକାର ସମ୍ବିଧାନକୁ ହତ୍ୟା କରୁଛି : ଏମଏଏସଏମ
ବୈକୁଣ୍ଠ ପ୍ରଧାନଙ୍କୁ ନ୍ୟାୟ ମିଳୁ
ବ୍ରହ୍ମପୁର : ସମସ୍ତଙ୍କୁ ସମାନ ଓ ଯଥାର୍ଥ ନ୍ୟାୟ ପ୍ରଦାନ ବ୍ୟବସ୍ଥା, ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ, ଲଳିତ କୁମାରକୁ ତୁରନ୍ତ ଗିରିଫ,ଡ୍ୟୁଟିରେ ଥିବା ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା, ଛେପ ପକାଇ ଜୋତା ଚଟେଇବା, ଜୀବନରେ!-->!-->!-->…
ପୁଣି ଟ୍ରେନ ଦୁର୍ଘଟଣା: ୧୨ ବଗି ଲାଇନଚ୍ୟୁତ, ୪ ମୃତ
ନୂଆଦିଲ୍ଲୀ : ପୁଣି ଗୋଟିଏ ବଡ଼ଧରଣର ଟ୍ରେନ ଦୁର୍ଘଟଣା। ଲାଇନଚ୍ୟୁତ ହୋଇଛି ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ। ଏହି ଏକ୍ସପ୍ରେସର ମୋଟ ୧୨ଟି ବଗି ଲାଇନଚ୍ୟୁତ ହୋଇଛି। ଏହା ମଧ୍ୟରେ ୪ ଏସି ବଗି ରହିଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର!-->…
‘ଭିତର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ଲେଜର ସ୍କାନିଂ ପରେ ଜଣାପଡ଼ିବ’
ପୁରୀ : ପୂର୍ବ ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତରେ ଆଜି ଖୋଲାଯାଇଛି ଭିତର ରତ୍ନଭଣ୍ଡାର। ରତ୍ନ ଭଣ୍ଡାରର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ୧୧ ଜଣିଆ ଅଧିକୃତ ଟିମ୍ ଭିତର ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି। ଏଥିସହ ଗଜପତି ମହାରାଜ ମଧ୍ୟ ଭିତର!-->…
ଏସ୍ସିବି ହାଉସ୍ ସର୍ଜନ-ନର୍ସିଂ ସଂଘ ବିବାଦ ତୁଟିଲା: ଆନ୍ଦୋଳନରୁ ଓହରିଲେ ହାଉସ୍ ସର୍ଜନ
କଟକ: କଟକ ବଡ଼ଡାକ୍ତରଖାନାରେ ହାଉସ୍ସର୍ଜନ ଓ ନର୍ସିଂ ସଂଘ ମଧ୍ୟରେ ତିନି ଦିନ ହେଲା ଲାଗି ରହିଥିବା ବିବାଦର ଆଜି ସମାଧାନ ହୋଇଛି। ଆଜି ହାଉସ୍ ସର୍ଜନମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଅନ୍ୟପଟେ ଗୁରୁବାରଠାରୁ ଅଲ ଓଡିଶା କର୍ମଚାରୀ ସଂଘ ପକ୍ଷରୁ ହୋଇଥିବା କଳାବ୍ୟାଜ୍!-->…
ଧର୍ମଶାଳାରେ ଖଣି ବିଭାଗର ବଡ଼ ରେଡ୍
ଭୁବନେଶ୍ୱର,୧୮ା୭: ଓଡ଼ିଶା ଖଣି ବିଭାଗ ଯାଜପୁର ଜିଲାର ଧର୍ମଶାଳା ଅଞ୍ଚଳରେ ଥିବା ଖଣି ଏବଂ ପଥର ଖଣି ଉପରେ ବ୍ୟାପକ ଚଢାଉ କରିଛି। ଲୁଣିବାର, ଚଢେଇଧରା ଏବଂ ଡଙ୍କାରୀ ଖଣି ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିଲା।
ପୂର୍ବ ବିଜେଡି ସରକାର ସମୟରେ ଖଣି କାରବାରରେ ଅନିୟମିତତା ହୋଇଥିବା ଧର୍ମଶାଳା!-->!-->!-->…