କଂଗ୍ରେସ-ଏସପି ମେଣ୍ଟରେ ପ୍ରିୟଙ୍କା ଚାହୁଁଛନ୍ତି ୬୦-୪୦ ପ୍ରତିଶତ ଆସନ ଫର୍ମୁଲା

ଲକ୍ଷ୍ନୌ: ଖୁବ ଶୀଘ୍ର ଉତ୍ତରପ୍ରଦେଶର ୧୦ଟି ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି। ଏହି ଉପ-ନିର୍ବାଚନର ତାରିଖ ଘୋଷଣା କରାଯାଇ ନାହିଁ, କିନ୍ତୁ ସମସ୍ତ ରାଜନୈତିକ ଦଳ ଏଥିପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଏକାଠି ଲଢ଼ିବା ପାଇଁ ଏସପି ଏବଂ…

ନୂଆଁଖାଇ ଉପଲକ୍ଷେ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ନବୀନ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମ୍ବଲପୁର ଜିଲ୍ଲା ।  ନୂଆଁଖାଇ ପାଇଁ ଦୂରଦୂରାନ୍ତରେ ଥିବା ଲୋକେ ଘରକୁ ଫେରିଛନ୍ତି । ହାଟବଜାର ଗହଳ ଚହଳ ।  ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କୁ ନବାନ୍ନ ଅର୍ପଣ ହେବ । ଏହା ପରେ ପରିବାରର ସମସ୍ତ ସଦସ୍ୟ…

ନୂଆଁଖାଇ: ମା’ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ଆଜି ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ । ଉତ୍ସବମୁଖର ପୁର ପଲ୍ଲୀ । ଏହି ଅବସରରେ ଆଜି ଅମୃତ ବେଳାରେ ଇଷ୍ଟ ଦେବୀ ମା’ ସମଲେଇଙ୍କ ଠାରେ ଲାଗି ହୋଇଛି ନବାନ୍ନ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୯.୧୨ ରୁ…

ଦୁର୍ଗମ ଅଞ୍ଚଳରେ ଫଳିଲା ଅଙ୍ଗୁର, ଅଧିକ ଚାଷ ପାଇଁ ଆଦିବାସୀ ମହିଳାଙ୍କ ପ୍ରୟାସ

ପାତ୍ରପୁର : ମନ ବଳ ଆଉ ଇଚ୍ଛା ଶକ୍ତି ଦୃଢ଼ ଥିଲେ ପ୍ରତ୍ୟକ କାର୍ଯ୍ୟରେ ସିଦ୍ଧି ମିଳିଥାଏ । ଏହା ଏକ ଆଦିବାସୀ ମହିଳା ପ୍ରମାଣ କରି ଦେଖେଇଛନ୍ତି । ପାତ୍ରପୁର ବ୍ଲକ୍ ଅଙ୍କୁଲି ପଂଚାୟତର ଆଦିବାସୀ ମାନେ ବ୍ରିଟିଶ ଶାସନ ସମୟରେ କମଳା ଚାଷ କରି ରାଜ୍ୟରେ ନାମ କରିଥିଲେ l ସୋଲାର ବତି ପାଇଁ…

ବଜ୍ରପ୍ରାତରେ ଯୁବକଙ୍କ ମୃତ୍ୟୁ

ଚିକିଟୀ : ଏହି ବ୍ଲକ ଗୋଳନ୍ଥରା ଥାନା ଅଧିନସ୍ଥ ଗିରିସୋଲା ଗ୍ରାମପଞ୍ଚାୟତର ଏରେଣ୍ଡ୍ରl ଗାଁର ଜୁରିଆ ପ୍ରଧାନ (୫୫) ନିଜ ଜମିକୁ ହଳ କରିବାକୁ ଯାଇଥିବା ବେଳେ ପ୍ରଚଣ୍ଡ ବଜ୍ରାଘାତ ଘଟିଥିଲା l ଏହି ବଜ୍ରା ଘାତରେ ଯୁବକ ଜଣକ ଟଳି ପଡ଼ିଥିଲେ l ଘଟଣା ଘଟିବା ପରେ କିଛି ଦୂରରେ ଥିବା ଅନ୍ୟ ମୁଲିଆ…

ବାଲିଗୁଡାରେ ଗଣେଷ ପୂଜା ପାଳିତ : ନୂତନ ଛାତ୍ରଛାତ୍ରୀ ଖଡ଼ି ଛୁଆଁଇଲେ

ବାଲିଗୁଡା, ୦୭/୦୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି l ଏହି ଅବସରରେ ଟାଉନର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ…

କନ୍ଧମାଳ ଜିଲ୍ଲାରେ ସମୁଦାୟ ୬ଗୋଟି ସୁଭଦ୍ରା ଭ୍ୟାନ ବୁଲିବ : ଜିଲ୍ଲପାଳ

ଫୁଲବାଣୀ : ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗର ସୁଭଦ୍ରା ଯୋଜନା ରାଜ୍ୟର ମହିଳାମାନଙ୍କ କଲ୍ୟାଣ ପାଇଁ ଏକ ଅଭିନବ ଯୋଜନା। ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ତଥା ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଏହି କଲ୍ୟାଣକାରୀ ଯୋଜନା…

ଫୁଲବାଣୀ ଓକିଲସଂଘ ପକ୍ଷରୁ ପାଳିତ ହେଲା ଗଣେଶ ପୂଜା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘ ପକ୍ଷରୁ ପୁରୁଣା ଓକିଲ ବାର ପରିସରରେ ଗଣେଶ ପୂଜା ପାଳିତ ହୋଇଯାଇଛି l ପୂଜାରେ କର୍ତ୍ତା ଭାବରେ ଆଇନଜୀବୀ ଜ୍ଞାନୀନ୍ଦ୍ର ନାଥ ପାଢୀ କାର୍ଯ୍ୟ ତୁଲାଇ ଥିବା ବେଳେ ବିରୂପାକ୍ଷ ପଣ୍ଡା, ପ୍ରତାପ ବେହେରା, ଜୟନ୍ତ ମହାନ୍ତି, ଦୀପକ ମହାପାତ୍ର,…

ପବିତ୍ର ଶ୍ରୀଗଣେଶ ଚତୁର୍ଥୀ : ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ, ସବୁଠି ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା

ଛତ୍ରପୁର : ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଧରାପୃଷ୍ଟରେ ଅବତରଣ କରିଛନ୍ତି ଗଜାନନ । ଚଳଚଞ୍ଚଳ ପୁର ପଲ୍ଲୀ । ସବୁଛି ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା । ସେହିପରି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସହ ବିଭିନ୍ନ ସାହି…

ଛତ୍ରପୁର ପ୍ରେସ କ୍ଲବରେ ବିଘ୍ନ ବିନାଶକ ଗଜାନନଙ୍କ ପୂଜା ଧୁମଧାମ ରେ ପାଳିତ

ଛତ୍ରପୁର : ଛତ୍ରପୁର ପ୍ରେସ କ୍ଲବ ରେ ଅଗ୍ର ପୂଜ୍ୟ ଗଜାନନଙ୍କ ପୂଜା କୁ ଧୁମଧାମରେ ପାଳନ କରାଯାଇଛି ଗଜାନନ ଙ୍କ ମୂର୍ତ୍ତି ସ୍ଥାପନ କରି ବିଘ୍ନ ବିନାଶକ ଗଜାନନ ଙ୍କୁ ପୂଜା କରାଯାଇଥିଲା । ବିଦ୍ୱାନ ପଣ୍ଡିତଙ୍କ ଦ୍ଵାରା କ୍ଳବ ପରିସରରେ ପ୍ରଭୁ ଗଣେଶଙ୍କୁ ଅବାହନ କରାଯିବା ସହ ହୋମ ଯଜ୍ଞ…