Sign in
Sign in
Recover your password.
A password will be e-mailed to you.
ବ୍ୟାଙ୍କ ମ୍ୟାନେଜର ଓ ଲୋନ୍ ଅଫିସରଙ୍କ ଉପରେ ମାଡ଼ିଗଲା ଟ୍ରକ୍
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଚିନ୍ତାପୋଖରୀ ଛକ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍ ଉପରେ ଟ୍ରକ୍ଟିଏ ଚଢ଼ିଯିବାରୁ ୨ ଜଣ ବ୍ୟାଙ୍କ ଅଧିକାରୀଙ୍କ ମୃତ୍ୟୁ ଘଟିଛି।ମୃତକ ଦ୍ୱୟ ହେଉଛନ୍ତି ସୁବ୍ରତ ମହାପାତ୍ର ଓ ପିନୁ ଧଳ। ସୁବ୍ରତ ମହାପାତ୍ର ଏଚ୍ଡିଏଫ୍ସି!-->…
କଂଗ୍ରେସ ସହ ମେଣ୍ଟ କରିବ ବିଜେଡି ! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ
ନୂଆଦିଲ୍ଲୀ,୧୮।୭: ଲୋକ ସଭାରେ ୨୪୨ଟି ଆସନ ଜିତିଥିବା ଭାଜପା ହୁଏତ ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁ ଏବଂ ଚିରାଗ ପାଶୱାନଙ୍କ ଭଳି ସହଯୋଗୀମାନଙ୍କ ସହାୟତାରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଥାଇପାରେ, କିନ୍ତୁ ରାଜ୍ୟ ସଭାରେ ଭାଜପାର ସଂଖ୍ୟାଗରିଷ୍ଠତା ନାହିଁ। ଏପରିକି ଏନଡିଏ ସହିତ ଭାଜପା!-->…
ସିଏମଓରୁ ହଟିଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ, ଏବେ ଏହି ବିଭାଗର ଦାୟିତ୍ୱରେ ରହିବେ
ଭୁବନେଶ୍ୱର,୧୮।୭: ସିଏମଓରୁ ହଟିଲେ ଆଇଏଏସ ରୁପାରୋଶନ ସାହୁ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ରୁପାରୋଶନଙ୍କ ବଦଳି ହୋଇଛି। ତାଙ୍କୁ ଏସସି/ଏସଟି ଉନ୍ନୟନ ବିଭାଗ କମିଶନର ତଥା ସଚିବ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ରୁପା ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।!-->…
କମିସନରରେଟ୍ ପୁଲିସ ହାତରେ ତାମିଲନାଡୁ ଲୁଟେରା ଗ୍ୟାଙ୍ଗ୍: ୪ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ରାଜଧାନୀରୁ ତାମିଲନାଡୁର ଏକ ଲୁଟେରା ଗ୍ୟାଙ୍ଗ୍ ଗିରଫ। ଏହି ତୀରଛି ଗ୍ୟାଙ୍ଗ୍ ରାଜଧାନୀର ଗଳି କନ୍ଦିରେ ବୁଲୁଥିଲେ ଏବଂ କାର କାଚ ଭାଙ୍ଗି ଲୁଟ୍ କରୁଥିଲେ । ମୋଟ୍ ଚାରି ଜଣଙ୍କୁ ପୁଲିସ ଗିରଫ କରିଛି। ୪ଟି ଲାପଟପ ଓ ୨୫ଟି ମୋବାଇଲ ଜବତ ହୋଇଛି। କାର କାଚ ଭାଙ୍ଗି ଲୁଟ୍ କରିବା!-->…
ବିଳମ୍ବରେ ହେଉ ପଛେ ଭଲ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବିଜେଡି ସୁପ୍ରିମୋ: ଅମର ଶତପଥୀ
ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ପଟ୍ଟନାୟକ ଯେମିତି ବର୍ତ୍ତମାନ ବିଧାୟକମାନଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି, ପୂର୍ବରୁ ଯଦି ଏମିତି କରିଥାନ୍ତେ!-->…
ଝିଙ୍କ ଶିକାର କରି ପ୍ରଧାନ ଶିକ୍ଷକ ଗିରଫ, ମାଂସ ଓ ବନ୍ଧୁକ ଜବତ
ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ଝିଙ୍କ ଶିକାର କରି ଗିରଫ ହୋଇଛନ୍ତି ଜଣେ ପ୍ରଧାନ ଶିକ୍ଷକ। ତାଙ୍କ ସହିତ ଆଉ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି ମୟୂରଭଞ୍ଜ ଶିମିଳିପାଳ ଦକ୍ଷିଣ ଡିଭିଜନର ବନ କର୍ମଚାରୀ। ଅଭିଯୁକ୍ତ ଦ୍ୱୟଙ୍କଠାରୁ ଦେଢ଼ କେଜି ଝିଙ୍କ ମାଂସ, ୮୮ଟି ଝିଙ୍କ କାଠି, ଗୋଟିଏ!-->…
‘ଆହାର’ ଯୋଜନା ବନ୍ଦ ହେବନାହିଁ
ଭୁବନେଶ୍ବର : ସାଧାରଣ ଲୋକଙ୍କୁ ୫ ଟଙ୍କାରେ ମିଳୁଥିବା ଭୋଜନ ‘ଆହାର’ ଯୋଜନା ବନ୍ଦ ହେବନାହିଁ। ଆହାର ପ୍ରତି ଲୋକଙ୍କ ଆଗ୍ରହ ଅଛି ଓ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।ସେପଟେ ଆହାର ଯୋଜନାର ନାଁ ପରିବର୍ତ୍ତନ ନେଇ ପରବର୍ତ୍ତୀ!-->…
ଯୁବତୀଙ୍କ ମୁଣ୍ଡରେ ୧୮ଟି ଲୁହାକଣ୍ଟା ପିଟିଥିଲେ ତାନ୍ତ୍ରିକ, ବାନ୍ଧିଲା ପୁଲିସ
ବଲାଙ୍ଗିର : ଯୁବତୀଙ୍କୁ ଅଜବ ତନ୍ତ୍ର ଚିକିତ୍ସା କରି ଗିରଫ ହେଲେ ତାନ୍ତ୍ରିକ। ୪ ବର୍ଷ ତଳେ ଜଣେ ଯୁବତୀଙ୍କ ମୁଣ୍ଡରେ ୧୦ରୁ ଅଧିକ ଲୁହାକଣ୍ଟା ପିଟିଥିବା ଅଭିଯୋଗରେ ଏହି ତାନ୍ତ୍ରିକଙ୍କୁ ଗିରଫ କରିଛି ପୁଲିସ। ସେପଟେ ଗୁରୁତର ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ବଲାଙ୍ଗିର ଜିଲ୍ଲା!-->…
ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହେଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ସାମଗ୍ରୀ
ପୁରୀ: ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଆଜି ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହୋଇଛି। ଏହି କାମ କରିବା ପାଇଁ ପ୍ରାୟ ସାଢ଼େ ୭ ଘଣ୍ଟା ସମୟ ଲାଗିଛି। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗୁରୁବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀମନ୍ଦିର!-->…
ବୋଲବମ୍ ଯାତ୍ରାବେଳେ ଧବଳେଶ୍ବର ପୀଠକୁ ପ୍ଲାଷ୍ଟିକ କଳସ ମନା
କଟକ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଶ୍ରାବଣ ମାସ। ଶୈବପୀଠଗୁଡ଼ିକରେ ଜଳଲାଗି କରିବେ ଶ୍ରଦ୍ଧାଳୁ। ଧବଳେଶ୍ଵରଙ୍କ ପୀଠକୁ ମଧ୍ୟ ଆସିବେ କାଉଡ଼ିଆ। ତେବେ କାଉଡ଼ିଆମାନେ ପ୍ଲାଷ୍ଟିକ କଳସ ନେଇ ମନ୍ଦିରକୁ ଆସିପାରିବେ ନାହିଁ। କାରଣ ଏଥର ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକୁ ବ୍ୟାନ କରିଛି ପ୍ରଶାସନ ଓ!-->…