କାତି ଚୋଟରେ ବୃଦ୍ଧ ଗୁରୁତର, ଅଭିଯୁକ୍ତ ଗିରଫ…

ହିଞ୍ଜିଳିକାଟୁ ୧୯!୭ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ ଥାନା ଅଧିନ ଗୋବିନ୍ଦପୁର ଗ୍ରାମ ରେ ଶୁକ୍ରବାର ସକାଳେ ଜଣେ ହୋଟୋଲ ମାଲିକ ବୃଦ୍ଧଙ୍କ ଉପରେ କାତିରେ ମାରାତ୍ମକ ଆକ୍ରମଣ ହୋଇଛି ‌। ଗୁରୁତର ଆହତ ଜଣକ ଗୋବିନ୍ଦପୁର ଗ୍ରାମ ର ହରିସାହୁ୬୫ ।ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୬୦,୦୦୦ଙ୍କା ଜୋରିମାନା…

ଫୁଲବାଣୀ : ଫାଷ୍ଟ ଟ୍ରାକର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୩ ଵର୍ଷିଆ ନାବାଳିକା ଦୁଷ୍କର୍ମ ମାମଲା ର ବିଚାର ୧୬ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାର ରେ ବିଚାର କରି ତାଲେଶ୍ଵର ମଲ୍ଲିକ ପିତା ଦଶରଥ ମଲ୍ଲିକ ଗ୍ରାମ -ବାଲିକିଆ (ବାଲିଗୁଡା)କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ

ବାହୁଦା ନଦୀ ଶଯ୍ୟାରୁ ବେଧଡକ ବାଲି ଚୋରା ଚାଲାଣ : ପ୍ରଶାସନ ବଟି ଖାଇ ଚୁପ…!!

ଚିକିଟୀ - -ଗଞ୍ଜାମ ଜିଲ୍ଲା ଚିକିଟୀ ଦିଗପହଣ୍ଡି ମଧ୍ୟରେ ରେ ବୋହି ଯାଉଥିବା ବାହୁଦା ନଦୀ ଶଯ୍ୟାରୁ ପ୍ରଶାସନ ସାଙ୍ଗକୁ ଖଣି ବିଭାଗ କୁ ଖୋଲା ଚାଲେଞ ଦେଇ ସ୍ଵଷ୍ଟ ଦିବାଲୋକରେ ମାଫିଆ ବେଧଡକ ବାଲି ଚୋରା ଚାଲାଣ କରୁଥୁବା ଦେଖିବାକୁ ମିଳିଛି |ଚିକିଟୀ ସ୍ଥିତ ନୂଆପଡା ରାଜସ୍ବ ଇଲାକା ଶିରିପୁର

ସରକାର ଙ୍କ ଗାଁ, ଗାଁ କୁ ରାସ୍ତା ଧର୍ମକୁ ଆଖିଠାର : ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟିଆ ଭରସା…

ବର୍ଷା ଦିନେ ପିଲାଙ୍କ ପାଠ ପଢା ଠପ... ଉମରକୋଟ /ଝରିଗାଁ(୧୯/୦୭/୨୦୨୪) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ବିଭିନ୍ନ ଗ୍ରାମକୁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନଥିବା ବେଳେ ବର୍ଷା ଦିନ ମାନଙ୍କରେ ଯାତାୟାତରେ ନାହିଁ ନ ଥିବାର ସମସ୍ୟାର ସଂମ୍ମୁଖୀନ ହେଉଛନ୍ତି ଆଦିବାସୀ ଉପାନ୍ତ

ଏବିଭିପିର ଚଳିତ ମାସ ୧୮ ତାରିଖରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ…

ଫୁଲବାଣୀ : ଫୁଲବାଣୀ ସ୍ଥିତ ମା ନାରାୟଣୀ ଯାତ୍ରା ପଡିଆ କାର୍ଯ୍ୟାଳୟ ଠାରେ ସନ୍ଧ୍ୟାରେ ଏବିଭିପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କନ୍ଧମାଳ ଜିଲ୍ଲାରେ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ୬୦୦୦ ଅଧିକ ସଦସ୍ୟ ଥିବା ଆକଳନ କରାଯାଇଛି । ଚଳିତ ମାସ

ମା ଗୃହ, ଗର୍ଭବତୀ ମା ମାନଙ୍କ ସହିତ ବିଧାୟକଙ୍କ ଆଲୋଚନା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ନବ ନିର୍ବାଚିତ ବିଧାୟକ ମାନ୍ୟବର ଉମାଚରଣ ମଲ୍ଲିକ ବାଲନ୍ଦାପଡା ଠାରେ ସ୍ୱାତୀ ଦ୍ୱାରା ପରିଚାଳିତ ମା ଗୃହକୁ ଗତକାଲି ପରିଦର୍ଶନ କରି ଗର୍ଭବତୀ ମା ମାନଙ୍କ ସହିତ ଆଲୋଚନା କରିଥିଲେ । ସ୍ଥାନୀୟ ପାଞ୍ଚ ଗୋଟି ପଂଚାୟତ ତଥା ବାଲନ୍ଦାପଡା, ଲୁଇସିଂ,

ହନୁମାନ ପଇସା(ତମା କାସୁ) ଚୋରି ମାମଲାରେ ଚାରି ଗିରଫ

ମାଲକାନଗିରି,୧୮।୭ : ମାଲକାନଗିରି ପୋଲିସ ଏକ ଚୋରି ମାମଲାରେ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ସଦର ବ୍ଲକ ତଣ୍ଡିକି ଗ୍ରାମର କେକର ନାରାୟଣ ନାମକ ବ୍ୟକ୍ତି ଗତକାଲି ଥାନାରେ ଏକ ଅଭିଯୋଗ କରିଥଇଲେ ଯେ, ତାଙ୍କ ଘରକୁ

ବ୍ୟାଟେରୀ ସ୍କୁଟି ଓ ବାଇକ ମୁହାମୁହିଁ ଧକ୍କା, ସ୍କୁଟି ଚାଳକ ଗୁରୁତର

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନରେ ଥିବା ଲାକୋଟି ଅଞ୍ଚଳର ବବ୍ଲୁ ସାହୁ ୪୨ ବର୍ଷ ନିଜର ସ୍କୁଟିକୁ ନିଜ ଘର ସାମ୍ନାରେ ଛିଡ଼ା କରି ନିଜର ଝିଅ ସହିତ କଥା ହେଉଥିବା ବେଳେ କୁଆଁରମୁଣ୍ଡା ପଟୁ ଗୋଟିଏ ପଲ୍ସର ବାଇକରେ ଦୁଇ ଜଣ ଯୁବକ ଦୃତ ଗତିରେ ଆସି ସ୍କୁଟିରେ

ମାନବିକତା ଦେଖାଇଲେ କଲେଗାଁ ଉଚ୍ଚ ବିଧ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁ

ଉମରକୋଟ /ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିବା ଫଳରେ ଅଟୋରେ ବସିଥିବା ଜଣେ ଲୋକ ଗୁରୁତର ଆହତ ହୋଇଛନ୍ତି।ସୂଚନା ପ୍ରକାରେ କଲିକତା ଅଞ୍ଚଳର ଶିବା ଦେବନାଥ ନାମକ ଜଣେ ଚାରା ବ୍ୟବସାୟୀ ଝରିଗାଁ ତଥା ଆଖପାଖ ବ୍ଳକରେ ବିଭିନ୍ନ