ସାଙ୍ଗ ଘରୁ ସାଙ୍ଗର ଝୁଲନ୍ତା ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର: ସୋନପୁର ସହରର ପଟାଭାଡି ପଡାରେ ଜଣେ କଲେଜ ଛାତ୍ରଙ୍କ ଆତ୍ମହତ୍ୟା। ଛାତ୍ର ଜଣକ ବିନିକା ବ୍ଲକ କଣ୍ଟାପାଲି ଗାଁର ହୋଇଥିବା ବେଳେ ସେ ସୋନପୁର ରାଜ କଲେଜର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ବୋଲି ଜଣାପଡିଛି। ସେ ହେଉଛନ୍ତି କଣ୍ଟାପାଲି ଗାଁର ଋତୁରାଜ ସା। ସୂଚନା ଅନୁସାରେ

ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ୨ IPSଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସର ମୁଖ୍ୟ ଜଗନ ମୋହନ ରେଡ୍ଡୀ ଓ ଅନ୍ୟ ୪ ଜଣଙ୍କ ବିରୋଧରେ ରୁଜୁ ହୋଇଛି ହତ୍ୟା ଉଦ୍ୟମ ମାମଲା। ଗୁଣ୍ଟୁର ଜିଲ୍ଲା ନଗରାମପାଲେମ ପୁଲିସ୍‌ ପକ୍ଷରୁ ଏପରି ମାମଲା ରୁଜୁ କରାଯାଇଛି। ଜଗନଙ୍କ ବ୍ୟତୀତ ପୂର୍ବତନ ପୁଲିସ୍‌

ବାଣପୁରରେ ଫୁଟିଲା ବୋମା, ଜଣେ ମୃତ

ବାଲୁଗାଁ : ବାଣପୁରରେ ଫୁଟିଲା ବୋମା, ଜଣେ ମୃତ ଓ ୨ ଗୁରୁତର । ପାରିବାରିକ କଳହରୁ ବୋମାମାଡ଼ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାହସପୁରର ଶାନ୍ତି ନଗରରେ ବାପା ଓ ପୁଅ କଳହରୁ ବୋମା ମାଡ଼ ! ହୋଇଛି । ବୋମା ମାଡ଼ରେ ! ମୃତକ ଜଣକ ହେଲେ ସଠିଆ ରାଉତରାୟଙ୍କ ସାନପୁଅ ଦିବ୍ୟସିଂହ

ଝୁଲନ୍ତା ଅବସ୍ଥାରେ ଏସସିଓଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଝୁଲନ୍ତା ଅବସ୍ଥାରେ ଏସସିଓଙ୍କ ମୃତଦେହ ଉଦ୍ଧାର। ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରୁ ଏସସିଓ (SCO) ସୁରେଶ ମଲ୍ଲିକଙ୍କ ମୃତଦେହ ଉଦ୍ଧାର ହୋଇଛି। ବରୀ ବ୍ଲକ ଦାୟିତ୍ବରେ ଥିଲେ ସୁରେଶ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଅହମ୍ମଦପୁର ଅଞ୍ଚଳରେ ଥିବା ସୂଚନା

୨୫ ଯାଏ ବିଚାର ବିଭାଗୀୟ ହାଜତକୁ ଗଲେ କେଜ୍ରିୱାଲ

ଇଡି କେସ୍‌ରେ ଅନ୍ତରୀଣ ଜାମିନ ପାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ମାମଲାରେ ଝଟକା ଲାଗିଛି। ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ୨୫ ଯାଏ ବୃଦ୍ଧି କରିଛନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ

କାଲିଠୁ ବଢ଼ିବ ବର୍ଷା, ୧୪ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା

ଭୁବନେଶ୍ୱର : କାଲିଠୁ ବଢ଼ିବ ବର୍ଷା । ୧୪ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବଢିବ ବର୍ଷାର ପରିମାଣ । ରାଜ୍ୟରେ କାଁ ଭାଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି । ଆଜି ଉପକୂଳ ଓଡ଼ିଶାର କିଛି କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି

ତାପଙ୍ଗ ଖଣି ପାଣିରୁ ମିଳିଲା ନିଖୋଜ ଓମ୍‌ ପ୍ରକାଶଙ୍କ ମୃତଦେହ

ଖୋର୍ଦ୍ଧା: ତାପଙ୍ଗ ଖଣି ପାଣିରୁ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ। ୫ ଦିନ ପରେ ଆଜି ସକାଳେ ଖଣି ପାଣିରେ ଭାସିଲା ମୃତଦେହ। ଓମ୍‌ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ସୋମବାର ରିଲ୍ସ କରିବା ବେଳେ ପାଣିରେ ଖସିପଡ଼ିଥିଲେ ଯୁବକ। ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି

ଭୂସ୍ଖଳନ ପରେ ଭାସିଗଲା ବସ୍; ୬୩ ଜଣଙ୍କ ପତ୍ତା ମିଳୁନି

ନେପାଳରେ ଭୟଙ୍କର ଭୂସ୍ଖଳନ। ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ହେବା ଫଳରେ ନଦୀରେ ୨ଟି ବସ୍ ଭାସି ଯାଇଥିବା ସୂଚନା ମିଳିଛି। ଫଳରେ ବସରେ ଥିବା ୬୩ ଜଣ ଯାତ୍ରୀ ନିଖୋଜ ହୋଇ ଯାଇଛନ୍ତି। ସୂଚନା ଅନୁସାରେ, କେନ୍ଦ୍ରୀୟ ନେପାଳ ମଦନ-ଆଶ୍ରିତ ହାଇୱେରେ ଏହି ଅଘଟଣ ଘଟିଛି। ଗତକାଲି

ବିଏମସିକୁ ହାଇକୋର୍ଟଙ୍କ ତାଗିଦ୍, ୩ ଦିନ ମଧ୍ୟରେ ମୃତ୍ୟୁ ସାର୍ଟିଫିକେଟ ଦିଅ

କଟକ : ବିଏମସିକୁ ହାଇକୋର୍ଟଙ୍କ ତାଗିଦ୍ । କୋଭିଡରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଅସହାୟ ପତ୍ନୀଙ୍କୁ ୩ ଦିନ ମଧ୍ୟରେ ମୃତ୍ୟୁ ସାର୍ଟିଫିକେଟ ସହିତ ଅନ୍ୟାନ୍ୟ କାଗଜପତ୍ର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଏହା ସହ ବିଏମସି କମିଶନର ବିଭିନ୍ନ

ତହସିଲଦାରଙ୍କ ଅଜାଣତରେ କନ୍ଧମାଳ ଜିଲ୍ଲାରେ ଜମି ଜବରଦଖଲ : ବିଜେପି ସରକାରଙ୍କ ଜମି ଉଚ୍ଛେଦ କେବେ.. ?

ଫୁଲବାଣୀ :- ଗତ ଦିନର ଦଳୀୟ ଶାସନ କାଳରେ ଭୋଟରଙ୍କୁ ଅନୁକୁମ୍ପା ଦେଇ ଭୋଟ ହାତେଇ ଚାଲିଥିଲେ। ଯାହାର ଫଳ ସ୍ୱରୂପ କନ୍ଧମାଳ ଜିଲ୍ଲାର ବିଭିନ୍ନ ସରକାରୀ ଜମି, ଜଙ୍ଗଲ ଜମି,ବନ ସଂରକ୍ଷଣ ପାହାଡ଼,ପଥର ବଣି, ଆଦିବାସୀଙ୍କ ଜମି, କଲେଜ ଜମି, ଫୁଲବାଣୀ ପିଲା ସାଲୁଙ୍କି କ୍ବାଟର,ଏମ ଆଇ କ୍ବାଟର,