Sign in
Sign in
Recover your password.
A password will be e-mailed to you.
ହେରା ପଞ୍ଚମୀ ବିଧାନ : ଦର୍ଶନ ପାଇଁ ବିପୁଳ ଜନସମାଗମ
ଶ୍ରୀଜଗନ୍ନାଥଙ୍କ ନୃସିଂହ ଅବତାରହିଞ୍ଜିିଳିକାଟୁ : ରଥଯାତ୍ରାର ପଞ୍ଚମ ଦିବସରେ ଆଜି ହେରା ପଞ୍ଚମୀର ନାଟକୀୟ ବିଧାନ ଦର୍ଶନ ପାଇଁ ସ୍ଥାନୀୟ ଆଡପ ମଣ୍ଡପ ପରିସରରେ ବିପୁଳ ଜନସମାଗମ ହୋଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁ , ଅଗ୍ରଜ ଭ୍ରାତା ବଳଭଦ୍ର ଓ ଭଗ୍ନି ଦେବୀ ସୁଭଦ୍ରାଙ୍କ ସହ ସ୍ୱତନ୍ତ୍ର!-->…
ସୀମାନ୍ତରେ ଚାରି ସକ୍ରିୟ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଜଣେ ଇନାମୀ ମାଓବାଦୀ ସମେତ ଚାରିଜଣ ସକ୍ରିୟ ମାଓବାଦୀଙ୍କ ପୁଲିସ ନିକଟରେ ଆତ୍ମସମର୍ପଣ l ସୂଚନା ଅନୁଯାଇ ସରକାରଙ୍କ ପୁନର୍ବାସ ନୀତି ଏବଂ ଜିଲ୍ଲା ପୁଲିସର ନିୟଦ ନେଲ୍ଲା ନାର ଯୋଜନାରେ ପ୍ରଭାବିତ ହୋଇ ଗୁରୁବାର ଦିନ ଜଣେ!-->…
ଆଇଓସିଏଲ ପକ୍ଷରୁ ଚାରାରୋପଣ ସହ ସ୍ୱଚ୍ଛତା ସଚେତନତା ଶିବିର
ଆସିକା : ଆସିକା ବ୍ଳକ ହରିଡାପଦର ପଞ୍ଚାୟତ କୁମ୍ଭାରୀ ବୈଦ୍ୟ ରଘୁନାଥ ବିଦ୍ୟାପିଠ ପରିସରରେ ଗୁରୁବାର ଆଇଓସିଏଲ ପକ୍ଷରୁ ଚାରାରୋପଣ ସହ ସ୍ୱଚ୍ଛତା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶେଷଦେବ ସାହୁଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ!-->…
ଦୁଇ ସନ୍ତାନ ଆଇନ ପ୍ରଣୟନ ଦାବୀରେ କନ୍ଧମାଳ ଜିଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ
ଫୁଲବାଣୀ : ଦେଶର ଦୃତ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଫୁଲବାଣୀଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତୀକ ଧାରଣା ଦେବା ସହ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କୁ ଏକ ଦାବୀପତ୍ର ପ୍ରଦାନ!-->…
ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସଂପର୍କରେ ସାମାଜିକ ବ୍ୟବହାର ପରିବର୍ତ୍ତନ ସଚେତନତା
ଫୁଲବାଣୀ : ଅଗ୍ରଣୀ ଅନୁଷ୍ଠାନ ସ୍ୱାତୀ ଓ କ୍ରାଏର ମିଳିତ ସହଯୋଗରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସଂପର୍କରେ କିପରି ସବୁ ସ୍ତରରେ ବ୍ୟବହାର ପରିବର୍ତ୍ତନ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଫିରିଙ୍ଗିଆ ଠାରେ ଅନୁଷ୍ଠିତ ହୋଇଜାଇଅଛି । ଏଥିରେ ଆଗ ଧାଡି ସ୍ୱାସ୍ଥ୍ୟ!-->…
ଆଗାମୀ ଲୋକସଭା ଅଧିବେଶନରେ ଜିଲ୍ଲାର ବିଭିନ୍ନ ସମସ୍ୟା ଉଠେଇବା ସହିତ ଏହାର ଯଥାଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି
ଫୁଲବାଣୀ : କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାର ବିଭିନ୍ନ ସମସ୍ୟା ଓ କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ। ଜିଲ୍ଲାର ବିଭିନ୍ନ ବିଭାଗର!-->…
ଚିକିଟୀ ବିଜ୍ଞାପିତ ଅଞ୍ଚଳପରିଷଦର ୧୭ତମ କାଉନସିଲ ବୈଠକରେ ଯୋଗ ଦେଲେ ବିଧାୟକ
ଚିକିଟୀ : ଆଜି ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷରେ ସତର ତମ ସାଧାରଣ ବୈଠକ ଅଧ୍ୟକ୍ଷା ଦୀପା କୁମାରୀ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଧାୟକଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ଥିବା ବେଳେ ଅଧ୍ୟକ୍ଷାଙ୍କ ଦ୍ୱାରା ସ୍ୱାଗତ ଭାଷଣ ରଖାଯାଇ ସମସ୍ତ!-->…
ବିଭୀଗୀୟ ମନ୍ତ୍ରୀ ବଜାର ବୁଲିଲେ, ଦର ସାମାନ୍ୟ ଅଛି ବୋଲି କହିଲେ……!
ମନ୍ତ୍ରୀଙ୍କୁ ବାଧୁନୀ ମହଙ୍ଗା ଦର……!
ବ୍ରହ୍ମପୁର : ସାରା ରାଜ୍ୟରେ ପନିପରିବା ଠାରୁ ନିତ୍ୟ ବ୍ୟବହାର ସାମଗ୍ରୀ ର ଆକାଶ ଛୁଆଁ ଦର ବୃଦ୍ଧି ଘଟିଛି। ନିର୍ବାଚନ ପରେ ଠାରୁ ଗରିବ ଖଟିଖିଆ ଠାରୁ ସମସ୍ତ ଶ୍ରେଣୀର ଲୋକେ ଦରଦାମ ବୃଦ୍ଧି ରୁ ବର୍ତ୍ତୀ ନାହାନ୍ତି। ବିଭିନ୍ନ ଗଣମାଧ୍ୟମ ରେ!-->!-->!-->…
ସବୁ ନାଗରିକମାନଙ୍କ ପାଇଁ ସମାନ ସଂହିତା ଆଇନ ପ୍ରଣୟନ ଲାଗୁ କରିବା ପାଇଁ ଦାବିପତ୍ର
ରାୟଗଡ଼ା : ଆମ ସମ୍ବିଧାନକୁ ଅବମାନନା କରାଯାଇ ଦେଶରେ ଧାର୍ମିକ ଆଧାରରେ ବିଭିନ୍ନ ଧର୍ମାମ୍ବଲମ୍ବିମାନଙ୍କ ପାଇଁ ଅଲଗା ଅଲଗା ଆଇନ ପ୍ରଚଳନ ହେଉଛି । ଯାହା ଫଳରେ କିଛି ନାଗରିକ ଦୈତ୍ୟ ଆଇନ ଉପଭୋଗ କରୁଛନ୍ତି । ଗୋଟିଏ ଦେଶରେ ଏକାଧିକ ଆଇନ ପ୍ରଚଳନ , ଭାରତୀୟ ସମ୍ବିଧାନର ଧାରା ୪୪ କୁ ସ୍ପଷ୍ଟ!-->…
ସରକାରୀ ଅବସରପ୍ରାପ୍ତ କର୍ମଜୀବୀ ଉତ୍କଳୀୟ ବଙ୍ଗାଳି ସମାଜ ପକ୍ଷରୁ ବୃକ୍ଷରୋପଣ
ଉମରକୋଟ : ଓଡ଼ିଶାରେ ୭୫ ତମ ବନ ମହୋତ୍ସବ ଚାଲିଥିବା ବେଳେ ଉମରକୋଟ ଅବସରପ୍ରାପ୍ତ ସରକାରୀ କର୍ମଜୀବୀ ଉତ୍କଳୀୟ ବଙ୍ଗାଳୀ ସମାଜ ପକ୍ଷରୁ ନୂଆ ବୃକ୍ଷରୋପଣ ଅଭିଯାନ ୟୁଭି ୫୨ ଗ୍ରାମ ଠାରେ ( ୨୦୦ ) ଦୁଇ ଶହ ନୂଆ ବୃକ୍ଷ ଚାରା ରୋପଣ କରି ଉମରକୋଟ ଶହରରେ ଏକ ଉଦାହରନ ପାଲଟିଛି । ଏହି ନୂଆ!-->!-->!-->…