କେନ୍ଦ୍ରୀୟ ଜିଏସ୍‌ଟି ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ କୋର୍ଟ ଚାଲାଣ…

ବ୍ରହ୍ମପୁର: ଲାଞ୍ଚ ଗ୍ରହଣ ବେଳେ ଗିରଫ ହୋଇଥିବା କେନ୍ଦ୍ରୀୟ ଜିଏସ୍‌ଟି ସୁପରିଣ୍ଟେଣ୍ଡେଣ୍ଟ୍‌ ମନୋଜ କୁମାର ସୁବୁଦ୍ଧିଙ୍କୁ ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ସିସିଆଇ କୋର୍ଟ ଚାଲାଣ କରାଯାଇଛି। ଗତକାଲି ଅନନ୍ତନଗରସ୍ଥିତ କେନ୍ଦ୍ରୀୟ ଜିଏସ୍‌ଟି ଅଫିସରେ ସିବିଆଇର ଏକ ଟିମ୍‌ ଚଢ଼ଉ କରିଥିଲା।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଉଷା ପାଢ଼ୀ

ଭୁବନେଶ୍ଵର: ଆଇଏଏସ୍‌ ଅଧିକାରିଣୀ ଉଷା ପାଢ଼ୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ (ଏଚ୍ ଆଣ୍ଡୟୁଡି) ବିଭାଗର ପ୍ରମୁଖ ସଚିବ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଏହାର ଭବିଷ୍ୟତ ପାଇଁ ନିଜର ଦୃଷ୍ଟିକୋଣ ନେଇ ଆଲୋଚନା

ନାବାଳିକାକୁ ନିର୍ଯାତନା ମାମଲା: ଅଭିନେତ୍ରୀଙ୍କ ବିରୋଧରେ ମାମଲା ରୁଜୁ କଲେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିସନ

କଟକ: ଜଣେ ନାବାଳିକାକୁ ନିର୍ଯାତନା ଦିଆଯିବା ପ୍ରସଂଗ ଓଡ଼ିଆ ସିନେ ଅଭିନେତ୍ରୀ ରିୟା ଦେ’ଙ୍କ ବିରୋଧରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିସନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଶିଶୁ ସୁରକ୍ଷା ଅଧିକାର କମିସନ ଭୁବନେଶ୍ବର ଡିସିପିଙ୍କୁ ନୋଟିସ୍‌ କରିଛନ୍ତି। ଡିସିପିଙ୍କ ସମେତ ଖୋର୍ଦ୍ଧା

ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ, ୪୮୮ ପଜିଟିଭ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଏବେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସୁଦ୍ଧା ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଯାଏଁ ମୋଟ ୩୫ ହଜାର ୪୭୦ ଟେଷ୍ଟିଂ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ୩୩ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ

ଶ୍ରୀକ୍ଷେତ୍ରରେ ପହଣ୍ଡି ଅଘଟଣ ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶ୍ରୀକ୍ଷେତ୍ରରେ ପହଣ୍ଡି ଅଘଟଣକୁ ନେଇ ସେ ଚିଠି ଲେଖିଛନ୍ତି। ନବୀନ ଚିଠିରେ ଲେଖିଛନ୍ତି, ପହଣ୍ଡି ଅଘଟଣ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି। ମୁଁ ମଧ୍ୟ ଏହି

ନଦୀବନ୍ଧରୁ ପ୍ରାଚୀନ ଜୈନ ମୂର୍ତ୍ତି ଉଦ୍ଧାର

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ମୁଢ଼ାପଦା ଗାଁ ବୈତରଣୀ ନଦୀବନ୍ଧରୁ ପ୍ରାଚୀନ ଜୈନ ମୂର୍ତ୍ତି ଉଦ୍ଧାର ହୋଇଛି। ଆଜି କିଛି ଲୋକ ନଦୀପଠାକୁ ଯାଉଥିବା ବେଳେ ମୂର୍ତ୍ତି ଗୁଡ଼ିକୁ ଅଧା ପୋତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ଲୋକେ ସ୍ଥାନୀୟ ଗବେଷକ ବିଶ୍ୱମ୍ବର ରାଉତଙ୍କୁ ସୂଚନା

୪ ଗ୍ରାମବାସୀଙ୍କୁ ଅପହରଣ କଲେ ନକ୍ସଲ; ପ୍ରଜାକୋର୍ଟରେ ଜଣକୁ ନିର୍ମମ ଭାବେ ହତ୍ୟା

ଭୁବନେଶ୍ୱର //ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲ ଏବେ ରକ୍ତମୁଖା ହୋଇଛନ୍ତି। ଲଗାତାର ସୁକମା ଜିଲ୍ଲାର ଦୁର୍ଗମ ନକ୍ସଲ ପ୍ରବଣ ଗ୍ରାମର ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ପୁଲିସ ଏବଂ ସୁରକ୍ଷାକର୍ମୀ ତରଫରୁ ନକ୍ସଲ କ୍ୟାମ୍ପଗୁଡିକରେ ଚଢାଉ ହେବା ସହ ନକ୍ସଲଙ୍କୁ ଖୋଜିଖୋଜି

ରାଜଧାନୀରେ ୬ ମାସରେ ୩୬ କୋଟି ଲୁଟିଛନ୍ତି ସାଇବର ଠକ, ୨୧ ଜଣଙ୍କୁ ବାନ୍ଧିଛି କମିଶନରେଟ ପୁଲିସ

ଭୁବନେଶ୍ବର : ରାଜ୍ୟରେ ବଢ଼ି ଚାଲିଛି ସାଇବର ଅପରାଧ। ୨୦୨୪ ଜାନୁଆରୀରୁ ଜୁନ- ୬ ମାସ ମଧ୍ୟରେ ଭୁବନେଶ୍ୱରରେ ସାଇବର ଅପରାଧ ଜନିତ ୨ ହଜାର ୩୯୪ଟି ରିପୋର୍ଟ ଥାନାକୁ ଆସିଛି। ଏଥି ମଧ୍ୟରୁ ୧୧୦ଟି ମାମଲା ପଞ୍ଜୀକୃତ ହୋଇଛି। ଏସବୁ ମାମଲାରେ ମୋଟ ୩୬ କୋଟି ଟଙ୍କା ଠକି ନେଇଛନ୍ତି ସାଇବର

TMC ସାଂସଦ ସୌଗତ ରୟଙ୍କୁ ହତ୍ୟା ଧମକ

କୋଲକାତା : ବରିଷ୍ଠ ତୃଣମୂଳ କଂଗ୍ରେସ (TMC) ନେତା ତଥା ସାଂସଦ ସୌଗତ ରୟଙ୍କୁ ହତ୍ୟା ଧମକ। ଦଳର ଟାଣୁଆ ନେତା ଜୟନ୍ତ ସିଂହଙ୍କୁ ଗିରଫ କରାଯିବା ପରେ ତାଙ୍କୁ ହତ୍ୟା ଧମକ ମିଳିଥିବା ସେ କହିଛନ୍ତି। ରଏ କହିଛନ୍ତି ଯେ, ଯଦି ଟିଏମସି ବିଧାୟକ ମଦନ ମିତ୍ରଙ୍କ ଘନିଷ୍ଠ କୁହାଯାଉଥିବା ଜୟନ୍ତ

ମହାରାଷ୍ଟ୍ରରେ କଂଗ୍ରେସ ୧୨୦ ରୁ ୧୩୦ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ

ମୁମ୍ବାଇ : ମୁମ୍ବାଇ: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ହଲଚଲ ଦେଖାଦେଲାଣି | ଚଳିତ ବର୍ଷ ଶେଷ ଆଡକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏସପି) ଏବଂ ଶିବସେନା (ୟୁବିଟି) ଓ ଅନ୍ୟାନ୍ୟ ଦଳକୁ