Sign in
Sign in
Recover your password.
A password will be e-mailed to you.
ଜେଡିୟୁରେ ଫାଟ! ଇସ୍ତଫା ଦେଲେ କେସି ତ୍ୟାଗୀ
ଜନତା ଦଳ ୟୁନାଇଟେଡ୍ ତଥା ଜେଡିୟୁ। ଦଳରେ କିଛି ଠିକ୍ ଚାଲିନଥିବା ଚର୍ଚ୍ଚା ହେଉଛି। ଇସ୍ତଫା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ଘନିଷ୍ଠ କୁହାଯାଉଥିବା କେସି ତ୍ୟାଗୀ। ସେ ଦଳର ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା!-->…
ଶ୍ରୀମନ୍ଦିର ଆନନ୍ଦ ବଜାରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ
ପୁରୀ: ଶ୍ରୀମନ୍ଦିର ପରିସରରେ ମୁତୟନ ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ଆନନ୍ଦ ବଜାର ଶୃଙ୍ଖଳା ଓ ସଂସ୍କାର ପାଇଁ ସେନା ନିବୃତ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ତେବେ ମୋଟ ୨୦ ଜଣଙ୍କୁ ମୂତୟନ କରାଯାଇଛି । ଦୁଇଟି ସିଫ୍ଟରେ ଏମାନେ ଡ୍ୟୁଟି କରିବେ ।
ତେବେ ଆନନ୍ଦ ବଜାର ଓ ମନ୍ଦିର!-->!-->!-->…
ଏବେ ନିର୍ବାଚନ ହେଲେ ମୂଳପୋଛ ହୋଇଯିବ ବିଜେପି: ସିସୋଦିଆ
'ଏବେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେଲେ ବିଜେପି ମୂଳପୋଛ ହୋଇଯିବ। ସମସ୍ତ ୭୦ଟି ଯାକ ଆସନ ଦଖଲ କରିବ ଆପ୍। ବିଜେପି ଖାତା ଖୋଲି ପାରିବନି।' ଏଭଳି କିଛି ବଡ଼ ଦାବି କରିଛନ୍ତି ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।
ନିକଟରେ!-->!-->!-->…
ଭୁବନେଶ୍ୱର DRI ର ବଡ଼ ରେଡ, ବନ୍ୟ ପ୍ରାଣୀ ଶାରୀରିକ ଅଂଶ ଜବତ
ଭୁବନେଶ୍ୱର : ଭୁବନେଶ୍ୱର DRI ର ବଡ଼ ରେଡ । ସୋରୁମରୁ ମିଳିଲା ବଜ୍ରକାପ୍ତା କାତିରେ ତିଆରି ହୋଇଥିବା ମୁଦି, ବିରଳ କୁମ୍ଭୀର ପ୍ରଜାତିର ଶାରୀର ଅଂଶ, ସାମୁଦ୍ରିକ ରତ୍ନ, କସ୍ତୁରୀ ହରିଣର କସ୍ତୁରୀ, ବିରଳ ଗେଣ୍ଡା ଆଦି ସାମୁଦ୍ରିକ ଯିବ । ବନ୍ୟପ୍ରାଣୀ ଅଧିନିୟମ ସିଡ୍ୟୁଲ ଅନୁଯାଇ ଏ!-->…
ପ୍ରବଳ ବର୍ଷା ସହ ଭୂସ୍ଖଳନ, ୮ ମୃତ
ପ୍ରବଳ ବର୍ଷାରେ ବେହାଲ ଆନ୍ଧ୍ରପ୍ରଦେଶ। ତୁହାକୁ ତୁହା ବର୍ଷା ଯୋଗୁ ଲୋକେ ଜଳବନ୍ଦି ଘେରରେ ରହିଛନ୍ତି। ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି।ଆନ୍ଧ୍ରପେଦଶର ବିଜୟଓ୍ୱାଡାରେ ଲାଗାତର ବର୍ଷା ପରେ ଭୂସ୍ଖଳନ ହୋଇିଛି। ଫଳରେ ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସୂଚନା ମୁତାବକ,!-->!-->!-->…
ଛତ୍ରପୁର ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ
ବ୍ରହ୍ମପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ। ବିଇଓ ସୀତାରାମ ପାତ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ବିଇଓ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ପରେ ତାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ। ଆଜି ତାଙ୍କୁ ଗିରଫ!-->…
ହରିଦାସପୁର-ପାରାଦ୍ୱୀପ ଦ୍ଵିତୀୟ ରେଳ ଲାଇନ ପାଇଁ ପ୍ରସ୍ତାବ ଦେଲେ ସାଂସଦ ବୈଜୟନ୍ତ
ଭୁବନେଶ୍ବର : କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ହରିଦାସପୁର-ପାରାଦ୍ୱୀପ ଦ୍ଵିତୀୟ ରେଳ ଲାଇନ ପାଇଁ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ପ୍ରସ୍ତାବ ଦେଇଛନ୍ତି। ଗତକାଲି ଶ୍ରୀ ପଣ୍ଡା ଏହି ପ୍ରସ୍ତାବ ଦେଇଥିବା ଜଣାପଡିଛି।ସୂଚନାଯୋଗ୍ୟ!-->…
ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଉପରେ ଭାରତର ମହାମହିମ!-->…
କୋଟିପତି କନିଷ୍ଠ କିରାଣିଙ୍କୁ ବାନ୍ଧିଲା ଭିଜିଲାନ୍ସ
ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ କୁମାର ଦାସଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ବିଡିଓ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା!-->…
ବି-ଟେକ୍ ଗଞ୍ଜେଇ ମାଫିଆ; ବାହାରୁ ସୁନ୍ଦର ତରୁଣୀ ଆଣି ରିଲ୍ସ କରୁଥିଲେ
ଭୁବନେଶ୍ବର : ଅଏସ କରୁଥିଲେ B-Tech ଗଞ୍ଜେଇ ମାଫିଆ। ଗଞ୍ଜେଇ ବେପାରରୁ ରୋଜଗାର କରୁଥିବା ଟଙ୍କାରେ ମୌଜ ମଜଲିସ୍ କରୁଥିଲେ। ରାଜ୍ୟ ବାହାରୁ ସୁନ୍ଦର ସୁନ୍ଦର ତରୁଣୀ ଆଣି ସେମାନଙ୍କ ସହିତ ରିଲ୍ସ କରୁଥିଲେ। ସୋଶାଲ୍ ମିଡ଼ିଆରେ ଧମାଲ୍ କରୁଥିଲେ। ଆଜି ସେହି ରଙ୍ଗୀଲା ଗଞ୍ଜେଇ ମାଫିଆଙ୍କୁ!-->…