କନ୍ଧମାଳ ସଂସାଦଙ୍କୁ ଭେଟିଲା ପ୍ରାଥମିକ ଶିକ୍ଷକ ସଂଘ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସାଂସଦ ମାନ୍ୟବର ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ସହିତ କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସନ୍ତୋଷ କୁମାର ଦିଗାଲ,ଉପଦେଷ୍ଟା ରାଧାନାଥ ସାହୁଙ୍କ ସମେତ ଶିକ୍ଷକ ମାନେ ସୌଜନ୍ୟ ମୂଳକ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା

ଜାତୀୟ ସଙ୍ଗୀତ କଳା କେନ୍ଦ୍ର’ର ହୀରକ ଜୟନ୍ତୀ ନିମନ୍ତେ ପ୍ରସ୍ତୁତି ବୈଠକ…

ବ୍ରହ୍ମପୁର, ତା. ୧୧/୦୭ :ରାଜ୍ୟର ସର୍ବ ପୁରାତନ ତଥା ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ 'ଜାତୀୟ ସଙ୍ଗୀତ କଳା କେନ୍ଦ୍ର'ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ପାଳନ ନେଇ ପ୍ରଥମ ପ୍ରସ୍ତୁତି ବୈଠକ କଳାକେନ୍ଦ୍ର ପରିସରସ୍ଥ 'ଭଞ୍ଜ ମଣ୍ଡପ' ଠାରେ ଅନୁଷ୍ଠିତ ହୋଇଯାଇଛି । କଳା

ଦୂଷିତ ପାଣିପିଇ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ୧୨ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ…

ମାଲକାନଗିରି ୧୧/୦୭ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କର୍ତ୍ତନପାଲ୍ଲୀ ପଂଚାୟତ କୋପ୍ରା ଗ୍ରାମର ମାଡ଼ି ସାହିରେ୧୨ ଜଣ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଥିବା ବେଳେ ୮ ଜଣଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ଚିକିତ୍ସିତ ହେଉଛନ୍ତି ।ଏବଂ ମାଥିଲି ଉପଖଣ୍ଡ ଚିକିତ୍ସାଧିକାରୀ

ପ୍ରତିକୁଳ ପରିବେଶ ରେ ମାଓ ଅପରେଶନ। ପଲିଥିନ ରେ ବର୍ଷା ପାଣି ସଂଗ୍ରହ କରି ପିଇଉଛନ୍ତି ଯବାନ…

ମାଲକାନଗିରି : ସାମନାକୁ ଆସିଲା ମାଓ ଅପରେଶନ ର ସାଂଘାତିକ ଚିତ୍ର। ପ୍ରତିକୁଳ ପରିବେଶ ରେ କେମିତି ଘଂଚ ଜଂଗଲ ରେ ଅପରେଶନ ହୁଏ ଏ ଚିତ୍ର ହିଁବୟାନ କରୁଛି। ଆପଣଙ୍କ ଟେଲିଭିଜିନ ସ୍କ୍ରିନ୍ ରେ ଦୁଇଟି ଚିତ୍ର। ଗୋଟିଏ ଚିତ୍ର ରେ ଯବାନ ମାନେ କେମିତି ନଇ ନାଳ ଦେଇ ଅପରେସନ ସାରି ନିଜ

ମୁକ୍ତା ଯୋଜନାରେ ପୋଖରୀ ସଂକୁଚିତ ହେଉଥିବା ଅଭିଯୋଗ

ବ୍ରହ୍ମପୁର : ଆସନ୍ତା ଦିନରେ ପାଣିର ଅଭାବରୁ ରକ୍ଷା ପାଇବାପାଇଁ ଜଳ ଉଚ୍ଛ ଗୁଡିକର ସୁରକ୍ଷା ନିହାତି ଆବଶ୍ୟକ l ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରରେ ଥିବା ବହୁ ପୁରାତନ ପୋଖରୀ ଗୁଡିକର ଜବରଦଖଲ ହଟାଇବା, ପୋଖରୀ ଗୁଡିକରେ ଆବର୍ଜନା ନ ପକାଇବା ପାଇଁ ସଚେତନତା ସୃଷ୍ଟି କରିବା, ପୋଖରୀରୁ

ବ୍ରହ୍ମପୁର ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁକ୍ଳ ବ୍ରହ୍ମପୁର ମଣ୍ଡଳ କାର୍ଯ୍ୟାଳୟରେ ସି.ଵି.ଆଇ ରେଡ

12 ଜଣିଆ ଟିମ ରେଡ କରୁଛନ୍ତି ବ୍ରହ୍ମପୁର : ଜଣେ ଠିକାଦାରଙ୍କ ଠାରୁ ୧୫ ହାଜର ଟଙ୍କା ଲାଞ୍ଚ ନେବା ବେଳେ ସିଜିଏସଟିର ସୁପରିଟେଣ୍ଡେଣ୍ଟ ମନୋଜ କୁମାର ସୁବୁଦ୍ଧି ଙ୍କୁ ଧରିଛି ସିବିଆଇ ଟିମ | ଜୈନିକ ଠିକାଦାରଙ୍କ ଠାରୁ 1,76,000 ଟଙ୍କାର ଜିଏସଟି ବିଲ ରିଫଣ୍ଡ ନେଇ 20 ହଜାର ଟଙ୍କା

ନବରଙ୍ଗପୁରରେ ବିଜୁଳି ଭିତ୍ତିଭୂମି ଉନ୍ନତିକରଣ କରି ସଂପ୍ରଦାୟକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ପାୱାର ଟ୍ରାନ୍ସଫର୍ମର (ପିଟିଆର) ଉନ୍ନତିକରଣ କାର୍ଯ୍ୟ ଶେଷ ହୋଇଛି । ଫଳରେ ସ୍ଥାନୀୟ ଲୋକଙ୍କ ଜୀବନ ଓ ଜୀବିକାରେ ବ୍ୟାପକ ଉନ୍ନତି ଆସିଛି ।

ମହିଳାଙ୍କୁ ଗଣଦୁଷ୍କର୍ମ ପରେ ନିର୍ଧୁମ ମାଡ଼ ବିଭତ୍ସ ଅତ୍ୟାଚାର

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଇରପଲ୍ଲୀ ଗ୍ରାମ ହ୍ରଦ ନିକଟ ରୁ ଆଜି ସକାଳୁ ଜଣେ ମହିଳା ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପୋଲିସ l ଗୁରୁତର ମହିଳା ଜଣକ ବୁଗୁଡ଼ା ଅଞ୍ଚଳର ହୋଇଥିବା ବେଳେ ଗତକାଲି ଅପରାହ୍ନ ରୁ ଚାରି ରୁ ଉର୍ଦ୍ଧ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ

ବିଦ୍ୟାଳୟ କର୍ମଚାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ଚିକିଟୀ : ଏହି ବ୍ଲକ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାହିନୀପତି ସ୍ଥିତ ଓଁ ଶ୍ରୀଗୁରୁ ଆଦିବାସୀ ଆବାସିକ ଉଚ୍ଚ ବିଦ୍ୟାଳୟ, ଧାନଘରର କର୍ମଚାରୀ କୁରେଶୁ ସେଠୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକଙ୍କ ଅଧକ୍ଷତl ରେ ଅନୁଷ୍ଠିତ ହୋଇଯାଇଛି