ଜିଲ୍ଲାର ବିକାଶ, ଶିକ୍ଷା ଏବଂ ଜଳସେଚନ ସହ ରେଳମନ୍ତ୍ରୀ ଏବଂ ସାଂସଦଙ୍କୁ ଅବଗତ କରାଇଲେ ଉତ୍କଳ ସାମ୍ବାଦିକ ସଂଘ

ମାଲକାନଗିରି, ୧୦।୭ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଦୁଇଦିନିଆ ମାଲକାନଗିରି ଗସ୍ତରେ ଆସିଥିବା ବେଳେ ମାଲକାନଗିରି ଜିଲ୍ଲା ଶିକ୍ଷା ଓ ଜଳସେଚନ ସମ୍ବନ୍ଧରେ ଉତ୍କଳ ସାମ୍ବାଦିକ ସଂଘ, ମାଲକାନଗିରି ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ

ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଅଜବ ନିୟମ ଯୋଗୁଁ ଲୋକେ ହନ୍ତସନ୍ତ !

ବ୍ରହ୍ମପୁର : ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ରାଜ୍ୟ ସରକାର ଚକାଚକ କରିଛନ୍ତି। ହେଲେ ଏଠାକୁ ଆସୁଥିବା ରୋଗୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଡାକ୍ତର ଅଛନ୍ତି ହେଲେ ଲୋକଙ୍କୁ ଯେଉଁ ପ୍ରକାର ସୁଵିଧା ସୁଯୋଗ ମିଳିବା କଥା ତାହା ରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି।

ତୃତୀୟ ଟି-୨୦: ଜିମ୍ବାୱେକୁ ୨୩ ରନ୍‌ରେ ହରାଇଲା ଭାରତ

ହରାରେ: ହରାରେ ଆଜି ଖେଳାଯାଇଥିବା ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଜିମ୍ବାୱେକୁ ୨୩ ରନ୍‌ରେ ପରାସ୍ତ କରିଛି ଭାରତ। ଏହା ସହିତ ଏହି ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ। ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୮୨ ରନ୍ କରିଥିବା ବେଳେ ଜିମ୍ବାୱେ ୬ ୱିକେଟ ହରାଇ

ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ ରତ୍ନଭଣ୍ଡାର ଖୋଲାଯିବ: ବୀରବିକ୍ରମ ଯାଦବ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ ହୋଇଛି। ରତ୍ନଭଣ୍ଡାର ଖୋଲିବା ନେଇ ପ୍ରସ୍ତାବ ତାରିଖରେ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୋଡ଼ାଲିଟିଜ୍ ଫାଇନାଲ ହୋଇଛି। ରତ୍ନଭଣ୍ଡାର ତଦାରଖ କମିଟିର ଏସଓପି ଉପରେ ବିସ୍ତୃତ

ମହାନଦୀରୁ ବିରଳ ‘ବୁଧିଆ’ ମାଛ ଉଦ୍ଧାର

ସମ୍ବଲପୁର: ଜାଲରେ ପଡ଼ିଲା ଏକ ବିରାଟକାୟ ମାଛ। ସମ୍ବଲପୁରର ବୁର୍ଲାରେ ମହାନଦୀରୁ ଏହି ମାଛ ଉଦ୍ଧାର ହୋଇଛି। ଯାହାର ଓଜନ ୬୦ କେଜି ହେବ ବୋଲି ଜଣାପଡିଛି। ବୁର୍ଲା ସାଇଫନରୁ ଧରା ପଡ଼ିଥିବା ଏହି ମାଛର ନାମ ବୁଧିଆ ମାଛ ବୋଲି ସୂଚନା ମିଳିଛି। ହୀରାକୁଦ ଡ୍ୟାମ ଦକ୍ଷିଣ ପାର୍ଶ୍ଵ ତଳ ମୁଣ୍ଡରେ

ସନ୍ଦେଶଖାଲି ମାମଲା; ରାଜ୍ୟର ବିନା ଅନୁମତିରେ ତଦନ୍ତ କରି ପାରିବନି CBI 

ସନ୍ଦେଶଖାଲି ମାମଲାର ତଦନ୍ତ ଉପରେ ମମତା ବାନାର୍ଜୀ ସରକାରଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ବିଜୟ। ଏହି ମାମଲା ଉପରେ ରାଜ୍ୟ ସରକାର CBI ତଦନ୍ତକୁ ବିରୋଧ କରିଥିଲେ, ଯାହାକୁ ବୈଧ ଦର୍ଶାଇଛନ୍ତି ସର୍ବୋଚ୍ଚ ଅଦାଲତ। ରାଜ୍ୟର ବିନା ଅନୁମତିରେ ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାର CBI

ପ୍ରଭୁଙ୍କ ପଡ଼ିଯିବା ଘଟଣା: ୩ଜଣିଆ କମିଟି ଗଠନ, ନିଳାଦ୍ରିବିଜେର ୧୦ ଦିନ ଭିତରେ ରିପୋର୍ଟ

ପୁରୀ: ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା। ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ କେବେ ଖୋଲିବ ସେନେଇ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ

ଏଲଏସିରେ ୧୦୮ କିଲୋଗ୍ରାମ ସୁନା ଜବତ: ଆଇଟିବିପି ଇତିହାସରେ ସବୁଠାରୁ ବଡ଼ ମାମଲା

ଲଦାଖ: ଇଣ୍ଡୋ-ତିବ୍ଦତିତୀୟ ସୀମା ପୋଲିସ (ଆଇଟିବିପି) ମଙ୍ଗଳବାର ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ନିକଟନିଠାରୁ ୧୦୮ କିଲୋଗ୍ରାମ ସୁନା ବିସ୍କୁଟ ଜବତ କରିଛନ୍ତି। ଏହାର ମୂଲ୍ୟ ୮୪କୋଟି ଟଙ୍କା ହେବ ବୋଲି କୁହାଯାଉଛି। ସୁନା ସହିତ ଦୁଇ ଚୋରା ଚାଲାଣକାରୀଙ୍କଠାରୁ

କାଲିର ଘଟଣାରୁ ଯାହା ଶିଖିବା କଥା ସେବାୟତ ଶିଖିଛନ୍ତି: ଗଜପତି

ପୁରୀ: ବଡ଼ଠାକୁର ପଡ଼ିଯିବା ଘଟଣା। ପରିଚାଳନା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା। ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି । କାଲିର ଘଟଣାରୁ ଯାହା ଶିଖିବା କଥା ସେବାୟତ ଶିଖିଛନ୍ତି। ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଯତ୍ନବାନ ହେବେ ବୋଲି କହିଛନ୍ତି

କଶ୍ମୀରରେ ମୁସଲମାନ ଭୟଭୀତ ଅବସ୍ଥାରେ ଅଛନ୍ତି: ଫାରୁକ ଅବଦୁଲ୍ଲା

ଶ୍ରୀନଗର: ସୋମବାର ଦିନ ଜମ୍ମୁ-କଶ୍ମୀରର କାଥୁଆରେ ସେନା ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନ ସଂପୃକ୍ତ ଥିବା ଜଣାପଡ଼ିଛି। ପାକ୍‌ ଆତଙ୍କବାଦୀବାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଘଟାଇଥିବା ଏହି ଆକ୍ରମଣରେ ଅନେକ ଆହତ ହୋଇଛନ୍ତି। ଏଥିରେ ୫ ଜଣ ଯବାନ ସହିଦ