Sign in
Sign in
Recover your password.
A password will be e-mailed to you.
ସରକାରୀ ଅବସରପ୍ରାପ୍ତ କର୍ମଜୀବୀ ଉତ୍କଳୀୟ ବଙ୍ଗାଳି ସମାଜ ପକ୍ଷରୁ ବୃକ୍ଷରୋପଣ
ଉମରକୋଟ : ଓଡ଼ିଶାରେ ୭୫ ତମ ବନ ମହୋତ୍ସବ ଚାଲିଥିବା ବେଳେ ଉମରକୋଟ ଅବସରପ୍ରାପ୍ତ ସରକାରୀ କର୍ମଜୀବୀ ଉତ୍କଳୀୟ ବଙ୍ଗାଳୀ ସମାଜ ପକ୍ଷରୁ ନୂଆ ବୃକ୍ଷରୋପଣ ଅଭିଯାନ ୟୁଭି ୫୨ ଗ୍ରାମ ଠାରେ ( ୨୦୦ ) ଦୁଇ ଶହ ନୂଆ ବୃକ୍ଷ ଚାରା ରୋପଣ କରି ଉମରକୋଟ ଶହରରେ ଏକ ଉଦାହରନ ପାଲଟିଛି । ଏହି ନୂଆ!-->!-->!-->…
ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳନ ଅବସରରେ 'ମେଗା ବୃକ୍ଷରୋପଣ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଡକ୍ଟର ତନୁଜା ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ!-->…
ଆଇଟିଡ଼ିଏର ସମନ୍ୱୟରେ ଭିଡିଭିକେ ମହିଳା ଗ୍ରୁପମାନଙ୍କର ଖଲି ବିକ୍ରୟ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ତଳଦଦଣ୍ଡିକିଆ ପଂଚାୟତ ରେ ମିଶନ ଶକ୍ତି ଦ୍ୱାରା ଅନୁଷ୍ଠିତ ହୋଇଥିବା ଏସ ଏଚ ଜି ଗ୍ରୁପ ମା ମାନଙ୍କର ଦ୍ୱାରା ବନଧନ ବିକାଶ କେନ୍ଦ୍ରରେ ଶାଳ ଶିଆଳି ପତ୍ରରେ ହାତ ତିଆରି ଖଲି ପ୍ରସ୍ତୁତି କରାଯାଇଥିଲା l କିନ୍ତ ସେମାଙ୍କର ପାଖରେ ବିକ୍ରି!-->…
ଅର୍ଦ୍ଧସୈନିକ ବାହିନୀରେ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ କରିଚାଲିଥିବାବେଳେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେ ପୂର୍ବତନ ଅଗ୍ନିବୀରମାନଙ୍କୁ ଅର୍ଦ୍ଧସାମରିକ ବାହିନୀରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ସିଆଇଏସଏଫ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବ । ଏହାକୁ!-->…
ଧର୍ମଶାଳାରେ ବିଭିନ୍ନ କ୍ରସର ୟୁନିଟରେ ରେଡ୍
ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନରେ ଚାଲୁଥିବା ବିଭିନ୍ନ କ୍ରସର ୟୁନିଟରେ ଖଣି ବିଭାଗର ଚଢ଼ାଉ। ଧର୍ମଶାଳା ତହସିଲ ଅଧୀନ ବାଜବଟି ମୌଜାରେ ବିଭିନ୍ନ କ୍ରସର ୟୁନିଟରେ ଲଘୁ ଖଣି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ଗଢି ଉଠିଥିବା କ୍ରସର ୟୁନିଟର କାଗଜ ପତ୍ର ଯାଞ୍ଚ ସହ ଗଛିତ!-->…
୭ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ଆବଶ୍ୟକ ପଡ଼ିଲେ ରାଜ୍ୟସ୍ତରୀୟ ଟିମ୍ ମାଥିଲି ଯିବେ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର/ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲିରେ ଝାଡାବାନ୍ତି ବ୍ୟାପିବା ପ୍ରସଙ୍ଗ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ୧୫ ଜଣ ଲୋକ ଗୋଟିଏ ଗାଁରୁ ପ୍ରଭାବିତ ହୋଇଛନ୍ତି। ବ୍ଲକ ଆରଆରଟି ଟିମ ଘଟଣାସ୍ଥଳକୁ ଯାଇ ଆଲର୍ଟ ରହିଛନ୍ତି।!-->…
ଆଡ଼ପ ପହଣ୍ଡିରେ ଅଘଟଣ: ନବୀନଙ୍କୁ ଉତ୍ତର ଦେଇ ମୋହନ କହିଲେ- ଆପଣଙ୍କର ପରାମର୍ଶ ସମ୍ମାନର ସହିତ ଗ୍ରହଣୀୟ ହେବ
ଭୁବନେଶ୍ବର: ଶ୍ରୀଜିଉମାନଙ୍କୁ ଆଡ଼ପ ମଣ୍ଡପରେ ବିଜେ କରାଯିବା ପୂର୍ବରୁ ଗତ ମଙ୍ଗଳବାର ଦିନ ପହଣ୍ଡି ସମୟରେ ଘଟିଥିବା ଅଘଟନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଲେଖିଥିବା ଚିଠିର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଜଗତର!-->…
ବଦଳି କଲେ ରାଜ୍ୟ ସରକାର, ପୁଲିସ ଆଇଜି ଆଶିଷ ସିଂ ହେଲେ ଗୃହ ବିଭାଗ ଓଏସଡି
ଭୁବନେଶ୍ବର : ରାଜ୍ୟର ବରିଷ୍ଠ ଆଇପିଏସ ଅଧିକାରୀ ଆଇଜି ଆଶିଷ ସିଂଙ୍କୁ ଗୃହ ବିଭାଗର ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ବଦଳି କରାଯାଇଛି। ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ। ଗତକାଲି ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହେବା ପରେ ଆଜି ଆଇଜି ଆଶିଷ ସିଂଙ୍କ ବଦଳି!-->…
ଧନ୍ଦାମୂଳକ ଶିକ୍ଷା ପାଇଁ କାଉନସେଲିଂ କାର୍ଯ୍ୟକ୍ରମ, ଜୁଲାଇ ୨୦ ପର୍ଯ୍ୟନ୍ତ ନାମଲେଖା
ଲାଞ୍ଜିଗଡ: ଆଦିବାସୀ ଓ ଆଦିମ ଜନଜାତି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀମାନଙ୍କ ଧନ୍ଦାମୂଳକ ଶିକ୍ଷାର ସ୍ବପ୍ନକୁ ସାକାର କରିବା ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହିକ୍ରମରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା, ଜୁନାଗଡ଼ ଓ!-->…
‘୧୪ରେ ରତ୍ନଭଣ୍ଡାର ଖୋଲାଯିବା ପ୍ରାୟତଃ ସ୍ପଷ୍ଟ, କେବଳ SOPକୁ ତର୍ଜମା କରାଯିବ’
ଭୁବନେଶ୍ବର : ‘ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ। କେବଳ ପରିଚାଳନା କମିଟି ଯେଉଁ ଏସଓପି ସୁପାରିଶ କରିଛି ତାର ବିଭିନ୍ନ ଦିଗକୁ ଯାଞ୍ଚ କରାଯିବ। ନୀତିକାନ୍ତି ସହ ଖାପ ଖୁଆଇ ସବୁ ଦିଗକୁ ସୁବିଧା ହେବା ଭଳି ନିଷ୍ପତ୍ତି ନିଆଯିବ।’ ଆଜି ଏପରି ସୂଚନା!-->…