Sign in
Sign in
Recover your password.
A password will be e-mailed to you.
ଉତ୍ତରପ୍ରଦେଶର ୮୦ଟି ମଦ୍ରାସାକୁ ୧୦୦ କୋଟି କେଉଁଠୁ ଆସିଲା? ଯାଞ୍ଚ ପାଇଁ ଗଠନ ହେଲା ଏସଆଇଟି
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରାୟ ୮୦ଟି ମଦ୍ରାସାକୁ ୧୦୦ କୋଟି ଟଙ୍କାର ପାଣ୍ଠି ଯୋଗାଣ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯାଇଛି ।…
ଫୁଲବାଣୀରେ ୬୧ ତମ ହୋମଗାର୍ଡ ଦିବସ ପାଳିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ କର୍ମକର୍ତ୍ତା ଙ୍କୁ ନେଇ ୬୧,ତମ ହୋମଗାର୍ଡ ଦିବସ ବହୁ ଆଡମ୍ବରରେ ପାଳିତ ହେଇଯାଇଛି l ଏହି ଅବସରରେ ଜିଲ୍ଲାର ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ କନ୍ଧମାଳ ଜିଲ୍ଲା ହୋମଗାର୍ଡ କମାଣ୍ଡେଣ୍ଟ ସୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ଜେନେରାଲ!-->!-->!-->…
ସହରାଞ୍ଚଳରେ ଧୂସର ଜଳ ପରିଚାଳନା ତଥା ତାଲିମ ଶିବିର…
ହିଞ୍ଜିଳିକାଟୁ, ୬/୧୨ (): ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟର ସମସ୍ତ ସହରାଞ୍ଚଳ ଗୁଡିକରେ ଧୂସର ଜଳ ପରିଚାଳନା ଏବଂ ଏହାର କାର୍ଯ୍ୟକାରୀ କରାଯିବ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଏହାକୁ ଏକ ପାଇଲଟ ପ୍ରୋଜେକ୍ଟ!-->…
ବି ଆର ଆମ୍ବେଦକରଙ୍କ ୬୭ ତମ ମହାପରି ନିର୍ବାଣ ଦିବସ ପାଳିତ
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଜାଗ୍ରତ କନ୍ଧମାଳ ଓଡିଶା ପକ୍ଷରୁ ବାବା ସାହେବ ବିଶ୍ଵରତ୍ନ ଡ଼ଃ ବି ଆର ଆମ୍ବେଦକରଙ୍କ ୬୭ ତମ ମହାପରି ନିର୍ବାଣ ଦିବସ ମହାସମାରୋହ ରେ ପାଳନ କରାଯାଇଥିଲା l ସକାଳ ଆଠଟାରେ କନ୍ଧମାଳ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବାବାସାହେବଙ୍କ ଏକ ତୈଳ ଫୋଟ ଚିତ୍ର!-->…
ବାତ୍ୟା ‘ମିଗଜୋମ’ କ୍ଷୟକ୍ଷତିର ଆକଳନ ପାଇଁ SRCଙ୍କ ନିର୍ଦ୍ଦେଶ…
ଭୁବନେଶ୍ୱର: ବାତ୍ୟା ‘ମିଗଜୋମ’ ଦ୍ଵାରା ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଲେ ସ୍ଵତନ୍ତ୍ର ରିଲିଫ୍ କମିସନର। ଓଡ଼ିଶାର ସବୁ ଜିଲ୍ଲାପାଳ, କୃଷି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମୁକାବିଲା ବିଭାଗଙ୍କୁ ଚିଠି ଲେଖି ଅନୁଧ୍ୟାନ ପାଇଁ କୁହାଯାଇଛି। ଡିସେମ୍ବର…
କୁଜଙ୍ଗ କୋର୍ଟରେ ଦାଖଲ ହେଲା ୨୨୦ କୋଟିର କୋକେନ…
ପାରାଦୀପ : ପାରାଦୀପରେ ଏମଭି ଦେବୀ ଜାହାଜରୁ ଜବତ ୨୨୦ କୋଟି ଟଙ୍କାର କୋକେନ ମିଳିବା ଘଟଣା। ଆଜି କୁଜଙ୍ଗ ଏନଡିପିଏସ କୋର୍ଟରେ ୨୨୦ କୋଟି ଟଙ୍କାର କୋକେନ ଦାଖଲ କଲା କଷ୍ଟମ ବିଭାଗ। ୨ଟି ପ୍ୟାକେଟର ସାମ୍ପଲ କଷ୍ଟମ ବିଭାଗକୁ ମିଳିଥିଲା। ସାମ୍ପଲ ଯାଞ୍ଚ ପାଇଁ ଏହା ଫୋରେନସିକ ଲ୍ୟାବକୁ ଯିବ…
୨୦ ଗ୍ରାମ ବ୍ରାଉନସୁଗାର ସହ ବନ୍ଧୁକ ଓ ଗୁଳି ଜବତ, ୪ ଗିରଫ…
ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିରୁ ଥାନା ଉନ୍ନୀତ ହେବା ପରେ ପ୍ରଥମ ଥର ପାଇଁ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ବରୁଣେଇ ଅଞ୍ଚଳରୁ ୨୦ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ବନ୍ଧୁକ, ଗୁଳି ଜବତ କରିଛି। ଏହି ଘଟଣାରେ ବିଭିନ୍ନ ପଡ଼ୋଶୀ ଜିଲ୍ଲାର ୪ଜଣଙ୍କୁ ଗିରଫ କରିଛି।…
ବଡ଼ଦାଣ୍ଡରେ ଏସି ଟନେଲ୍ ଛାୟା ସେଡ୍ ନିର୍ମାଣ ଜାରି…
ପୁରୀ: ନୂଆବର୍ଷରୁ ଭକ୍ତମାନେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମରଚିକୋଟ ଛକରୁ ଶ୍ରୀନଅର ଓ ଶ୍ରୀମନ୍ଦିର ଚତୁପାର୍ଶ୍ବରୁ ଉଠାଦୋକାନୀଙ୍କୁ ହଟାଯାଇଛି। ଏଥି ସହିତ ମରଚିକୋଟ ଛକର ବଡଦାଣ୍ଡ ଭେଣ୍ଡିଂ ଜୋନ୍…
ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଣିଲା ଦୁଇ ନୂଆ ଗର୍ଭ ନିରୋଧକ…
ରାଜ୍ୟ ପରିବାର ନିୟୋଜନ ବା ଫାମିଲି ପ୍ଲାନିଂ ବାସ୍କେଟ ଅଫ ଚଏସରେ ଯୋଡ଼ିହେଲା ଦୁଇ ନୂଆ ଗର୍ଭ ନିରୋଧକ- ସବ ଡର୍ମାଲ ଇମ୍ପ୍ଲାଣ୍ଟ ଓ ଅନ୍ତରା ଇଞ୍ଜେକସନ। ଆଜି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାର ଉନ୍ମୋଚନ…
ପିସିସି ପକ୍ଷରୁ ଡ. ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ…
ଭୁବନେଶ୍ୱର: ଆଜି ଭାରତୀୟ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ବିଆର ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ । ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ…