Sign in
Sign in
Recover your password.
A password will be e-mailed to you.
ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଷ ବଳୟରେ ବିଶ୍ବ ନିବେଶକ ସପ୍ତାହ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ବ ନିବେଶକ ସପ୍ତାହ ପାଳିତ ହୋଇଯାଇଛି । ଏ଼ଥିରେ ପୂର୍ବତନ ଅତିରିକ୍ତ ସଚିବ ତଥା NISM ର ରିସୋର୍ସ ପରସନ ଶାନ୍ତନୁ ମହାନ୍ତି ଯୋଗଦେଇ ବିଶ୍ବ ନିବେଶକ ସପ୍ତାହ ବିଷୟରେ!-->…
ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ସମ୍ମୁଖରେ ସାଇବର ସଚେତନତା ରଥକୁ ସ୍ୱାଗତ କରାଯାଇଥିଲା l ଟିକାବାଲି ଥାନା ଅଧିକାରୀ ଶ୍ରୀମତୀ କଲ୍ୟାଣମୟୀ ଷଣ୍ଡଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କଲେଜ ଓ ହାଇସ୍କୁଲ ଛାତ୍ରଛାତ୍ରୀ ବିରାଟ ରାଲିରେ ସଚେତନ ରଥ ସହ ସହର!-->…
ଜିଲ୍ଲାସ୍ତରୀୟ ନୂଆଖାଇ ପର୍ବ -୨୦୨୩ ପାଳିତ
ଫୁଲବାଣୀ : ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ନୂଆଖାଇ ପର୍ବ-୨୦୨୩ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ସଂନ୍ଧ୍ୟାରେ ମଞ ପୂଜା ପରେ ପରେ ନିମନ୍ତ୍ରିତ ଅତିଥିମାନେ ଏହି ପର୍ବ ପାଳନ ଉପରେ ସେମାନଙ୍କର ଅଭିଭାଷଣ ରଖିଥିଲେ। କନ୍ଧମାଳ!-->!-->!-->…
ଅନ୍ଧକାରରେ ଗାନ୍ଧାରଗୁଡି ଗ୍ରାମବାସୀ, ବିଶୁଦ୍ଧ ପାନୀୟ ଜଳ ବି ସାତ ସପନ…
ଦାରିଙ୍ଗବାଡ଼ି,୬/୧୦ : ସ୍ବାଧୀନତାର ୭୬ବର୍ଷ ବିତିଯାଇଥିଲେ ସୁଧା ଆଜି ବି ଅନ୍ଧାରରେ ଲୋକେ ଜଙ୍ଗଲି ଜୀବନ ବିତାଉଛନ୍ତି । ଏଥିପ୍ରତି ସରକାରୀ ବାବୁଙ୍କ ଦୃଷ୍ଟି ପଡୁ ନାହିଁ। ଏଭଳି ଏକ ଗାଁ ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗଦାପୂର ଗ୍ରାମ ପଞ୍ଚାୟତର ଗାନ୍ଦାରଗୁଡ଼ି!-->…
ପର୍ଯ୍ୟଟନ ସ୍ଥଳୀରେ ପିଇବାପାଣି ସହିତ ଆବଶକୀୟ ସୁବିଧା ଯୋଗାଇ ଦେବାକୁ ମହିଳାଦଳ ପକ୍ଷରୁ ବିଡ଼ିଓଙ୍କୁ ଦାବି ପତ୍ର…
ଦାରିଙ୍ଗବାଡ଼ି, ୬/୧୦ : ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଲାଇନପଡ଼ା ଗ୍ରାମ ମହିଳା ସଂଘ ଦ୍ୱୟ ତତ୍ୱାବଧାନରେ ଥିବା ପିଟାକି ଠାରେ ପାର୍କିଂ ଜାଗା ସମୁତୁଳ କରିବା ସହ ପିଇବା ପାଣି ର ସୁବିଧା କରିବା ନିମନ୍ତେ ଗତକାଲି ଅଭିଯୋଗ ପତ୍ର ବିଡ଼ିଓ ଗଦାଧର ପାତ୍ର ଙ୍କୁ!-->!-->!-->…
ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀକରି ଶିକ୍ଷୟତ୍ରୀ ହଟହଟା.. !
ହିଞ୍ଜିଳିକାଟୁ (୬/୧୦) : ହିଞ୍ଜିଳିକାଟୁ ମୁନିସୀପାଲଟି ଅନ୍ତର୍ଗତ ଆଙ୍କୋରଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରିନା ପଣ୍ଡା ମଧ୍ୟାହ୍ନ ଭୋଜନ ଚାଉଳ ସ୍କୁଲରୁ ଚୋରୀ କରି ଚତୁରତାର ସହିତ ମହିଳାଙ୍କ ହାତରେ ସ୍କୁଲ ଆଗରେ ଥିବା ଜୈନିକ ଵ୍ୟକ୍ତିଙ୍କ!-->…
ଆପାର୍ଟମେଣ୍ଟରେ ଲାଗିଲା ନିଆଁ; ଜୀଅନ୍ତା ଜଳିଗଲେ ୭ ଜଣ, ୪୦ରୁ ଊର୍ଦ୍ଧ୍ୱ ଗୁରୁତର…
ମୁମ୍ବାଇ : ମୁମ୍ବାଇର ଗୁରଗାଁଓରେ ଆଜି ଭୋରରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏକ ୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇଛନ୍ତି। ଆଜି ଭୋର ପ୍ରାୟ ୩ଟା ବେଳେ ଏହି ଅଘଟଣ ଘଟିଛି।
ପ୍ରଥମେ…
ଚାଷ ଜମିରେ କୀଟନାଶକ ଔଷଧ ବ୍ୟବହାର ଉପରେ ରୋକ୍ ଲଗାଇଲେ ସରକାର…
ଭୁବନେଶ୍ୱର: ରାଜ୍ୟ ସରକାର ଅତ୍ୟନ୍ତ ବିଷାକ୍ତ କୀଟନାଶକ ଔଷଧ ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି। ଏହି ରାସାୟନିକ ପଦାର୍ଥର ମଣିଷ ଓ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଏହି ନିଷେଧାଦେଶ ତୁରନ୍ତ କାର୍ଯ୍ୟକାରୀ ହୋଇଛି,…
ଦୁଇ ବର୍ଷରେ ଟିପିଏସ୍ଓଡିଏଲ୍ ନିର୍ମାଣ କରିଛି ୧୯୧୮ ସୁରକ୍ଷା ପାଚେରୀ…
ବ୍ରହ୍ମପୁର: ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବିଦ୍ୟୁତ ଡିଷ୍ଟ୍ରିବ୍ୟୁସନ ସବ-ଷ୍ଟେସନ(ଡିଏସଏସ)ଗୁଡିକୁ ପାଚେରୀ ଘେରା କରାଯାଇଛି । ସବ-ଷ୍ଟେସନ ଚାରିପଟେ ପାଚେରୀ ନିର୍ମାଣ କରିବା ଦ୍ୱାରା…
ସିକ୍କିମର ପ୍ରଳୟଙ୍କରୀ ବନ୍ୟା ନେଲା ୪୦ଜଣଙ୍କ ଜୀବନ, ୧୦୦ଜଣ ନିଖୋଜ୍…
ନୂଆଦିଲ୍ଲୀ: ସିକ୍କିମରେ ପ୍ରବଳ ବର୍ଷା ପରେ ତିସ୍ତା ନଦୀରେ ଆସିଥିବା ପ୍ରଳୟଙ୍କରୀ ବ୍ୟାନ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ବନ୍ୟାରେ ୨୩ ଯବାନଙ୍କ ସମେତ ୧୨୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିଲେ। ନିଖୋଜ ଯବାନ ଏବଂ ଅନ୍ୟମାନଙ୍କୁ ଖୋଜିବାପାଇଁ ବଡ଼ ଧରଣର ସର୍ଚ୍ଚ…