Sign in
Sign in
Recover your password.
A password will be e-mailed to you.
ତେଲେଙ୍ଗାନା ବିଆରଏସକୁ ବଡ ଝଟକା, ଦଳ ଛାଡିଲେ ଦୁଇ ପୁରୁଖା ନେତା…
ହାଇଦ୍ରାବାଦ : ବିଧାନସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ଶାସକ ବିଆରଏସ(ଭାରତୀୟ ରାଷ୍ଟ୍ରୀୟ ସମିତି)କୁ ଝଟକା। ଦଳ ଛାଡିଲେ ଦୁଇ ବରିଷ୍ଠ ନେତା। ଜଣେ ବିଧାନ ପରିଷଦ ସଦସ୍ୟ ଏବଂ ଜଣେ ବିଧାନସଭା ସଦସ୍ୟ ଦଳ ଛାଡିଛନ୍ତି।
ଖାନପୁରର ବିଧାୟକ ଅଜମିରା ରେଖା ଇସ୍ତଫା ନେଇ ସାମ୍ବାଦିକ…
ଯୁଦ୍ଧ ହମାସ୍ ଆରମ୍ଭ କରିଥିଲା, ଆମେ ଶେଷ କରିବୁ
ତେଲ ଅଭିଭ୍ : ଗାଜା ଉପତ୍ୟକାରୁ ଇସ୍ରାଏଲ ଉପରକୁ ଶହ ଶହ ରକେଟ୍ ମାଡ଼ ହେବା ପରେ ଇସ୍ରାଏଲ ସେନା ଯୁଦ୍ଧ ପରିସ୍ଥିତି ଘୋଷଣା କରିଛି। ଏହି ରକେଟ୍ ଆକ୍ରମଣ ଯୋଗୁଁ ଇସ୍ରାଏଲର ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ଏବଂ ଓ୍ବାର୍ଣ୍ଣିଂ ସାଇରନ୍ ବାଜିବାରେ ଲାଗିଛି ବୋଲି ଗଣମାଧ୍ୟମ ରିପୋର୍ଟରେ…
ଜୁଆ ଆଡ୍ଡା ଉପରେ ଚଢଉ: ୭ ଜୁଆଡି ଗିରଫ, ୭ମୋବାଇଲ ଜବତ…
ହିଞ୍ଜିଳିକାଟୁ ୭!୧୦ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପୁନରଖଣ୍ଡି ଗ୍ରାମ ହନୁମାନ ମୂର୍ତ୍ତି ନିକଟ ରେ ବହୁ ଦିନ ଧରି ଜୁଆ ଖେଳ ଚାଲିଥିଲା । ଏଥିରେ ବିଭିନ୍ନ କୋଣରୁ ଜୁଆ ଖେଳାଳିମାନେ ଏଠାରେ ପହଞ୍ଚି ଖେଳରେ ଲିପ୍ତ ରହୁଥିଲେ। ଏହି ଖବର ପାଇ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ଓ!-->…
ସାପ କାମୁଡ଼ାରେ ମା ଓ ଶିଶୁକନ୍ୟା ମୃତ…
ହିଞ୍ଜିଳିକାଟୁ, ତା ୮/୧୦(): ଶନିବାର ଭୋରରେ ଏକ ଦୁଃଖଦ ଘଟଣା ଦେଖିଥିବା ମିଳିଛି । ସାପ କାମୁଡ଼ାରେ ଏକ ପରିବାରର ମା ସମେତ ଗୋଟିଏ ୨ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକା ମାନେ ହେଲେ କବିସୂର୍ଯ୍ୟନଗର ଥାନା ଅଢେଇବର ଗ୍ରାମର କେ. ଗଣେଶ ପାତ୍ରଙ୍କ ସ୍ତ୍ରୀ କେ. ବାସନ୍ତୀ ପାତ୍ର!-->…
ସୀମାନ୍ତ ଛତିଶଗଡର ବିଜାପୁର ଅଞ୍ଚଳରୁ ଅପହୃତ ଯବାନଙ୍କୁ ଛାଡିଲେ ମାଓବାଦୀ…
ମାଲକାନଗିରି,୬।୧୦ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଜଣେ ଯବାନଙ୍କୁ ମାଓବାଦୀ ମାନେ ଅପହରଣ କରି ନେଇଥିବା ବେଳେ ଆଜି ତାଙ୍କୁ ଛାଡିଛନ୍ତି ମାଓବାଦୀ । ମିଳିଥିବା ସୂଚନା ଅନୁଯାୟୀ ଗତ କିଛିଦିନ ପୂର୍ବେ ବିଜାପୁର ଜିଲ୍ଲାର ଉସପାରି ଗ୍ରାମ ନିକଟରେ ବସ୍ତର!-->!-->!-->…
ବାଲିଗୁଡା ବିଜେପିର ବିଧାନସଭା କୋର କମିଟି ବୈଠକ…
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡାକୁ ଦିନିକିଆ ଗସ୍ତରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଆସିଥିବାରୁ ତାଙ୍କୁ ବାଲିଗୁଡାର ଦଣ୍ଡପଦର ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ସେଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ରେ ନାରାବାଜି ଦେଇ ସମଗ୍ର ସହର!-->…
ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନରେ ସମ୍ମାନିତ ହେଲା ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନ
ଫୁଲବାଣୀ : ଜନସେବାକୁ ପାଥେୟ କରି ବିଗତ ଚାରି ବର୍ଷ ଧରି ଫୁଲବାଣୀ ତଥା କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଜର ନିରବଚ୍ଛିନ୍ନ ସେବା ଜାରି ରଖିଛି ସ୍ବେଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟି କନ୍ଧମାଳ। ଆବାହକ ଭି ଲୋକନାଥ ରାଜୁଙ୍କ ନେତୃତ୍ବରେ ଗଠନ ହେଇଥିବା ଏହି ଟିମ୍ ମୁଖ୍ୟତଃ ରକ୍ତଦାନ!-->…
ରାଜସ୍ୱ ଆଳରେ ମଦ ବିକି ମାଲେ ମାଲ ଅଧିକାରୀ- ମାଫିଆ ସରକାର…!
ମଦୁଆଙ୍କ ପରିବାର ହଟ ହଟା…ବ୍ରହ୍ମପୁର:୬-୧୦ ଗ୍ରମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଗଳି କନ୍ଦିରେ ଅବାଧରେ ଦେଶୀ,ବିଦେଶୀ ମଦ ଦୋକାନ ଛତୁ ଫୁଟିଲା ଭଳି ଖୋଲାଯାଇଛି। ସରକାର ରାଜସ୍ୱ ଆୟ କୁ ଢାଲ କରି ଅବକାରୀ ବିଭାଗ କୁ ନିର୍ଦ୍ଧେଶ ଓ କ୍ଷମତା ଦେଇଛନ୍ତି,ମଦ ଦୋକାନ ପଞ୍ଜିକୃତ!-->…
ବିଜେପି ଦଳ ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ
ଫୁଲବାଣୀ : ଦେଶ ପାଇଁ ସହିଦ ହୋଇଥିବା ବୀର ଜବାନ ମାନଙ୍କ ସ୍ମୃତିରେ ଓ ତାଙ୍କୁ ସଂମ୍ମାନ ଦେବାପାଇଁ ବିଜେପି ଦଳ ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଫୁଲବାଣୀ ଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ 11 ଟା ବେଳେ ଫୁଲବାଣୀ ଠାରେ!-->…