Sign in
Sign in
Recover your password.
A password will be e-mailed to you.
ଭିଜିଲାନ୍ସ ଜାଲରେ ଏସସିବି ଡାକ୍ତର
କଟକ : ଭିଜିଲାନ୍ସ ଜାଲରେ ଏସସିବି ଡାକ୍ତର । ୨ ଲକ୍ଷ ୬୩ ହଜାର ଟଙ୍କା ସହିତ ଧରିଲା ଭିଜିଲାନ୍ସ । ଡାକ୍ତର ହେଲେ ହେପାଟୋଲୋଜି ଆସୋସିଏଟ ପ୍ରଫେସର ଡାକ୍ତର ସନାତନ ବେହେରା । ଏହି ଟଙ୍କା ବେନିୟମରେ ଆଦାୟ କରିଥିଲେ ଡାକ୍ତର ସନାତନ ବେହେରା । ଏ ନେଇ ଖବର ପାଇ ଭିଜିଲାନ୍ସ ଟିମ ପ୍ରସ୍ତୁତ ଥିଲା!-->…
ଉତ୍ତର ଘୁମୁସର ବନଖଣ୍ଡରେ କୃଷ୍ଣସାର ମୃଗ ଗଣନା
ଭଂଜନଗର : ଗଂଜାମ ଜିଲ୍ଲା ଭଂଜନଗର – ଉତ୍ତର ଘୁମୁସର ବନଖଣ୍ଡରେ ବିଶ୍ବ ବିରଳ ବନ୍ୟପ୍ରାଣୀ କୃଷ୍ଣସାର ମୃଗ ଗଣନା ଆରମ୍ଭ ହୋଇଛି । ବିଭାଗୀୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବନଖଣ୍ଡର ମୁଜାଗଡ, ତାରାସିଙ୍ଗି, ଜଗନ୍ନାଥପ୍ରସାଦ ଏବଂ କେନ୍ଦ୍ରୀୟ ବନାଞ୍ଚଳରେ ୧୮ଟି ଟିମକୁ ନେଇ ଗଣନା ଆରମ୍ଭ ହୋଇଛି ।!-->…
ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ…
ବ୍ରହ୍ମପୁର : ଏକ ଗଣଦୁଷ୍କର୍ମ ମାମଲାର ବିଚାର କରି ବ୍ରହ୍ମପୁର ପୋକ୍ସୋ ସ୍ୱତନ୍ତ୍ର ଜଜ୍ ପ୍ରଣତି ପଟନାୟକ ୬ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତମାନେ ହେଲେ ରୁତୁନ୍ କୁମାର ଦାସ, ରୁଦ୍ର ଜେନା, ଅଭିଳାଶ ପଲେଇ, ଜୁମନ୍ ଗୌଡ଼, ଆକାଶ ନାୟକ ଓ ଓଁମକାର ।
!-->!-->!-->…
ବିଚ୍ ରାସ୍ତାରେ ଯୁବକଙ୍କ ଆତଙ୍କରାଜ, ଖଣ୍ଡା ଧରି ମାଗୁଛନ୍ତି ଟଙ୍କା
ବ୍ରହ୍ମପୁର: ବିଚ୍ ରାସ୍ତାରେ ଖଣ୍ଡା ଧରି ଯୁବକଙ୍କ ଆତଙ୍କରାଜ । ଟଙ୍କା ମାଗୁଛନ୍ତି ନହେଲେ ହାଣିବେ ବୋଲି ଧମକ ଦେଉଛନ୍ତି । ବ୍ରହ୍ମପୁର ସୁବାରାଓ ଛକ ନିକଟରେ ଏପରି ଏକ ଘଟଣାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ ଲଜ ସମ୍ମୁଖର ୩ଜଣ ଦୁର୍ବୁତ୍ତ ଗୋଟିଏ!-->…
ଡାହାଣୀ ସନ୍ଦେହରେ ମା’କୁ ହତ୍ୟା କଲା ପୁଅ
ମୟୂରଭଞ୍ଜ: ଅନ୍ଧ ବିଶ୍ୱାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ଜନ୍ମକଲା ମା’କୁ କଟୁରୀରେ ହାଣି ହତ୍ୟା କଲା ଜହ୍ଲାଦ ପୁଅ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଭଳିଆଡ଼ିହା ପଞ୍ଚାୟତ କଲରାଫୁଲିଆ ଗାଁରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ପୁଅ ତପନ ସିଂ ଗିରଫ । ମୃତ ମାଆ ହେଲେ ରାଇମଣି ସିଂ!-->…
ଶ୍ରୀ ହନୁମାନଙ୍କ ପୀଠରେ ବିଂଶତମ ବାର୍ଷିକ ବିଶ୍ୱଶlନ୍ତି ମହାଯଜ୍ଞ ଉଦଯାପିତ
( ବିଶାଳ କଳସ ଯାତ୍ରାରେ ଯୋଗଦେଲେ ୧୫୨ ବ୍ରତଧାରୀ )
ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗୋପୀନାଥପୁର ସାହିସ୍ଥିତ ଶ୍ରୀ ରଘୁନାଥ ଜୀଉ ମନ୍ଦିର ପରିଚାଳନା କମିଟିର ସଭାପତି ରବୀନ୍ଦ୍ର କୁମାର ସାହୁଙ୍କ ଆବାହକତ୍ୱରେ ବୁଧବାରଦିନ ଶ୍ରୀ ରଘୁନାଥ ଜୀଉ!-->!-->!-->…
ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ ଏବଂ ଜାତୀୟ ଶିକ୍ଷାନୀତି ୨୦୨୦ ଶୀର୍ଷକ ଆଲୋଚନା
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଜାତୀୟ ଶିକ୍ଷାନୀତି ୨୦୨୦ ଶୀର୍ଷକ ଆଲୋଚନାଚକ୍ର ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ ହୋଇଅଛି ।ସଂଘର ସଭାପତି ନରେଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଣପୁର!-->…
ଆସିବେ ରାଷ୍ଟ୍ରପତି, ୪ରୁ ୬ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ
ଭୁବନେଶ୍ବର: ରାଷ୍ଟ୍ରପତି ଗସ୍ତକୁ ଆଖିଆଗରେ ରଖି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଆସିବାକୁ ଥିବାରୁ ଦୁଇ ଦିନ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ତେବେ ଆସନ୍ତା ଫେବୃଆରୀ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ!-->…
ନବରଙ୍ଗପୁର ଜିଲ୍ଲା ଓଡ଼ିଶା କର୍ମଜୀବି ସାମ୍ବାଦିକ ସଙ୍ଘ (OUWJ)ର ବାର୍ଷିକ ବନ୍ଧୁମିଳନ ଓ ଆଲୋଚନା ସଭା ଅନୁଷ୍ଠିତ
ଉମରକୋଟ, ୨୯/୦୧/୨୦୨୬ : ନବରଙ୍ଗପୁର ଜିଲ୍ଲା ଓଡ଼ିଶା କର୍ମଜୀବି ସାମ୍ବାଦିକ ସଙ୍ଘ (OUWJ) ପକ୍ଷରୁ ତେନ୍ତୁଳୀଖୁଣ୍ଟି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମଙ୍ଗରଦରାଠାରେ ବାର୍ଷିକ ବନ୍ଧୁମିଳନ ଉତ୍ସବ ଓ ଆଲୋଚନା ଚକ୍ର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତକାଲି (୨୮ ଜାନୁଆରୀ) ଅନୁଷ୍ଠିତ!-->…
କମିବାର ନାଁ ନେଉନି ସୁନା ଓ ରୁପା ଦର, ରୂପା ୪ଲକ୍ଷ, ସୁନା ୧.୭ଲକ୍ଷ ଟପିଲା
ନୂଆଦିଲ୍ଲୀ: ଦେଶରେ ସୁନା ଓ ରୁପା ଦାମ୍ କମିବାର ନାଁ ନେଉନି । ଗତ ୨୭ ତାରିଖ ଅପେକ୍ଷା ଆଜି ଦେଶରେ ସୁନା ଦାମ୍ ଗ୍ରାମ ପିଛା ୫୧୪ ଟଙ୍କା ବୃଦ୍ଧି ପାଇ ୧.୬ଲକ୍ଷ ପାର୍ କରିଛି । ରୂପା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୧୦୧ଟଙ୍କା ବୃଦ୍ଧି ହୋଇଛି ।
ଆଜିର ସୁନା ଓ ରୂପା ଦର ଅନୁସାରେ ସୁନା!-->!-->!-->…