ଉଲିପଦର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀର ମୃତ୍ୟୁ

ଦାରିଙ୍ଗବାଡ଼ି,୧୧/୦୧ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧୀନରେ ଥିବା ଉଲିପଦର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଆଜି ଘଟି ଯାଇଛି । ଉଲିପଦର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ହଷ୍ଟେଲରେ ରହି ୧୦ମ ଶ୍ରେଣୀରେ ପଢ଼ୁ ଥିବା ସୁନେଲି ମାଝିଙ୍କର

ପୁରୁଷ ହକି ବିଶ୍ୱକପକୁ ନେଇ ସବୁଆଡ଼େ ଆନନ୍ଦର ଲହରୀ

ଉମରକୋଟ : ସୂଚନା ମୁତାବକ ପୁରୁଷ ହକି ବିଶ୍ୱ କପ ଖେଳ ପ୍ରତିଯୋଗିତା ଉଦଘାଟନ କୁ ନେଇ ପଞ୍ଚାୟତ ସମିତି ରୁ ଆରମ୍ଭ କରି ପ୍ରତ୍ୟେକ ପଞ୍ଚାୟତ ପର୍ଯ୍ୟନ୍ତ ବିଭିନ୍ନ ବାଜା ସହ ସାଂସ୍କୃତିକ କାର୍ଯକ୍ରମ ମାଧ୍ୟମରେ ଅନୁଷ୍ଠାନ କରାଯିବାର ଦେଖା ଯାଇଅଛି | ସ୍କୁଲ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ

ନିଜ ଗାଡ଼ିରେ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା…

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମପଞ୍ଚାୟତର ଦେରିନାଯୁଠାରେ ଜଣେ ଯୁବକ ନିଜର ଡାଲା ଗାଡ଼ିରେ ପେଟ୍ରୋଲ ଢାଳି ନିଆଁ ଲଗାଇଵା ପରେ ଏକ ବରଗଛରେ ଚଢ଼ି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ହେଲେ

ମଦ୍ୟପାନର କୁ ପରିଣାମ : ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ । ମଦ ପିଇ ଗଣ୍ଡଗୋଳ ପରେ ଜଣେ ଅନ୍ୟଜଣକୁ ପଥରରେ ଛେଚି ହତ୍ୟା କରିଥିବା ସୂଚନା । ଘଟଣା ପ୍ରକାରେ ମଙ୍ଗଳବାର ରାତ୍ର ପ୍ରାୟ ୧୦ଟା ସମୟରେ ସାରଙ୍ଗଡ଼ ପୁରୁଣା ସାହିର ଦୁଇଜଣ ବ୍ୟକ୍ତି

‘ମୁଁ ସବୁଦିନ ପାଇଁ ଖେଳିବି ନାହିଁ’ – ବିରାଟ କୋହଲି

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମ୍ୟାଚରେ ୧୧୩ ରନର ସ୍କୋର କରି ବିଜୟୀ ଇନିଂସ ପାଇଁ ବିରାଟ କୋହଲିଙ୍କୁ ମଙ୍ଗଳବାର ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଥିଲା। କୋହଲି ମ୍ୟାଚ୍‌ରେ ୮୮ଟି ବଲରେ ୧୧୩ ରନର ଇନିଂସ ଖେଳିଥିବାରୁ ଭାରତ ୭ ୱିକେଟ ହରାଇ ୩୭୩ ରନ ଭଳି ଏକ ବଡ଼

ଦବୁଛି ଯୋଶୀମଠ : ସପ୍ତାହକ ମଧ୍ୟରେ ଭଙ୍ଗାଯିବ ହୋଟେଲ ଓ ଘର, ମିଳିବ ୧.୫ ଲକ୍ଷ…

ଯୋଶୀମଠ: ଦବିବାକୁ ଯାଉଥିବା ଉତ୍ତରାଖଣ୍ଡର ଯୋଶୀମଠ ସହରରେ ଥିବା ବିପଦସଙ୍କୁଳ ହୋଟେଲ ଓ ଘରଗୁଡ଼ିକ ସପ୍ତାହକ ମଧ୍ୟରେ ଭଙ୍ଗାଯିବ। ସେହିପରି ସହର ଦବିବାକୁ ଯୋଗୁ ପ୍ରଭାବିତ ହୋଇଥିବା ପ୍ରତ୍ୟେକ ପରିବାରକୁ ସରକାରଙ୍କ ପକ୍ଷରୁ ତତ୍କାଳ ଭାବେ ୧.୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ।ବରିଷ୍ଠ

ପଞ୍ଜାବ ବିଧାନସଭା ବାହାରେ ପାକିସ୍ତାନର ଗୃହମନ୍ତ୍ରୀଙ୍କ ଉପରେ ଜୋତା ଆକ୍ରମଣ…

ଇସ୍‌ଲାମାବାଦ୍‌: ପାକସ୍ତାନର ଲାହୋର ଅନ୍ତର୍ଗତ ପଞ୍ଜାବ ପ୍ରଦେଶର ବିଧାନସଭା ଭିତରେ ମଙ୍ଗଳବାର ଦିନ ତୁମୁଳ ଯୁକ୍ତିତର୍କ ହେବା ପରେ ବାହାରେ ପାକିସ୍ତାନର ଅର୍ଥମନ୍ତ୍ରୀଙ୍କ ଗାଡ଼ି ଉପରକୁ ଜୋତା ଫିଙ୍ଗା ଯାଇଛି।ପାକିସ୍ତାନୀ ଗୃହମନ୍ତ୍ରୀ ରାନା ସନାଉଲ୍ଲା ବିଧାନସଭା ବାହାରକୁ ଆସୁଥିବା ବେଳେ

ଶଙ୍କର ମିଶ୍ରାଙ୍କ ଜାମିନ ଆବେଦନ ଶୁଣାଣି, ରାୟ ସଂରକ୍ଷିତ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଗିରଫ ଶଙ୍କର ମିଶ୍ରାଙ୍କ ଜାମିନ ଆବେଦନ ଉପରେ ଆଜି ଦିଲ୍ଲୀର ଏକ କୋର୍ଟ ଶୁଣାଣି କରିଛନ୍ତି। ତେବେ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ। ମହାନଗର ନିଗମ ମାଜିଷ୍ଟ୍ରେଟ କୋମଲ ଗର୍ଗ ଏହି ଆବେଦନ ଉପରେ ରାୟ

୧୦୦ରୁ ଅଧିକ ମହିଳାଙ୍କୁ ଚା’ ପିଆଇ ଦୁଷ୍କର୍ମ କରିଥିବା ଜଲେବି ବାବାର ଖେଳ ଖତମ…

ରୋହତକ: ଜଣେ କି ଦୁଇ ଦୁଇ ଜଣ ନୁହେଁ, ୧୦୦ରୁ ଅଧିକ ମହିଳାଙ୍କୁ ଚା’ ପିଆଇ ଦୁଷ୍କର୍ମ କରିଥିବା ଅରମପୁରି ଓରଫ ଜଲେବି ବାବାର ଖେଳ ଖତମ ହୋଇଛି। ଆତ୍ମଘୋଷିତ ବାବା ଜଲେବିକୁ ତା’ର କୁକର୍ମ ପାଇଁ ହରିଆଣାର ଫତେହାବାଦର ଗୋଟିଏ ଫାଷ୍ଟଟ୍ରାକ୍‌ କୋର୍ଟ ୧୪ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି

ଗଞ୍ଜେଇ ଉପରେ ପୁଲିସ କଡ଼ା ନଜର ରଖିବା ପରେ ଟାବଲେଟ୍ ମୁହାଁ ଯୁବପିଢ଼ି…

ଚେନ୍ନାଇ: ଦେଶରେ ଗଞ୍ଜେଇକୁ ବେଆଇନ୍‌ ଘୋଷଣା କରାଯାଇଛି। ତଥାପି ଏହାର ଚୋରା ଚାଲାଣ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, କଲିକତା, ଚେନ୍ନାଇରେ ଅଧିକ ହେଉଛି। ଆଜିକାଲି ଶିକ୍ଷିତ ଓ ଆଧୁନିକ ଭାରତୀୟ ଯୁବକଯୁବତୀମାନେ ମଉଜ ପାଇଁ ଲୁଚାଇଛପାଇ ଗଞ୍ଜେଇ ପାର୍ଟି କରୁଛନ୍ତି। ଯାହାକୁ କୁହାଯାଉଛି