ବିଶ୍ବ ଅର୍ଥନୀତିରେ ଭାରତ ହେଉଛି ଉତ୍ତମ ସ୍ଥାନ : ମଧ୍ୟପ୍ରଦେଶ ଶିଖର ସମ୍ମିଳନୀରେ ବିନିଯୋଗ ସପକ୍ଷରେ କହିଲେ…

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି‌ର ଅଣୁଅର୍ଥନୀତିର ମୂଳଦୁଆ ଖୁବ୍‌ ସୁଦୃଢ଼ ଏବଂ ‘ଜି-୨୦’ ରାଷ୍ଟ୍ର ମଧ୍ୟରୁ ଏହାର ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି ବ‌ୋଲି ଆଜି ମଧ୍ୟପ୍ରଦେଶରେ ଆୟୋଜିତ ବୈଶ୍ବିକ ନିବେଶକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ

ବିହାରରେ ରିଭରକ୍ରୁଜକୁ ନୋ ଏଣ୍ଟ୍ରି ! କ୍ରୁଜକୁ ଅଟକାଇବାକୁ ଜେଡିୟୁର ଦାବି…

ପାଟନା: ନଦୀ ପର୍ଯ୍ୟଟନର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି। ସେହି ପରିପ୍ରେକ୍ଷୀରେ ଚଳିତ ମାସ ୧୩ ତାରିଖରେ ଉତ୍ତରପ୍ରଦେଶର ବାରାଣସୀଠାରେ ଗଙ୍ଗାନଦୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ୍ ରିଭରକ୍ରୁଜ ଅଭିଯାନର ଶୁଭାରମ୍ଭ କରିବେ। ଏମ୍‌.ଭି ଗଙ୍ଗା ବିଳାସ

ଜମ୍ମୁ ଓ କଶ୍ମୀରର କୁପ୍‌ୱାରାରେ ପାଟ୍ରୋଲିଙ୍ଗ୍‌ କରୁଥିବା ବେଳେ ଖାଇରେ ପଡ଼ି ୩ ଯବାନ ସହିଦ…

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁପ୍‌ୱାରାରେ ପାଟ୍ରୋଲିଙ୍ଗ୍‌ କରୁଥିବା ବେଳେ ଗଭୀର ଖାଇ ବା ଗଣ୍ଡରେ ପଡ଼ିଯାଇ ଜଣେ ସେନା ଅଧିକାରୀଙ୍କ ସମେତ ୩ଜଣ ଯବାନ ସହିଦ ହୋଇଯାଇଛନ୍ତି।ସେନା ଜାରି କରିଥିବା ସୂଚନା ଅନୁସାରେ, ଜଣେ ‘ଜୁନିୟର୍‌ କମାଣ୍ଡାଣ୍ଟ୍‌ ଅଫିସର୍‌’ (ଜେସିଓ) ଏବଂ ୨ଜଣ ଯବାନ

ଏମ.ଭି ୬୭ ସ୍କୁଲ ରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ…

ମାଲକାନଗିରି :୧୧/୧ କାଲିମେଳା ବ୍ଳକ ଅନ୍ତର୍ଗତ କୋଇମେଟଳା ଗ୍ରାମ ପଞ୍ଚାୟତ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏମ.ଭି -୬୭ ରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ବ୍ଳକ ଅଧ୍ୟକ୍ଷା ସୁଭାସିଣି ସୋଡି। ଏହି ସଭା ରେ ମୁଖ୍ୟ ଅତିଥି - ଏ.ବି.ଓ ଚିନ୍ତାହରଣ ମଧୁ ,ମଞ୍ଚାସିନ ଅତିଥି

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା ରାମଚଣ୍ଡୀ ପୀଠରେ ରେ ପୁଣି ୮୧ ବର୍ଷ ପରେ ମହା ଯଜ୍ଞ…

ଛତ୍ରପୁର , ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା ଶ୍ରୀ ରାମଚଣ୍ଡୀ ମନ୍ଦିର ଗଞ୍ଜାମ ବ୍ଲକ କରପଡ଼ା ପଞ୍ଚାୟତ ନୀଳାଦ୍ରି ପୁର ପାହାଡ଼ ଉପରେ ରହିଛି, ଏହି ପୀଠର ମାହାତ୍ମ୍ୟ ଯେ ରେ ସପ୍ତଶତୀ ଚଣ୍ଡୀ ରେ ବର୍ଣ୍ଣିତ ତ୍ରି ଶକ୍ତି ମହା କାଳୀ, ସରସ୍ଵତୀ ଓ ମହାଲକ୍ଷ୍ମୀ ରାମଚଣ୍ଡୀ ରୂପେ

ଜିଲାପାଳଙ୍କ ଉଦ୍ୟମରେ ଦାରିଙ୍ଗବାଡ଼ିରେ ସଫଳ ହେଲା ଷ୍ଟ୍ରବେରୀ ଚାଷ…

ଦାରିଙ୍ଗବାଡ଼ି,୧୧/୦୧, ପ୍ରଥମ ଥର ପାଇଁ ଦାରିଙ୍ଗବାଡ଼ିରେ ଆରମ୍ଭ ହୋଇଛି ଷ୍ଟ୍ରବେରି ଚାଷ କନ୍ଧମାଳ ଜିଲ୍ଲାପାଳ ଡ.ଆଶିଷ ଇଶ୍ବର ପାଟିଲଙ୍କ ଉଦ୍ୟମ କ୍ରମେ, ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ଓ ଓଡ଼ିଶା ଜୀବିକା ମିଶନର ସହଯୋଗ ରେ ଦାରିଙ୍ଗବାଡି ଠାରେ ଷ୍ଟ୍ରବେରି ଚାଷ ସଫଳ ହୋଇଛି।

ସରକାରୀ ହସ୍ପିଟାଲର ଫଳକ ନାମା ବୋର୍ଡ କୁ ଅପବ୍ୟବହାର…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ସଦର ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ରାସ୍ତା ପାର୍ଶରେ ଥିବା ଫଳକ ନାମା ବୋର୍ଡ କୁ ଭାଙ୍ଗି ରାସ୍ତାର ଅଳିଆ ଆବର୍ଜନା ଓ ପାଣି ଯିବା ଡ୍ରେନର ମୁଣ୍ଡରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫଳକ ନାମାକୁ କଣ୍ଟା ବାଡ଼େଇ ବ୍ୟବହାର କରିବା ଦେଖିବାକୁ

ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା : ସେମିଫାନାଲରେ ପ୍ରବେଶ କଲେ ୮ଟି ଟିମ୍…

ସୁନ୍ଦରଗଡ଼ : ହକି ବିଶ୍ୱକପ ଅବସରରେ ସୁନ୍ଦରଗଡ଼ର ଭବାନି ଭବନ ଷ୍ଟାଡିୟମଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତାର ପୁଲ୍ ମ୍ୟାଚ ଶେଷ ହୋଇଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ ଜାନୁଆରି ୭ରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାରେ ମୋଟ ୨୪ଟି ଟିମ୍ ଭାଗ ନେଇଥିଲେ। ସେଥିମଧ୍ୟରୁ ୮ଟି

ରାଉରକେଲାରେ ଜାନୁଆରି ୧୫ରୁ ୨୭ ଯାଏଁ ‘ସରସ ମେଳା

ଟେରାକୋଟା, ଢୋକ୍ରା କାଷ୍ଟିଙ୍ଗ, ହସ୍ତତନ୍ତ, ବେତ ଓ ବାଉଁଶ ସାମଗ୍ରୀ ସହିତ ବିଭିନ୍ନ ପାରମ୍ପରିକ ଖାଦ୍ୟ ସାଜିବ ମୁଖ୍ୟ ଆକର୍ଷଣ ସୁନ୍ଦରଗଡ଼ /ରାଉରକେଲା,: ହକି ବିଶ୍ୱକପ୍ ଅବସରରେ ରାଉରକେଲା ଭଞ୍ଜ ଭବନସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ‘ସରସ ମେଳା’ ଆୟୋଜନ କରାଯିବ। ଜାନୁଆରି ୧୫ରୁ ୨୭

ଇତିହାସ ପୃଷ୍ଠାରେ ଅବିଭକ୍ତ କୋରାପୁଟ ଜିଲ୍ଲା ଉପରେ ଆଲୋଚନା ଚକ୍ର…

ମାଲକାନଗିରି, ୧୧/୧/୨୩: ମାଲ୍ୟବନ୍ତ ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅଭିନବ ପଦକ୍ଷେପମାନ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସଂସ୍କୃତି ଭବନଠାରେ "ଇତିହାସ ପୃଷ୍ଠାରେ ଅବିଭକ୍ତ କୋରାପୁଟ" ବିଷୟବସ୍ତୁ ନେଇ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଛି।