Sign in
Sign in
Recover your password.
A password will be e-mailed to you.
ହକି ବିଶ୍ୱକପ୍ ଉଦଘାଟନୀ ପାଇଁ ଆସନ୍ତାକାଲି ରାଜ୍ୟରେ ଦିନ ୧ ଟାରୁ ସ୍କୁଲ ଛୁଟି..
ଭୁବନେଶ୍ୱର: ହକି ବିଶ୍ୱକପ୍ ଉଦଘାଟନୀ ପାଇଁ ଆସନ୍ତାକାଲି ଅର୍ଥାତ ବୁଧବାର ସମଗ୍ର ରାଜ୍ୟରେ ଦିନ ୧ଟାରୁ ସ୍କୁଲ ଛୁଟି ରହିବ। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ପିଲାମାନେ ଉଦ୍ଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ସ୍କୁଲ!-->…
ଜାନୁଆରି ୧୬ରେ ଭୁବନେଶ୍ବର ଆସିବ ବିଜୁବାବୁଙ୍କ ଡାକୋଟା ବିମାନ…
ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ଭିଟି-ଏୟୁଆଇ ବିମାନ ଓଡ଼ିଶା ଆସୁଛି। ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଆସିବ। ଡାକୋଟା ବିମାନକୁ କୋଲକାତାରୁ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯାଉଛି। ‘ଡାକୋଟା’ ବିମାନକୁ!-->…
ତେଲେଙ୍ଗାନା ମୁଖ୍ୟ ଶାସନ ସଚିବଙ୍କୁ ଝଟକା, କ୍ୟାଡର ବାତିଲ କରିବାକୁ ଅନୁମତି ଦେଲେ ହାଇକୋର୍ଟ…
ହାଇଦ୍ରାବାଦ: ତେଲେଙ୍ଗାନାର ମୁଖ୍ୟ ଶାସନ ସଚିବ ସୋମେଶ କୁମାରଙ୍କୁ ଏକ ବଡ଼ ଝଟକା ଲାଗିଛି | ଆଜି ତେଲେଙ୍ଗାନା ହାଇକୋର୍ଟ ତାଙ୍କ ତେଲେଙ୍ଗାନା କ୍ୟାଡରକୁ ବାତିଲ କରି ଆନ୍ଧ୍ରପ୍ରଦେଶକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ୟାଡର ପ୍ରସଙ୍ଗରେ ୨୦୧୭ ସେଣ୍ଟ୍ରାଲ୍ ଆଡମିନିଷ୍ଟ୍ରେଟିଭ୍!-->…
HSRP ନଥିଲେ ୧୫ରୁ ଗଣିବେ ଫାଇନ୍…
ଭୁବନେଶ୍ୱର: ଆପଣଙ୍କ ଗାଡ଼ିରେ ଲଗାଇଛନ୍ତି ତ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ । ଯଦି ଲଗାଇ ନାହାନ୍ତି ତାହେଲେ ଫାଇନ୍ ଦେବେ । ଆସନ୍ତା ୧୫ ତାରିଖରୁ ଗାଡ଼ିରେ HSRP ଲାଗି ନଥିଲେ ଫାଇନ୍ ଗଣିବାକୁ ପଡ଼ିବ । ଗାଡ଼ି ପଞ୍ଜିକରଣ ନମ୍ବର ଶେଷ ଅଙ୍କ ୧, ୨, ୩, ୪, ୫ ଓ ୬ ଲାଗି!-->…
ଓସ୍କାର ଦୌଡ଼ରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’
ମୁମ୍ବାଇ: ଓସ୍କାର ୨୦୨୩ରେ ବେଷ୍ଟ ଫିଲ୍ମ ଓ ବେଷ୍ଟ ଆକ୍ଟର କାଟାଗୋରୀରେ ସାମିଲ ହୋଇଛି ‘ଦ କଶ୍ମୀର ଫାଇଲ୍ସ’ । ଓସ୍କାର ୨୦୨୩ର ଲିଷ୍ଟରେ କାନ୍ତାରା, ଆରଆରଆର, ଆଲିଆ ଭଟ୍ଟଙ୍କ ଅଭିନୀତ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ବି ସର୍ଟଲିଷ୍ଟ ହୋଇଛି । ଏଥିସହ ମାଧବନଙ୍କ ଦ୍ୱାରା ନିର୍ଦ୍ଦେଶିତ!-->…
ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ: ଖାଦ୍ୟ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ
କୋଲକାତା: ପଶ୍ଚିଭମବଙ୍ଗର ବୀରଭୂମ ଜିଲ୍ଲାରେ ଗତକାଲି ଅନେକ ସ୍କୁଲ ପିଲା ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କୁହାଯାଉଛି, ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ଏକ ସାପ ବାହାରିଥିଲା । ଏହି ଖାଦ୍ୟ ଖାଇବା!-->…
କୋଭୋଭାକ୍ସ ବୁଷ୍ଟର ଡୋଜକୁ ଆଗାମୀ ସପ୍ତାହରୁ ମିଳିପାରେ ମଞ୍ଜୁରୀ… !
କରୋନା ଭାଇରସ ଚୀନରେ ଦ୍ରୁତଗତିରେ ମାଡୁଥିବା ବେଳେ ଭାରତରେ କରୋନା ସ୍ଥିତି ସ୍ୱାଭାବିକ ରହିଛି । ସମଗ୍ର ବିଶ୍ୱର ଅନେକ ସ୍ଥାନରେ କରୋନା ମାମଲା ବଢୁଥିବା ଯୋଗୁଁ ଭାରତ ସରକାର ଏହାକୁ ସତର୍କତା ଅବଲମ୍ବନ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ସାରା ଦେଶରେ ଟିକାକରଣ ଉପରେ ଧ୍ୟାନ!-->…
କୂଳରୁ ବାସନ୍ଦ କରାଯାଇଥିବା କୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଯୁବକ
ଛତ୍ରପୁର : କୂଳ ସମାଜରୁ ବାସନ୍ଦ ହୋଇଥିବା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ରାମ୍ପୁଡି ଗ୍ରାମର ଦଣ୍ଡେଶ୍ୱର ନାହାକ ମଙ୍ଗଳବାର ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଗତ ୨୦୧୬ ମସିହାରେ ଆସିକା ବ୍ଲକ ତୁମ୍ବା ଠେଙ୍ଗାପଲ୍ଲୀ ଅଂଚଳର!-->…
ବିଶ୍ୱ ଦେଖିବ ବିଶ୍ୱର ସବୁଠୁ ବଡ଼ ହକି ଷ୍ଟିକ, କଟକ ବାଲିଯାତ୍ରା ପଡିଆରେ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତି…
କଟକ : ବିଶ୍ୱ ଦେଖିବ ବିଶ୍ୱର ସବୁଠୁ ବଡ଼ ହକି ଷ୍ଟିକ। କଟକ ବାଲିଯାତ୍ରା ପଡିଆରେ ଏହି ଷ୍ଟିକ ର ର୍ନିମାଣ କରୁଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ହକି ବିଶ୍ୱକପର ଉଦ୍ଘାଟନୀ ଉତ୍ସବ ଉପଲକ୍ଷେ ହକିର ପ୍ରଚାର ଓ ପ୍ରସାର କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି!-->…
ଆଧାର କାର୍ଡ ନଥିଲେ ଭତ୍ତା ମିଳିବ ନାହିଁ…
ଛତ୍ରପୁର : ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ ହଲରେ ଭିସି ମାଧ୍ୟମରେ ରାଜ୍ୟସ୍ତରୀୟ ସାମାଜିକ ସୁରକ୍ଷା ବିଭାଗର ଏକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସାମାଜିକ ସୁରକ୍ଷା ବିଭାଗର କମିସନର ତଥା ସଚିବ ଭାସ୍କର ଶର୍ମା ଓ ନିର୍ଦ୍ଦେଶିକା ଶ୍ରୀମତୀ ବ୍ରତତି!-->…