Sign in
Sign in
Recover your password.
A password will be e-mailed to you.
ବିର୍ସା ମୁଣ୍ଡା ହକି ଷ୍ଟାଡିୟମ : ବିଦ୍ୟୁତ୍ ଆଘାତରେ ଶ୍ରମିକଙ୍କ ମୃତ୍ୟୁ…
ରାଉରକେଲା: ହକି ବିଶ୍ୱ କପକୁ ନେଇ ସବୁଠି ଚାଲିଛି ସାଜସଜ୍ଜା । ଏହି ସମୟରେ ରାଉରକେଲା ହକି ଷ୍ଟାଡିୟମରେ ମଧ୍ୟ ଚାଲିଛି ସାଜସଜ୍ଜା କାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ବିଦ୍ୟୁତ କାମ ଚାଲିଥିବା ବେଳେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଘଟିଯାଇଛି ଏକ ଅଘଟଣ। ବିଦ୍ୟୁତ ସଂସ୍ପର୍ଷରେ ଆସି!-->…
କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜରଦୋଶଙ୍କ ବ୍ରହ୍ମପୁର ଗସ୍ତ
ବ୍ରହ୍ମପୁର : ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତି ଦର୍ଶନା ଜରଦୋଶ ବ୍ରହ୍ମପୁର ଲୋକସଭା ଗସ୍ତରେ ଆସି ପୂର୍ବାହ୍ନରେ ବ୍ରହ୍ମପୁର ରେଳ ଷ୍ଟେଷନ୍ ଠାରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇ କେନ୍ଦ୍ର ମନ୍ତ୍ରୀ!-->…
କଲେଜ ସମ୍ମୁଖରୁ ଛାତ୍ରଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ୩ ଘଣ୍ଟା ପରେ ଉଦ୍ଧାର…
ଭୁବନେଶ୍ୱର : କଲେଜ ସମ୍ମୁଖରୁ ଛାତ୍ରଙ୍କୁ ଉଠାଇନେଲେ ଦୁର୍ବୃତ୍ତ । ପ୍ରଥମ ବର୍ଷର ଇଞ୍ଜନିୟରିଂ ଛାତ୍ରଙ୍କୁ ଖଣ୍ଡଗିରିରୁ ଅପହରଣ କରି ଜଟଣୀ ନେଇଯାଇଥିଲେ ଅଭିଯୁକ୍ତ । ପ୍ରୀତମ ଷଡ଼ଙ୍ଗୀ ନାମକ ଛାତ୍ରଙ୍କୁ ଏକ ବୁଲେଟରେ ଉଠାଇନେଇଥିଲେ । ଅଭିଯୋଗ ପରେ ଖଣ୍ଡିଗରି ଥାନା ପୋଲିସ ଛାତ୍ରଙ୍କୁ!-->…
କୁମ୍ଭାରଗୁଡ଼ାରେ ମାଟିର ବିଭିନ୍ନ ଜିନିଷ ଶିଖିବା ପ୍ରଶିକ୍ଷଣ ନେଲେ କସ୍ତୁରବା ଗାନ୍ଧୀ ସ୍କୁଲ ଛାତ୍ରୀ…
ମାଲକାନଗିରି : ଆଜି ଜିଲ୍ଲା ହସ୍ତଶିଳ୍ପ କର୍ମ ବିଭାଗ ଦ୍ଵାରା ମାଲକାନଗିରି ଜିଲ୍ଲାର ଶିଖପାଲି ଓ ସୋମନାଥପୁର ଠାରେ ୨ ମାସ ଧରି ଚାଲିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସ୍କୁଲର ଛାତ୍ରୀଙ୍କ ଯୋଗଦାନ । ଏହି କାର୍ଯ୍ୟକ୍ରମଟିର ଡିଜାଇନର ଭାବେଦିଲ୍ଲୀ ରୁ ନିଲମ୍ ଗୁପ୍ତା ଓ କଲିକତା ରୁ!-->…
ଭିନ୍ନକ୍ଷମ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର…
ବ୍ରହ୍ମପୁର : କେ.ନୂଆଗାଁ ଥାନା ଚୌଧୁରୀ ଟିକରପଡା ଗାଁରେ ଆଜି ଏକ ଭିନ୍ନକ୍ଷମ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ।
ସୂଚନା ଅନୁଯାୟୀ ଏହି ଗାଁର ବାସୁ ସାହୁଙ୍କ ଭିନ୍ନକ୍ଷମ ଝିଅ ବିଷ୍ଣୁପ୍ରିୟା ୮ ତାରିଖରେ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ନ ମିଳିବାରୁ ଥାନାରେ!-->!-->!-->…
ପାକିସ୍ତାନରେ ୫୦୦% ବଢ଼ିଲାଣି ପିଆଜ ଦାମ…
ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ମହଙ୍ଗା ମାଡ଼ରେ ଲୋକମାନେ ଆଉଟ ପାଉଟ ହେଉଛନ୍ତି। ଦୈନନ୍ଦିନ ବ୍ୟବହାର ହେଉଥିବା ଜିନିଷର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଦର ବୃଦ୍ଧି ଯୋଗୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର!-->…
ବାଇକ ଉପରେ ଗଳି ପଡ଼ିଲା ମେଟ୍ରୋ ପିଲାର୍, ଚାଲି ଗଲା ମା’ ପୁଅଙ୍କ ଜୀବନ…
ବେଙ୍ଗାଲୁରୁ: ନିର୍ମାଣାଧୀନ ମେଟ୍ରୋ ଷ୍ଟେସନ ପିଲାର ଖସି ପଡ଼ିବାରୁ ରାସ୍ତାରେ ଯାଉଥିବା ମା’ ପୁଅଙ୍କ ମୃତ୍ୟୁ ଘଟିଛି। ଏଥିରେ ମହିଳାଙ୍କ ସ୍ୱାମୀ ଓ ଛୋଟ ଝିଅ ମଧ୍ୟ ଆହତ ହୋଇଛନ୍ତି। ଏମାନେ ସମସ୍ତେ ଗୋଟିଏ ବାଇକରେ ଯାଉଥିବା ବେଳେ କର୍ଣ୍ଣାଟକାର ବେଙ୍ଗାଲୁରୁର ନଗାଭାରା ଅଞ୍ଚଳରେ ଏପରି ଘଟଣା!-->…
ହତ୍ୟା କରି ସାବତ ଝିଅକୁ ପୋଡ଼ି ଦେଲା ମା, ପ୍ରମାଣ ଲୁଚାଇବା ପାଇଁ ମଶାଣିକୁ ଧୋଇଦେଲା ବାପା…
ପୁରୀ //ଗୋପ : ପୁରୀ ଜିଲ୍ଲା ଗୋପ ବ୍ଳକ ବିଜିପୁର ଗାଁରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା । ସାନ ଝିଅକୁ ମାରି ମଶାଣିରେ ପୋଡିଦେଲେ ସାବତ ମାଆ ଓ ମାମୁଁ । ନିଜ ବାପା, ସାବତ ମାଆ ଓ ମାମୁଁଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତିି ମୃତକଙ୍କ ବଡ ଭଉଣୀ ରଶ୍ମିତା ମହରଣା । ମୃତକ ବିଜିପୁର ଗାଁର!-->…
ବାଲୁଖଣ୍ଡରେ ଟ୍ରାଙ୍କୁଲାଇଜ୍ ହେଲା ଦନ୍ତା, ୩ ଦିନ ହେଲା କରୁଥିଲା ନାକେଦମ…
ପୁରୀ: ଟ୍ରାଙ୍କୁଲାଇଜ୍ ହେଲା ଦନ୍ତା । ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇଛି । ବନବିଭାଗର ସ୍ୱତନ୍ତ୍ର ଟିମ୍ ହାତୀକୁ ଟ୍ରାଙ୍କୁଲାଇଜ୍ କରିଛି। ହାତୀକୁ କାବୁ କରି ବାନ୍ଧୁଛି ବନ ବିଭାଗ।
ଗତକାଲି ଠାରୁ ପୁରୀ ସହର ଓ ଆଖପାଖ ଅଞ୍ଚଳରେ!-->!-->!-->…
ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଅଟୋ, ୭ ଆହତ…
ମୋହନା: ଗଜପତି ଜ଼ିଲ୍ଲା ମୋହନା ସହର ନିକଟରେ ଥିବା ଲେଡବନ୍ଧ ଘାଟିରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିଛି । ଫଳରେ ସେଥିରେ ଯାତ୍ରା କରୁଥିବା ୧୦ ଜଣ ଯାତ୍ରୀ ଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି।
ଆହତ ମାନଙ୍କୁ ମୋହନା!-->!-->!-->…