Sign in
Sign in
Recover your password.
A password will be e-mailed to you.
ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ମୃତ୍ୟୁ…
ମସ୍କାଟ: ମୃତ୍ୟୁ କେତେବେଳେ ଓ କେମିତି କାହାକୁ ନେଇଯିବ, ସେକଥା କେହି ଜାଣିନାହାନ୍ତି। ବିଶେଷ କରି ମହାମାରୀ କରୋନା ପରେ ପୂରା ବିଶ୍ୱ ଆଗରେ ଏବେ ହୃଦଘାତ ଗୋଟିଏ ଜଟିଳ ସମସ୍ୟା ଭାବେ ଉଭା ହୋଇଛି। ହୃଦଘାତ ଅନେକ ସୁସ୍ଥ ସବଳ ଲୋକଙ୍କୁ ମଧ୍ୟ ହଠାତ୍ ପରପାରିକୁ ନେଇଯାଉଛି। ଷ୍ଟେଜ ଉପରେ କାହାର!-->…
ଶେହଲା ରସିଦଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା…
ନୂଆଦିଲ୍ଲୀ: ଜେଏନୟୁର ପୂର୍ବତନ ଛାତ୍ର ନେତା ତଥା ଏଆଇଏସଏର ସଦସ୍ୟ ଶେହଲା ରସିଦଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ନାଁରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାର ବିଚାର ଜାରି ରଖିବାକୁ ଆଜି ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ଅନୁମତି ଦେଇଛନ୍ତି। ୨୦୧୯ରେ ଶେହଲା ଭାରତୀୟ ସେନାକୁ ଆକ୍ଷେପ କରି!-->…
ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତକୁ ତିନି ବର୍ଷ କାରାଦଣ୍ଡ ସହ ୨୦,୧୦୦ ଟଙ୍କା ଜୋରିମାନା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଏକ ୧୭ ବର୍ଷିୟା ନାବାଳିକାର ଅପହରଣ ମାମଲାର ବିଚାର କରି ୧୨ ଜଣ ସାକ୍ଷୀ ଡ଼ାକ୍ତରୀ ରିପୋର୍ଟ୍ ଇତ୍ୟାଦିକୁ ଭିତ୍ତି କରି ଗୋପବନ୍ଧୁ ପ୍ରଧାନ ୩୦ବର୍ଷ ,ମାଲେରି ଗାଆଁ,!-->…
ହକି ପାଇଁ ଦୁଲୁକିବ ବାରବାଟୀ, ଆସନ୍ତାକାଲି ହେବ ଭବ୍ୟ ଉଦ୍ଘାଟନ…
କଟକ : ମୈଦାନ ପ୍ରସ୍ତୁତ। ପହଞ୍ଚି ସାରିଛନ୍ତି ସବୁ ଦେଶର ଖେଳାଳି। ୧୩ ତାରିଖରୁ ଆରମ୍ଭ ହେବ ହକି ମହାକୁମ୍ଭ। ଆସନ୍ତା କାଲି ରହିଛି ଉଦ୍ଘାଟନୀ ଉତ୍ସବ। ଦୁଲୁକିବ ବାରବାଟୀ। ମଞ୍ଚରେ ଜଲଓ୍ଵା ଦେଖାଇବେ ରଣବୀର ସିଂ, ଦିଶା ପଟ୍ଟାନୀ। ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍ ସୋ।!-->…
୭୪ ତମ ସାଧାରତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ
ମାଲକାନଗିରି : ଆଜି ୭୪ ତମ ସାଧାରତନ୍ତ୍ର ଦିବସ ନେଇ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧାରତନ୍ତ୍ର ଦିବସ କିଭଳି ସଫଳତାର ସହ ପାଳନ କରାଯିବ ସେ ନେଇ ଏଠାରେ ଆଲୋଚନା!-->…
ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ଜୁନିୟର କ୍ଲର୍କ…
ରାଉରକେଲା : ଭିଜିଲାନ୍ସ ଜାଲରେ କିରାଣି। ରାଉରକେଲା ଗ୍ରାମ୍ୟ ପୂର୍ତ୍ତ ବିଭାଗ ଜୁନିୟର କ୍ଲର୍କ ନନ୍ଦୀ କିଶୋର ନାଥଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍। ଭୁବନେଶ୍ୱର, ବରଗଡ଼, ରାଉରକେଲା ଓ ସମ୍ବଲପୁରର ୬ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ। ଚଢାଉରେ ୩ଜଣ DSP,୯ଜଣ!-->…
ଜାନୁଆରୀ ଶେଷ ସୁଦ୍ଧା ସମ୍ପତ୍ତି ତାଲିକା ଦିଅ, ନଚେତ୍ ଫେବ୍ରୁଆରୀରୁ ଦରମା ବନ୍ଦ : କୃଷି ବିଭାଗ
ଭୁବନେଶ୍ୱର: ବିଭାଗୀୟ କର୍ମଚାରୀଙ୍କୁ କୃଷି ବିଭାଗର ଚରମବାଣୀ । ସମ୍ପତ୍ତି ତାଲିକା ନ ଦେଲେ ଦରମା ବନ୍ଦ । ଜାନୁଆରୀ ୩୧ ତାରିଖ ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ ନ କଲେ ଫେବ୍ରୁଆରୀ ମାସରୁ ଦରମା ବନ୍ଦ ନେଇ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କୁ ଚରମବାଣୀ ଶୁଣାଇଛି କୃଷି ବିଭାଗ । ଯେ!-->…
ଥଣ୍ଡାରେ ନଥରିବା ଯାଏ ସ୍ୱେଟର୍ ପିନ୍ଧିବେ ନାହିଁ ରାହୁଲ ଗାନ୍ଧି…
ନୂଆଦିଲ୍ଲୀ: ହାଡ଼ଭଙ୍ଗା ଜାଡ଼ରେ ବି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କେବଳ ଗୋଟିଏ ଧଳା ଟି-ଶାର୍ଟ ପିନ୍ଧି ଭାରତ ଯୋଡ଼ୋ ଯାତ୍ରା କରୁଛନ୍ତି। ଲୋକମାନେ ସ୍ୱେଟର ଠାରୁ ଆରମ୍ଭ କରି ଜ୍ୟାକେଟ ପିନ୍ଧି ମଧ୍ୟ ପ୍ରବଳ ଥଣ୍ଡାରେ ଥରୁଥିଲେ ହେଁ ରାହୁଲ ଗାନ୍ଧି କେମିତି ସବୁ କିଛି ସହି ଯାଉଛନ୍ତି,!-->…
ଦବୁଛି ଯୋଶୀମଠ, କିନ୍ତୁ ଜରୁରୀ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଦେବଭୂମି ଯୋଶୀମଠ ଧ୍ୱଂସ ହେବାକୁ ବସିଥିବା ବେଳେ ଲୋକମାନେ ଆତଙ୍କିତ ହୋଇ ଉଠିଛନ୍ତି। ମାଟି ଧସିବା ସହ ଘର ଫାଟି ଆଁ କରିଛି। ଏଥିପାଇଁ ସହରର ଅନେକ ଅଞ୍ଚଳକୁ ବିପର୍ଯ୍ୟୟ ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ସେହିପରି ଏକାଧିକ ବିପଦସଙ୍କୁଳ ଘର ଓ ହୋଟେଲକୁ ମଧ୍ୟ!-->…
ଶୋଇଥିବା ବେଳେ କାନ୍ଥକୁ ପେଲି ଦେଲା ହାତୀ, ଚାପି ହୋଇ ଜଣେ ମୃତ…
ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ରାଇକୁଦର ଗ୍ରାମରେ କାନ୍ଥକୁ ହାତୀ ପେଲି ଦେବାରୁ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ରବି ମହାନ୍ତ।
ସୂଚନା ଅନୁଯାୟୀ, ରବି ମହାନ୍ତ ଓ ତାଙ୍କ ପତ୍ନୀ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଧାନ!-->!-->!-->…