ଧୂମଧାମରେ ପାଳନ ହେଲା ଖଇରପୁଟ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ…

ଖାଇରପୁଟ : ଖଇରପୁଟ ସଦର ମହକୁମା ଆଜି ବେଶ୍ ଚଳଚଞ୍ଚଳ ହୋଇ ଉଠିଥିଲା । ଦୀର୍ଘ ଦିନର ବ୍ୟବଧାନ ପରେ ବିଭିନ୍ନ ବ୍ଲକରେ ମାଲ୍ୟବନ୍ତ ମହୋତ୍ସବ ଭଳି ମହାନ ଉତ୍ସବକୁ ଏହାର ପୁରପଲ୍ଲୀରେ ମନାଉ ଥିବାର ଏକ ଅଫୁରନ୍ତ ଆନନ୍ଦ ସବୁରି ମୁହଁରେ ଝଲସି ଉଠୁଥିଲା । ଖଇରପୁଟ ଆଜି ବ୍ଲକ ଉତ୍ସବ ପାଳନ

ଦେଶୀ ମଦ ସହ ସ୍କୁଟି ଜବତ, ଜଣେ ଅଟକ…

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚିପୁର ଗାଁ ଛକରେ ମଦ ଧରି ଆସୁଥିବା ଏକ ସ୍କୁଟିକୁ ଜବତ କରିବା ସହ ସମ୍ପୃକ୍ତ ମଦ ବେପାରୀକୁ ପୋଲିସ ଅଟକ କରିଥିବା ଜଣାଯାଇଛି । ଗିରଫ ବ୍ଯକ୍ତି ଜଣକ ହେଲେ ବୁଗୁଡ଼ା ଏନଏସି ଅନ୍ତର୍ଗତ ମହିମା ନଗରର ସୁବ୍ରତ କୁମାର ଜେନା । ଏ ନେଇ ଥାନାରେ କେସ୍ ନଂ

ବୁଗୁଡ଼ା ଅଞ୍ଚଳକୁ ଲେଉଟିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ…

ବୁଗୁଡ଼ା : ଗତ ମାସରେ କିଛି ଦିନ ଶୀତ ହୋଇ କୁଆଡେ ଉଭେଇ ଯାଇଥିବା ବେଳେ ଏବେ ପୁଣି ପାଞ୍ଚ ଦିନ ହେଲା ବୁଗୁଡ଼ା ଅଞ୍ଚଳକୁ ଶୀତ ଲେଉଟିଛି । ଏହି ଅଞ୍ଚଳର ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ପ୍ରବଳ ଜାଡ ଅନୁଭୂତ ହେଉଥିବା ବେଳେ ସହରାଞ୍ଚଳରେ ମଧ୍ୟ ଶୀତର ପ୍ରଭାବ ପଡୁଛି । ତାପମାତ୍ରା ୧୧ ରୁ

ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଷଷ୍ଠ ଦିବସରେ ଅମରନାଥ କ୍ରିକେଟ କ୍ଳବ ଆସିକା ବିଜୟୀ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଷଷ୍ଠ ଦିଵସରେ ଅମରନାଥ କ୍ରିକେଟ କ୍ଳବ ଆସିକା ସହ ଗେଲେକ୍ସି ଇଲେଭେନ ମୁଣ୍ଢମରାଈ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟସ୍

ଧାନ ଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ

ଛତ୍ରପୁର : ରବିବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଧାନ ଗଦାରେ ନିଆଁ ଲାଗିଯିବା ଘଟଣାରେ ସୋମବାର ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଓ ଚମାଖଣ୍ଡି ଥାନାଧିକାରୀ ସୁଦୀପ୍ତ କୁମାର ସାହୁ କ୍ଷେତ୍ର ପରିଦର୍ଶନ କରିଛନ୍ତି l ଖରାବର୍ଷା କୁ ଖାତିର ନ କରି ଚାଷୀ ମୁଣ୍ଡ ର

ଗଂଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ୨୦୨୨-୨୩ ଉଦଯାପିତ…

ଛତ୍ରପୁର : ହକି ପୁରୁଷ ବିଶ୍ୱ କପ୍ -୨୦୨୩ ପ୍ରଚାର ପ୍ରସାର ଉଦ୍ଧେଶ୍ୟ ନେଇ ଶନିବାର ଠାରୁ ସ୍ଥାନୀୟ ଅନସ୍ଲୋ ସରକାରୀ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା ଗଂଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା

ଦକ୍ଷିଣ ଓଡିଶା ନାଟକ ମହୋତ୍ସବ : ଚତୁର୍ଥ ରଜନୀରେ ନାଟକ “ଅନ୍ଧାରର ଆର୍ତ୍ତନାଦ” ମଂଚସ୍ଥ…

ବ୍ରହ୍ମପୁର--ଗଂଜାମ ଜିଲ୍ଲା ମଂଚ କଳାକାର ସମ୍ମିଳନୀ ଦ୍ୱାରା ବ୍ରହ୍ମପୁର କଳାକାର ଏକତା ମଂଚ ସହାୟତାରେ ଅନୁଷ୍ଠିତ ଷଷ୍ଠ ରାଜ୍ୟସ୍ତରୀୟ ତଥା ୩୨ତମ ଦକ୍ଷିଣ ଓଡିଶା ନାଟକ ମହୋତ୍ସବ ର ଚତୁର୍ଥ ରଜନୀରେ ମଂଚସ୍ଥ ହୋଇଛି ନାଟକ"ଅନ୍ଧାରର ଆର୍ତ୍ତନାଦ"। ମାଆ ଓ ମାଟିକୁ ଛାଡି କେବେ କିଛି ସମ୍ଭବ ନୁଁହ

କନ୍ଧମାଳ ମହାସିଙ୍ଗି ଓ ବଇଡାରେ କିଟ୍‍ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‍ପିଟାଲ୍‍ ଓ ଦିବାଧ୍ୟାୟୀ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ମହାସିଙ୍ଗି ଓ ବଇଡାଠାରେ କିଟ୍‍ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‍ପିଟାଲ୍‍ ଓ ଦିବାଧ୍ୟାୟୀ (ଡେ ବୋର୍ଡିଂ) ବିଦ୍ୟାଳୟର ଭୂମିପୂଜନ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ

ବୁଗୁଡା ବ୍ଲକ ଗ୍ରାମ ରୋଜଗାର ସେବକ ସଂଘର ବୈଠକ…

ବୁଗୁଡ଼ା : ବୁଗୁଡା ବ୍ଲକ ଗ୍ରାମ ରୋଜଗାର ସେବକ ସଂଘର ଏକ ବୈଠକ ଆଜି ମା ମାଳିଝୋଳା ମନ୍ଦିର ପରିସରରେ ସଭାପତି କାହ୍ନୁ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମ ରୋଜଗାର ସେବକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ପଞ୍ଚାୟତ

ଚିତ୍ରକୋଣ୍ଡାରେ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଇଁ ପ୍ରସ୍ତୁତି…

ଚିତ୍ରକୋଣ୍ଡା: ଆସନ୍ତା ଜାନୁଆରୀ ଏଗାର ତାରିଖରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ରେ ହେବ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ l ଏଥିପାଇଁ ଚିତ୍ରକୋଣ୍ଡା ବ୍ଲକ ରେ ସମସ୍ତ ପ୍ରସ୍ତୁତି ଜୋର ଧରିଛି, ଚିତ୍ରକୋଣ୍ଡା ବ୍ଲକ ବିଡ଼ିଓ ରଘୁନାଥ ମୁଣ୍ଡାରୀ ଙ୍କ ନେତୃତ୍ୱରେ ବ୍ଲକ ଅଧକ୍ଷା ସୁଶ୍ରୀ