ପାକିସ୍ତାନରେ ଅଟା ଓ ମଇଦା ପାଇଁ ଭୟଙ୍କର ସଂଘର୍ଷ…

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏକପ୍ରକାର କାଙ୍ଗାଳ ସ୍ଥିତିରେ ଥିବା ପାକିସ୍ତାନରେ ଏବେ ଅଟା ଓ ମଇଦା ପାଇଁ ଲୋକମାନେ ପରସ୍ପର ସହ ସଂଘର୍ଷ କରୁଛନ୍ତି। ପ୍ରଥମେ ଅଟା ପାଇଁ ଦଳଚକଟା ସ୍ଥିତି ଦେଖିବାକୁ ମିଳିଥିବା ବେଳେ

ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କ ସାଢେ ୩ କୋଟିର ଆଲିସାନ୍‌ କୋଠା ଆଟାଚ୍‌…

ଭୁବନେଶ୍ୱର : ହାତରୁ ଗଲା ବଙ୍ଗଳା। ଅର୍ଚ୍ଚନା ନାଗଙ୍କ ସତ୍ୟବିହାର ବିଳାସପୂର୍ଣ୍ଣ ଘର ଆଟାଚ୍‌ କଲା ଇଡି । ଏହି ଘରର ମୂଲ୍ୟ ୩କୋଟି ୪୦ ଲକ୍ଷ ହେବ ବୋଲି ଆକଳନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟା ଏହାସହ ଅର୍ଚ୍ଚନା ନାଗଙ୍କ କଳାଟଙ୍କା ମାମଲାରେ ୨ ହଜାର ୨୪୧ ପୃଷ୍ଠାର ଚାର୍ଜସିଟ୍‌

ସୋସିଆଲ ମିଡ଼ିଆରେ ନିଜକୁ ସନ୍ନି ଲିଓନି କହିବା ପରେ ବଢ଼ିଲା ବିବାଦ, ପୋଷ୍ଟ ହଟାଇବାକୁ ଏତଲା

କଟକ : ସୋସିଆଲ ମିଡିଆରେ ଅଶ୍ଳୀଳ ଓ ଯୌନଉଦ୍ଦୀପନା ସମ୍ବଳିତ ମନ୍ତବ୍ୟ ଦେବା ଓ ଅଶାଳୀନ ଭିଡିଓ ଭାଇରାଲ କରିବା ଅଭିଯୋଗରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନାରେ ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ଜଣେ ମହିଳାଙ୍କ ନାମରେ ଏବଂ ଯେଉଁମାନେ ଏହାକୁ ଭାଇରାଲ କରୁଛନ୍ତି ସେମାନଙ୍କ ନାମରେ ଏକ

ଶିମିଳିପାଳରେ ପକ୍ଷୀ ଗଣନା ଆରମ୍ଭ…

କରଞ୍ଜିଆ: ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ଗଣନା ଶେଷ ହେବା ପରେ ଆଜି ଠାରୁ ଆରମ୍ଭ ହେଇଛି ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେଇଛି । ଶିମିଳିପାଳରୁ ବାହାରିଥିବା ନଦୀ,ନାଳ ଏବଂ ଜଳାଶୟ ଗୁଡିକ ରେ ପକ୍ଷୀ ଗଣନା କାର୍ଯ୍ୟ ଚାଲୁ ଅଛି । ଆଜି ଗୋଟିଏ ଦିନ ପାଇଁ ପକ୍ଷୀ ଗଣନା କାର୍ଯ୍ୟ ହେବ ।

ଯୁବକଙ୍କ ଉପରକୁ ଏସିଡ ପକାଇ ଚମ୍ପଟ ମାରିଲେ ଦୁର୍ବୃତ୍ତ…

ଦେବଗଡ଼: ଏସିଡ ଆକ୍ରମଣରେ ଜଣେ ଯୁବକ ଗୁରୁତର। ଦେବଗଡ଼ ପୌରାଞ୍ଚଳ ମୁଣ୍ଡା ସାହିରେ ଅଘଟଣ। ଚାଲି ଚାଲି ଆସୁଥିବା ବେଳେ ଯୁବକଙ୍କୁ ଏସିଡ ମାଡ ହୋଇଛି। ୩ ଜଣ ଅଜଣା ଯୁବକ ଆସି ଏସିଡ ମାଡ କରିଥିବା ଅଭିଯୋଗ। ୧୦ ନମ୍ବର ୱାର୍ଡ ମୁଣ୍ଡା ସାହିର ସିକନ ପ୍ରଧାନ(୨୨) ଗୁରୁତର। ମୁହଁ ଓ ମୁଣ୍ଡରେ

ଆଜିଠୁ କମିବ ଶୀତ, ବଢ଼ିବ କୁହୁଡ଼ି…

ଭୁବନେଶ୍ୱର : ଆଜିଠୁ କମିବ ଶୀତ, ବଢ଼ିବ କୁହୁଡ଼ି। ଲୋକଙ୍କୁ ମିଳିବ ଆଶ୍ୱସ୍ତି। ୩ ଦିନର ହାଡ଼ ଭଙ୍ଗା ଥଣ୍ଡା ପରେ ରାଜ୍ୟବାସୀଙ୍କୁ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିବ। ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁର ପ୍ରବାହ କମିବା ଆରମ୍ଭ ହୋଇଥିବାବେଳେ ରାଜ୍ୟକୁ ଏବେ ଜଳୀୟବାଷ୍ପପୂର୍ଣ୍ଣ

ରାଉରକେଲାରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା : ଭାଗନେଲେ ୬୫୬ ଜଣ ପ୍ରତିଯୋଗୀ…

ସୁନ୍ଦରଗଡ଼ /ରାଉରକେଲା : ହକି ବିଶ୍ୱକପ୍ ପାଇଁ ସୁନ୍ଦରଗଡ଼ ଜିଲ୍ଲାବ୍ୟାପୀ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା କରାଯାଉଛି। ଏହି ଅବସରରେ ରାଉରକେଲାର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ସୋମବାର ଦିନ

ଜନଜାତି ବିକାଶ ନିମନ୍ତେ ସାଂସଦଙ୍କୁ ୧୦ ଦଫା ଦାବୀ ପତ୍ର ପ୍ରଦାନ…

କନ୍ଧମାଳ : ପ୍ରେମାନନ୍ଦ ମାଝୀଙ୍କ ନେତୃତ୍ଵରେ ୧୦ ଦଫା ଦାବୀ ନେଇ ଏକ ଆବେଦନ ପତ୍ର କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପ୍ରଦାନ କରିଛନ୍ତି l ଯାହା ଲିଖିତ ରହିଛି ଓଡ଼ିଶା ଜନଜାତି କନ୍ଧଗଉଡ଼ ସଂପ୍ରଦାୟ କନ୍ଧମାଳ, ବଉଦ, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼, ନବରଙ୍ଗପୁର, ବଲାଙ୍ଗିର, ବରଗଡ଼,

ବିଶ୍ୱକପ୍ ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ହକି ପ୍ରତିଯୋଗିତା…

: ପୁରୁଷ ଓ ମହିଳା ବର୍ଗରେ ସେମିଫାଇନାଲକୁ ଗଲେ ୮ଟି ଟିମ୍ ମହିଳା ବର୍ଗରେ - କୁତ୍ରା, ନୂଆଗାଁ, ରାଜଗାଙ୍ଗପୁର ଏବଂ ଲାଠିକଟା ବ୍ଲକପୁରୁଷ ବର୍ଗରେ - ସୁନ୍ଦରଗଡ଼, ବାଲିଶଙ୍କରା, କୁତ୍ରା ଏବଂ ଲେଫ୍ରିପଡ଼ା ବ୍ଲକ ସୁନ୍ଦରଗଡ଼ : ହକି ବିଶ୍ୱକପ ଅବସରରେ ସୁନ୍ଦରଗଡ଼ ଜିଲ୍ଲାବ୍ୟାପି ବିଭିନ୍ନ

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ହେମଗିର ବ୍ଲକରେ ଯୁଗ୍ମ ଜନଶୁଣାଣି…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ହେମଗିର ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଆୟୋଜିତ ଏହି ଜନଶୁଣାଣିରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଏବଂ ଏସପି ପ୍ରତ୍ୟୁଷ ଦିବାକର ଯୋଗଦେଇ ସାଧାରଣ