ଶୀତ ମହୋତ୍ସବର ଦ୍ବିତୀୟ ଦିନରେ କବିତା ଆସର…

ଦାରିଙ୍ଗବାଡି,୯/୧ : କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ୫ଦିନିଆ ଶୀତ ମହୋତ୍ସବ ଚାଲିଛି। ମହୋତ୍ସବର ଦ୍ଵିତୀୟ ଦିନ ରବିବାର ପୂର୍ବାହ୍ନରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସେହିପରି ସନ୍ଧ୍ୟା ଅଧିବେଶନରେ ଓଡିଶୀ, କୁଇ ସଙ୍ଗୀତ ଓ କମେଡି ଦର୍ଶକଙ୍କୁ

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ନିମଖଣ୍ଡି ଥାନା ଉଦ୍‌ଘାଟିତ…

ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଜିଲ୍ଲାର ସଦର ଥାନା ଭୌଗୋଳିକ ସୀମା ଅଧିକ ରହିଛି। ଏଣୁ ଉକ୍ତ ଥାନା ଅଧୀନରେ ଥିବା ନିମଖଣ୍ଡି ଫାଣ୍ଡିକୁ ଥାନାରେ ରୂପାନ୍ତରିତ କରିବା ପାଇଁ କିଛିବର୍ଷ ହେଲା ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଥିଲା। ରାଜ୍ୟ ସରକାର ନିମଖଣ୍ଡି ଫାଣ୍ଡିକୁ ଥାନାରେ ରୂପାନ୍ତରିତ

ଚିକିଟି ବ୍ଳକରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣୀ…

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି ଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଅଛି। ସୋମବାର ପୁର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଆରକ୍ଷୀ ଅଧିକ୍ଷକ ଡ ଏମ୍ ଶ୍ରବଣା ବିବେକ ପହଞ୍ଚି ମିଳିତ ଭାବେ

ସିଲ୍କ ସିଟି ମହୋତ୍ସବରେ ପଲ୍ଲିଶ୍ରୀ ମେଳା ଅଧିକ ଆକର୍ଷଣୀୟ ହେବ…

ଛତ୍ରପୁର : ବିଶ୍ବ ପୁରୁଷ ହକି କପ୍ କ୍ରୀଡା ଅବସରରେ ବ୍ରହ୍ମପୁର ସହରରେ ଅନୁଷ୍ଠିତ ହେବାକୁ ଯାଉଛି ପଲ୍ଲିଶ୍ରୀ ମେଳା ଏବଂ ରେଶମ ସହରର ମହୋତ୍ସବ (ସିଲ୍କ ସିଟି ଫିଷ୍ଟିଭାଲ) । ବ୍ରହ୍ମପୁର ସହରର ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ୍ ପଡିଆ ଠାରେ ଏହି ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଚଳିତ

ବ୍ରାହ୍ମଣୀଗାଁ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ…

ଦାରିଙ୍ଗବାଡି, ୦୯/୦୧ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ଘଟିଛି, ଜଣେ ତେର ବର୍ଷିୟା ନାବାଳିକା କୁ ସେହି ଗ୍ରାମ ର ଜଣେ ନାବାଳକ ଦୁଷ୍କର୍ମ କରିଥିବା ନେଇ ବ୍ରାହ୍ମଣୀଗାଁ ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଗୁରୁବାର ଦିନ ନାବାଳିକା

ପଟ୍ଟା ଜମିରୁ ୩ଟି ଚନ୍ଦନ ଗଛ ଚୋରି, ଥାନାରେ ଅଭିଯୋଗ…

ବୁଗୁଡ଼ା : ବୁଗୁଡ଼ା ବନାଞ୍ଚଳରେ କାଠ ଚୋରଙ୍କ ସକ୍ରିୟତା ଯୋଗୁଁ ଜଙ୍ଗଲରୁ ଅବିଚାରିତ ଭାବେ ବୃକ୍ଷ ଛେଦନ ପ୍ରକ୍ରିୟା ଜୋରଦାର ଚାଲିଥିବା ବେଳେ ଲୋକଙ୍କ ପଟ୍ଟା ଜମିରେ ଥିବା ମୂଲ୍ଯବାନ ଗଛ ବି କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବାଦ ପଡୁନି । ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବୁଗୁଡ଼ା

ସଂସ୍କୃତି ଜ୍ଞାନ ପରୀକ୍ଷା ଦେଲେ ୧୪୮ ଜଣ ଛାତ୍ରଛାତ୍ରୀ…

ବୁଗୁଡ଼ା : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ସଂସ୍କୃତି ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥି ବିଭିନ୍ନ ବିଦ୍ୟାଳୟର ମୋଟ ୧୪୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ଶିଶୁ ବର୍ଗରେ ୬୪ ଜଣ , ବାଲ୍ ବର୍ଗରେ ୪୯ ଜଣ ଓ କିଶୋର ବର୍ଗରେ ୩୫

ବ୍ରହ୍ମପୁର ଓ ଦକ୍ଷିଣ ଓଡ଼ିଶାରେ ରେଲୱେର ବିକାଶ ପାଇଁ ରେଳରାଷ୍ଟ୍ର ମନ୍ତ୍ରୀଙ୍କୁ ଦେଲା ଦାବିପତ୍ର…

ବ୍ରହ୍ମପୁର: ଓଡ଼ିଶା ର ସର୍ବ ପୁରାତନ ପ୍ରମୁଖ ରେଳ ଷ୍ଟେସନ ବ୍ରହ୍ମପୁର ର ବିକାଶ ଓ ଦକ୍ଷିଣ ଓଡ଼ିଶାରେ ରେଲୱେର ବିକାଶର ଦାବିକୁ ରେଲ ବଜେଟରେ ସାମିଲ କରିବା ପାଇଁ 'ଓଡ଼ିଶା ଡେଭଲପମେଣ୍ଟ ଫୋରମ୍' କେନ୍ଦ୍ର ରେଳରାଷ୍ଟ୍ର ମନ୍ତ୍ରୀଙ୍କୁ ଦେଲା ଦାବିପତ୍ର।ଏହି ଦାବିପତ୍ର ରେ ଓଡ଼ିଶା ର ସର୍ବ

ଧାଣୁକା ଏଗ୍ରିଟେକ ଲିମିଟେଡ କମ୍ପାନୀର ଔଷଧ ବ୍ୟବହାର କରି ଚାଷୀ କ୍ଷତିଗ୍ରସ୍ତ…!

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ଏକ କୃଷି ପ୍ରଧାନ ଜ଼ିଲ୍ଲା l ଏଠାକାର ଆଦିବାସୀ ବାର ମାସ ଯାଏ, କୃଷି ଉପରେ ବିଶେଷ ଧ୍ୟାନ ଦେଇ ନିଜର ଜୀବିକା ନିର୍ବାହ କରେ l ଚାଷ କାମ ଭଲ ନ ହେଲେ ଚାଷୀ ମୃତ୍ୟୁର ଦୃଷ୍ଟାନ୍ତ ମଧ୍ୟ ଦେଖିବାକୁ ମିଳେ l ସୂଚନା ମୁତାବିକ ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର

ବରିଷ୍ଠ କଳାକାର ସଂଘର ବ୍ଲକସ୍ତରୀୟ ବୈଠକ…

ଭଞ୍ଜନଗର (ବେଲଗୁଣ୍ଠା), ୦୯/୦୧ : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ'ର ବେଲଗୁଣ୍ଠା ବ୍ଲକ ଶାଖା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କ୍ଷେତ୍ରୀୟବରପୁର ପର୍ଶୁଲୁଣ୍ଡା ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ