Sign in
Sign in
Recover your password.
A password will be e-mailed to you.
ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଜସପ୍ରୀତ ବୁମରାଙ୍କୁ ବାହାର କଲା ବିସିସିଆଇ…
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଆଗାମୀ ଦିନିକିଆ ଶୃଙ୍ଖଳା ପୂର୍ବରୁ ଭାରତକୁ ଏକ ବଡ଼ ଝଟକା ଲାଗିଛି। କିଛି ଦିନ ତଳେ ଶ୍ରୀଲଙ୍କା ବିପକ୍ଷ ଆଗାମୀ ଦିନିକିଆ ଶୃଙ୍ଖଳାରେ ଜସପ୍ରୀତ ବୁମରା ଖେଳିବେ ବୋଲି ବିସିସିଆଇ ଟ୍ବିଟ କରି ସୂଚନା ଦେଇଥିଲା। ହେଲେ ଏବେ ବିସିସିଆଇ ନିଜ ନିଷ୍ପତ୍ତି ବଦଳାଇଛି।!-->…
କମିସନରେଟ୍ ପୋଲିସର ୧୫ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ୩୦ ଟି ନୂଆ ଥାନା ଉଦଘାଟିତ…
ଭୁବନେଶ୍ୱର : ରାଜ୍ୟରେ ୩୦ଟି ନୂଆ ଥାନା ଉଦ୍ଘାଟିତ ହୋଇଛି। ଭୁବନେଶ୍ୱର ମୈତ୍ରୀବିହାର ସହ ରାଜ୍ୟର ୩୦ଟି ଥାନାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୈତ୍ରୀବିହାର ଥାନା ଉଦ୍ଘାଟନୀ ସମାରୋହରେ ରାଜ୍ୟ ଗୃହ ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୋଲିସ ଡିଜି ସୁନୀଲ!-->…
ସମାନ ନାଗରିକ ସଂହିତା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଗୁଜରାଟ ଓ ଉତ୍ତରାଖଣ୍ଡର କମିଟିକୁ ସବୁଜ ସଂକେତ..
ନୂଆଦିଲ୍ଲୀ : ସମାନ ନାଗରିକ ସଂହିତା (ୟୁସିସି) ଯାଞ୍ଚ କରିବାକୁ ବିଜେପି ଶାସିତ ଗୁଜରାଟ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଗଠିତ କମିଟିକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ ।
ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ସମାନ ନାଗରିକ ସଂହିତା ସଂପର୍କରେ!-->!-->!-->…
୨୦୨୪ଲୋକସଭା ନିର୍ବାଚନକୁ ନେଇ ଓୱେସୀଙ୍କ ବୟାନ; ମୋଦୀ ବନାମ କେଜ୍ରିୱାଲ କିମ୍ବା ରାହୁଲ ହେଲେ…
ନୂଆଦିଲ୍ଲୀ: ୨୦୨୪ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବାର ରଣନୀତି କହିଲେ ଅଲ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି। ’ପୋଡକାଷ୍ଟ ଉଇଥ୍ ସ୍ମିତା ପ୍ରକାଶ’ର ଶେଷ ଏପିସୋଡରେ ଏଆଇଏମ୍ଆଇଏମ୍ ମୁଖ୍ୟ କହିଛନ୍ତି ଯେ ବିଜେପିକୁ ପରାସ୍ତ କରିବାକୁ!-->…
କରୋନାର ଏହି ଟିକା ଯୋଗୁ ହଠାତ୍ ହୋଇପାରେ ମୃତ୍ୟୁ, ଗବେଷକ ଦେଲେ ଚେତାବନୀ…
ନୂଆଦିଲ୍ଲୀ: ମହାମାରୀ କରୋନାର ସୁରକ୍ଷା ଯୋଗାଉଥିବା ଟିକା ସାଜିପାରେ ମୃତ୍ୟୁର କାରଣ। କରୋନା ଟିକା ନେଲେ ହୋଇପାରେ ହୃଦଘାତ। ବିଶେଷ କରି ମେସେଞ୍ଜର ଆରଏନଏ କୋଭିଡ ୧୯ ଟିକା ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି କରୁଛି। ଏପରି କି ଏମଆରଏନଏ ଟିକା ନେବା ଦ୍ୱାରା ଅଚାନକ ହୃଦଘାତ ମଧ୍ୟ!-->…
ରାହୁଲ ଗାନ୍ଧି କହିଲେ ‘ସେ ରାହୁଲ ଗାନ୍ଧିଙ୍କୁ ମାରି ସାରିଛନ୍ତି’…
ଅମ୍ବାଲା: ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦେଇଥିବା ବୟାନ ଚର୍ଚ୍ଚାରେ ବିଷୟ ପାଲଟିଛି। ହରିଆଣାରେ ଭାରତ ଯୋଡ଼ୋ ଯାତ୍ରା କରିବା ବେଳେ ରାହୁଲ ଗାନ୍ଧି କହିଛନ୍ତି ଯେ ‘ସେ କେବେ ଠାରୁ ରାହୁଲ ଗାନ୍ଧିଙ୍କୁ ହତ୍ୟା କରି ସାରିଛନ୍ତି।’ ଏଥିସହ ସେ ନିଜର ଛବି!-->…
ଏପ୍ରିଲରୁ ଶିକ୍ଷା ବର୍ଷ ଆରମ୍ଭ, ପଠାଗଲା ପାଠ୍ୟପୁସ୍ତକ…
ଭୁବନେଶ୍ୱର: କୋଭିଡ଼ ପରେ ଶିକ୍ଷା କ୍ଷେତ୍ରକୁ ସ୍ୱାଭାବିକ ଟ୍ରାକ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିନିମନ୍ତେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ଚଳିତ ବର୍ଷ ଏପ୍ରିଲରୁ ଶିକ୍ଷା ବର୍ଷ ଆରମ୍ଭ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ବେଳେ!-->…
ଅର୍ଚ୍ଚନା ହନିଟ୍ରାପ ମାମଲା, ୨୨୪୧ ଶହ ପୃଷ୍ଟାର ଚାର୍ଜସିଟ୍ ଦାଖଲ କଲା ଇଡି
ଭୁବନେଶ୍ୱର଼: ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ଇଡି କୋର୍ଟରେ ୨୨୪୧ ପୃଷ୍ଟାର ଚାର୍ଜସିଟ୍ ଦାଖଲ କରିଛି । ଇଡିର ଏହି ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗଙ୍କ ନାମ ରହିଛି ।
ଏଥିସହିତ ଅର୍ଚନାଙ୍କ ସମ୍ପତି ୩ କୋଟି ୪୦ ଲକ୍ଷ ଟଙ୍କା ବୋଲି ଆକଳନ କରିଛି ଇଡି । କିଛି!-->!-->!-->…
ଭୁଜାଲିରେ ହାଣି ଲୁଟିନେଲେ ୧୫ ଲକ୍ଷ ଟଙ୍କା
ଢ଼େଙ୍କାନାଳ : ଢେଙ୍କାନାଳ ପରଜଙ୍ଗ ଥାନା ଲୋଧଣୀ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଆଗରୁ ଜଣେ ବ୍ୟବସାୟୀଙ୍କ କର୍ମଚାରୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ୩ଜଣ ଦୁର୍ବୁତ୍ତ । ଉକ୍ତ କର୍ମଚାରୀଙ୍କୁ ଦୁର୍ବୃତ୍ତ ମାନେ ଭୁଜାଲିରେ ହାଣି ଟଙ୍କା ଝାମ୍ପି ନେଇଥିଲେ ।
ମିଳିଥିବା ସୂଚନା!-->!-->!-->…
ଅଟୋକୁ ମୁହାଁମୁହିଁ ପିଟିଲା ପିକ୍ ଅପ୍ ଭ୍ୟାନ୍, ୩ ମୃତ
ମୟୁରଭଞ୍ଜ : ଏକ ଅଟୋ ସହ ପିକ୍ଅପ୍ ଭ୍ୟାନ୍ ର ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇଜଣ ଗୁରୁତର ଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାରିପଦା-ଦେଉଳି ରାସ୍ତାର ବାଙ୍କିଶୋଳ ପାଖରେ ଏକ ଯାତ୍ରୀବାହୀ ଅଟୋ ଓ ମାଲବୋଝେଇ ପିକଅପ୍ ଭ୍ୟାନ!-->…