Sign in
Sign in
Recover your password.
A password will be e-mailed to you.
ଆଉ ଦୁଇ ଦିନ ଜାରି ରହିବ ଶୀତ…
ଭୁବନେଶ୍ୱର : ହାଡ଼ ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ । ପ୍ରବଳ ଶୀତ ସାଙ୍ଗକୁ କୁହୁଡ଼ି ଜନଜୀବନ କଲବଲ କରିପକାଉଛି । ଶିମିଳିପାଳ, ବଣାଇ, ଦାରିଙ୍ଗିବାଡ଼ ଓ କୋରାପୁଟର କିଛି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଆଜି ପାଇଁ ୩ ଜିଲ୍ଲା ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୋଳକୁ ୟେଲୋ!-->…
ବ୍ରାଜିଲରେ ଅରାଜକତା ପାଇଁ ବିଦା ହେଲେ ରାଜ୍ୟପାଳ…
ନୂଆଦିଲ୍ଲୀ: ବ୍ରାଜିଲରେ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅରାଜକତା ଓ ହିଂସାକାଣ୍ଡ ଘଟଣାରେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବ୍ରାଜିଲ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କୁ ୩ ମାସ ପାଇଁ ବହିସ୍କାର କରିଛନ୍ତି। ବ୍ରାଜିଲର ରାଜଧାନୀ!-->…
ବ୍ରାଜିଲ ରାଷ୍ଟ୍ରପତି ଭବନକୁ ଆକ୍ରମଣ ଘଟଣାରେ କଡ଼ା ନିନ୍ଦା କଲେ ମୋଦି…
ନୂଆଦିଲ୍ଲୀ: ବ୍ରାଜିଲରେ ହୋଇଥିବା ଦଙ୍ଗା ପରିସ୍ଥିତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଘଟଣାରେ ଉଦ୍ବେଗ ପ୍ରକାଶ କରିବା ସହ ବ୍ରାଜିଲ ସରକାରଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି। ଏନେଇ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ଗଣତାନ୍ତ୍ରିକ ପରମ୍ପରାକୁ!-->…
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଉତକ୍ଷିପ୍ତ ହୋଇ ଗୃହ ଛାଡ଼ି ଚାଲିଗଲେ ରାଜ୍ୟପାଳ …
ଚେନ୍ନାଇ: ତାମିଲନାଡୁର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଜି ତୀବ୍ର ମନାନ୍ତର ଦେଖିବାକୁ ମିଳିଛି। ଆଜି ରାଜ୍ୟ ବିଧାନସଭାରେ ରାଜ୍ୟପାଳଙ୍କ ପାଇଁ ତାମିଲନାଡ଼ୁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଅଭିଭାଷଣରେ କ୍ଷୁବ୍ଧ ହୋଇ ଗୃହ ଛାଡ଼ି ରାଜ୍ୟପାଳ ଆର.ଏନ ରବି ଚାଲିଯାଇଥିଲେ। ତାମିଲନାଡ଼ୁ!-->…
୫୦ ଜଣ ଯାତ୍ରୀଙ୍କୁ ଛାଡ଼ି ପଳାଇଲା ବିମାନ…
ବେଙ୍ଗାଲୁରୁ: ଜଣେ କି ଦୁଇ ଜଣ ନୁହଁ। ୫୦ ଜଣ ଯାତ୍ରୀଙ୍କୁ ଛାଡ଼ି ପଳାଇଲା ବିମାନ। ଏମିତି ଏକ ଅଦ୍ଭୁତ ଘଟଣା ଆଜି ବେଙ୍ଗାଲୁରୁ ବିମାନ ବନ୍ଦରରେ ଘଟିଛି। ବିମାନ କମ୍ପାନୀ ‘ଗୋ ଫାଷ୍ଟ’ ପକ୍ଷରୁ ଏଭଳି ଅବହେଳା କରାଯାଇଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହୋଇଥିଲେ। ଯାତ୍ରା!-->…
ଭାଙ୍ଗୁଛି କାନ୍ଥ, ଯୋଶୀମଠରେ କାହିଁକି ଦବୁଛି ଭୂମି..?
ନୂଆଦିଲ୍ଲୀ: କୋଠାବାଡ଼ି। ରାସ୍ତାଘାଟ। ମଠ ମନ୍ଦିର। ସବୁଠି ବିରାଟ ବିରାଟ ଫାଟ। କାନ୍ଥ ଫାଟି ଆଁ କରିବା ପରେ ଭୟରେ ଘର ଛାଡ଼ୁଛନ୍ତି ଯୋଶୀମଠ ବାସିନ୍ଦା । ପଳାୟନ କଲେଣି ପ୍ରାୟ ୭୦ ପରିବାର । ଦେବଭୂମି ଉତ୍ତରାଖଣ୍ଡର ଧାର୍ମିକ ସହର ଭାବେ ପରିଚିତ ଯୋଶୀମଠ ଧିରେ ଧିରେ ତଳକୁ ଦବୁଥିବାରୁ,!-->…
ଆଇସିସିଆଇ ବ୍ୟାଙ୍କର ପୂର୍ବତନ ସିଇଓଙ୍କ ଗିରଫଦାରୀ ବେଆଇନ୍ : ବମ୍ବେ ହାଇକୋର୍ଟ…
ମୁମ୍ବାଇ: ଜେଲରୁ ମୁକ୍ତ ହେବେ ଆଇସିସିଆଇ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚର । ଉଭୟଙ୍କ ଗିରଫଦାରୀକୁ ବେଆଇନ କହିଛନ୍ତି ବମ୍ବେ ହାଇକୋର୍ଟ। ଦୁର୍ନୀତି ନିବାରଣ ଆକ୍ଟ ଅନୁସାରେ ଉଭୟଙ୍କ ଗିରଫଦାରି ବେଆଇନ ବୋଲି କୋଚର ଦମ୍ପତି ହାଇକୋର୍ଟରେ!-->…
ମାତିଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ, ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟରେ ଧସେଇ ପଶିଲେ…
ନୂଆଦିଲ୍ଲୀ: ବ୍ରାଜିଲରେ କ୍ଷମତା କନ୍ଦଳକୁ ନେଇ ଅରାଜତା ପରିସ୍ଥିତି। ମାତିଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ। ରବିବାର ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରୋଙ୍କ ସମର୍ଥକମାନେ ରାଷ୍ଟ୍ରପିତ ଭବନ ‘କଂଗ୍ରେସ’କୁ ଧସେଇ ପଶିବା ସହ ସୁପ୍ରିମକୋର୍ଟ ଭିତରକୁ!-->…
ମଧ୍ୟାହ୍ନ ଭୋଜନରେ ପୋକ ବାହାରିବା ନେଇ ଅଭିଯୋଗ ଭିଡିଓ ଫଟୋ ଭାଇରାଲ…!
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ ସାରୁ ଗ୍ରାମପଚାଂୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସୋମବାର ଛାତ୍ର ଛାତ୍ରୀଙ୍କ ପାଇଁ ଯୋଗାଣ ହୋଇଥିବା ମଧ୍ୟାହ୍ନ ଭୋଜନରେ ପୋକ ବାହାରିବା ଫଟୋ ଓ ଭିଡ଼ିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ବାରମ୍ବାର ଏପରି ଘଟଣା!-->!-->!-->…
ହକି ବିଶ୍ବକପ ପାଇଁ ସୁନ୍ଦରଗଡ଼ରେ କ୍ରୀଡ଼ା ଉତ୍ସବ
ଜିଲ୍ଲାସ୍ତରୀୟ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ
ସୁନ୍ଦରଗଡ଼: ହକି ପୁରୁଷ ବିଶ୍ୱକପ ଅବସରରେ ସୁନ୍ଦରଗଡ଼ରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଏ.ଏଲ୍ ନାୟାର ଷ୍ଟାଡିୟମରେ ଚାଲିଥିବା ଜିଲ୍ଲାସ୍ତରୀୟ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ!-->!-->!-->!-->!-->…