ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶତବର୍ଷ ପୂର୍ତ୍ତି ମହୋତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ…

ପୁରୀ: ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଉତ୍କଳ ଆଗମନର ଶତବର୍ଷ ପୂର୍ତ୍ତି ମହୋତ୍ସବ । ଏହି ଉପଲକ୍ଷେ ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ସମାରୋହ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମାବେଶରେ

ଚିକିତ୍ସାରେ ଅର୍ଥ ସାଜିଛି ବାଧକ : ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି…

ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ ଅଧିନସ୍ଥ ରତଙ୍ଗ ପଂଚାୟତ ର ପୋଡାପଡା ଗ୍ରାମର ବିଜୟ ପ୍ରଧାନଙ୍କ ଝିଅ ଗାୟତ୍ରୀ ପ୍ରଧାନ ଆଜକୁ ପ୍ରାୟ ୧୪/୧୫ ବର୍ଷ ହେବ ଆଖି ପତା ଉପରେ ବଢୁଥିବା ମାଂସ ପିଣ୍ଡୁଳା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପରିବାର ଲୋକଙ୍କ କହିବା

ଧସିଲା ସାଳନ୍ଦୀ ନଦୀବନ୍ଧ : ସୃଷ୍ଟି ହେଲା ବଡ ବଡ ଫାଟ…

ଚାନ୍ଦବାଲି: ଧସିଲା ୭୦ ଫୁଟର ସାଳନ୍ଦୀ ନଦୀବନ୍ଧ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଆରଡି ପଞ୍ଚାୟତର ଶୀତଳପୁର ଠାରେ ୭୦ ଫୁଟ ଲମ୍ବର ସାଳନ୍ଦୀ ନଦୀର ମାଟି ବନ୍ଧ ଧସିଥିବା ଦେଖିବାକୁ ମିଳିଛି । ମାଟି ବନ୍ଧ ସହ ଜଳ ସମ୍ପଦ ବିଭାଗ ପକ୍ଷରୁ ପଡିଥିବା ପଥର ସବୁ ମଧ୍ୟ ନଦୀ ଭିତରକୁ

ମାଲ୍ୟବନ୍ତ ମହୋତ୍ସବ ନେଇ ଘୋଡାଦୌଡ଼ ପ୍ରତିଯୋଗିତା

ମାଲକାନଗିରି: ମାଲ୍ୟବନ୍ତ ମହୋତ୍ସବ ନେଇ ଘୋଡାଦୌଡ଼ ପ୍ରତିଯୋଗିତା । ସ୍ୱାଭିମାନ ଅଞ୍ଚଳର ଚିତ୍ରକୋଣ୍ଡା ବ୍ଲକ ଲାଉଗୁଡ଼ା ଗାଁରେ ମାଲ୍ୟବନ୍ତ ମହୋତ୍ସବ ନେଇ ଘୋଡ଼ାଦୌଡ଼ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଛି । ଲାଓଗୁଡା ଠାରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଦ୍ୱାରା ଓଡ଼ିଶାରେ ପ୍ରଥମ କରି

ବାର୍‌ହା ଫାଶରେ ଫଶି ଗଲା ଦନ୍ତା ଜୀବନ…

ସମ୍ବଲପୁର: ସମ୍ବଲପୁରରେ ପୁଣି ଆଖି ବୁଜିଲା ଦନ୍ତା। ଯୁଯୁମରା ରେଂଜ ଖଇରମୀଲ ଅନ୍ତର୍ଗତ ରଘୁଡେରା ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି। ତେବେ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ବାର୍‌ହା ଫାଶରେ ଲାଗି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ବିଦ୍ୟୁତ ଆଘାତ ନା ଦାନ୍ତ

ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲାରେ କାଲି ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରିବ ଇଡି…

ଭୁବନେଶ୍ବର: ଅର୍ଚ୍ଚନା ନାଗ ହନିଟ୍ରାପ୍‌ ମାମଲାରେ ଆସନ୍ତାକାଲି ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରଥମେ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କ ନାଁରେ ମାମଲା

ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ : ହାଇକୋର୍ଟ

କଟକ: ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ଅପରାଧ ପରିସରଭୁକ୍ତ ନୁହେଁ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ।କେତେକ କ୍ଷେତ୍ରରେ ମହିଳାମାନେ ସ୍ୱଇଚ୍ଛାରେ ସଂପର୍କ ରଖୁଛନ୍ତି । ତେଣୁ ଏଭଳି ଘଟଣାରେ

କମିଶନରେଟ ପୋଲିସର ମାଞ୍ଜା ସୂତା ଉପରେ ଚଢ଼ାଉ

କଟକ: କଟକ ପୁରିଘାଟ ଥାନା ଅଞ୍ଚଳରେ କମିଶନରେଟ ପୋଲିସର ମାଞ୍ଜା ସୂତା ଉପରେ ଚଢ଼ାଉ। ଏଭଳି ସୂତା ବିକ୍ରି ଓ ମାଞ୍ଜା ସୂତା ଲଗାଇ ଗୁଡି ଉଡାକୁ ବେଆଇନ କରିଛନ୍ତି ଓଡିଶା ହାଇକୋର୍ଟ। କଟକ ସହରରେ ଗୁଡ଼ି ଉଡ଼ା କାହା ପାଇଁ ଖେଳ ଥିବାବେଳେ କାହା ପାଇଁ କାଳ ସାବ୍ଯସ୍ତ ହୋଇଛି । ବିଗତ

ଶୀତରେ ଥରୁଛି ସାରା ଓଡ଼ିଶା, ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ…

ଭୁବନେଶ୍ୱର : ଜାଡ଼ରେ ଜଡ଼ସଡ଼ ଓଡ଼ିଶା । ହାଡ଼ ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ । ଆଜିଠୁ ଦୁଇ ଦିନ ଶୀତ ଲହରୀ । କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରୀ ଜାରି ରହିବ । ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏ ହ୍ରାସ ପାଇବ ରାତି ତାପମାତ୍ରା । ଶୀତ ଲହରି ନେଇ ଆଜି

ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ୫ମ ଦିବସରେ ଆସିକା ପାନାସୋନିକ ଦଳ ବିଜୟୀ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଢିବାର ୫ମ ଦିଵସରେ ଆସିକା ପାନାସୋନିକ ଦଳ ସହ ହିଞ୍ଜିଳିକାଟୁ ଇଗଲ କ୍ରିକେଟ କ୍ଳବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି