ପୂଜାରୀଙ୍କ ଉପରେ ଛେପ ପକାଇଲେ ମହିଳା…

ବେଙ୍ଗାଲୁରୁ: ମହିଳାଙ୍କୁ ମନ୍ଦିର ଭିତରୁ ଘୋଷାଡି ଘୋଷାଡି ଆଣି ବାହାରେ ଫିଙ୍ଗିଲେ ମନ୍ଦିର କର୍ମଚାରୀ। ଘଟଣାଟି ଡିସେମ୍ବର ମାସରେ ଘଟିଥିବା ବେଳେ ମହିଳାଜଣକ ଏବେ ଏନେଇ ଅଭିଯୋଗ କରିବାରୁ ଏହା ସାମ୍ନାକୁ ଆସିଛି। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ମନ୍ଦିରର ଜଣେ କର୍ମଚାରୀ

କାହିଁକି ଅଭିଯୁକ୍ତମାନେ କାର ଅଟକାଇ ନଥିଲେ, କହିଲେ କାରଣ…

ନୂଆଦିଲ୍ଲୀ: ଆମେ ଜାଣିଥିଲୁ ଆମ କାରରେ କେହି ଜଣେ ମହିଳା ଲାଖିଯାଇଛନ୍ତି। ଆଉ ସେ ଛନ୍ଦି ହୋଇ ଘୋଷାଡ଼ି ହେଉଛନ୍ତି। କିନ୍ତୁ ଆମେ ଡରି ଯାଇ କାର ଚଳାଇ ଖସିଯିବାକୁ ଚାହିଁଥିଲୁ। ଗାଡ଼ି ଅଟକାଇଲେ କଣ ହେବ ଭାବି ଆମେ ଭୀଷଣ ଡରିଯାଇଥିଲୁ। ତେଣୁ କାର ଅଟକାଇ ନଥିଲୁ। ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌

ସୁଖୁଙ୍କ କ୍ୟାବିନେଟ୍ ବିସ୍ତାର, ୭ ଜଣଙ୍କୁ ମିଳିଲା ମନ୍ତ୍ରୀ ପଦ

ଡେରାଡୁନ: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସୁଖବିନ୍ଦର ସିଂହ ସୁଖୁ। ହେଲେ କ୍ୟାବିନେଟ୍ କିନ୍ତୁ ସେ ବିସ୍ତାର କରିନଥିଲେ। ଆଜି ସୁଖବିନ୍ଦର ସିଂହ ସୁଖୁ ନିଜ କ୍ୟାବିନେଟ୍ ସମ୍ପ୍ରସାରଣ କରିଛନ୍ତି। ସୁଖୁଙ୍କ କ୍ୟାବିନେଟ୍‌ରେ ୭ଜଣ

ମହିଳାମାନେ ଶିକ୍ଷିତ ନହେବା ପର୍ଯ୍ୟନ୍ତ ଜନସଂଖ୍ୟା ନିୟନ୍ତ୍ରଣକୁ ଆସିବନି: ନୀତୀଶ କୁମାର

ବୈଶାଳୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମହିଳାମାନେ ଶିକ୍ଷିତ ନହେବା ପର୍ଯ୍ୟନ୍ତ ଜନସଂଖ୍ୟା ନିୟନ୍ତ୍ରଣକୁ ଆସିବ ନାହିଁ। ଯଦି ମହିଳାମାନେ ପାଠ ପଢ଼ିବେ ତେବେ ପ୍ରଜନନ ହାର ହ୍ରାସ ପାଇବ। ଏହା ହେଉଛି ବାସ୍ତବତା। ଏବେବି ମହିଳାମାନେ

ଶ୍ରମିକ ନେତାଙ୍କୁ ଗୁଳି କରିବା ପରେ ଗଳାକାଟି ହତ୍ୟା…

ରାଞ୍ଚି: ଶ୍ରମିକ ନେତାଙ୍କୁ ଗୁଳି କରି ହତ୍ୟା। ଶନିବାର ଝାଡଖଣ୍ଡର ରାମଗଡ ଜିଲ୍ଲାର ରାଜରପ୍ପେ ପୁଲିସ ଷ୍ଟେସନ ଇଲାକାରେ ଜଣେ ଶ୍ରମିକ ସଂଗଠନର ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଜାତୀୟ କୋଲ ମଜଦୁର ୟୁନିଅନର ନେତା (ସିସିଏଲ) ରମେଶ ବିଶ୍ୱକର୍ମା। ଶନିବାର ରାତି ପ୍ରାୟ

ପ୍ରବଳ ଶୀତରେ ଥରୁଛି ଉତ୍ତର ଭାରତ, ଅରେଞ୍ଜ ଆଲର୍ଟ ଜାରି…

ନୂଆଦିଲ୍ଲୀ: ପ୍ରବଳ ଶୀତ। ଚାରିଆଡେ କୁହିଡି ସାଙ୍ଗକୁ କୋହଲା ପବନ। ଜାରି ରହିଛି ଥଣ୍ଡାର ଥାର୍ଡ ଡିଗ୍ରୀ। ଲଗାତାର ଖସୁଛି ପାରଦ। ଦିଲ୍ଲୀ ଏନ୍‌ସିଆର୍ ସମେତ ପୂରା ଉତ୍ତର-ପଶ୍ଚିମ ଭାରତରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି ଲଗାତର ପାରଦ ଖସୁଥିବା ରେକର୍ଡ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି

ସଙ୍କଟରେ ଯୋଶୀମଠ : ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୋଦି…

ନୂଆଦିଲ୍ଲୀ: ସଙ୍କଟରେ ଉତ୍ତରାଖଣ୍ଡର ଯୋଶୀମଠ ସହର। ଦିନକୁ ଦିନ ଏଠାରେ ମାଟି ଧସିବାରେ ଲାଗିଛି। ଭୂସ୍ଖଳନ ଯୋଗୁ ସହରର ଅନେକ ଘରେ ଫାଟ ସୃଷ୍ଟି ହୋଇଛି। ରାସ୍ତାଘାଟ, ଘର, ଜମିରେ ବଡ଼ ବଡ଼ ଗର୍ତ୍ତ ହୋଇଯାଇଛି। ମାଟି ତଳେ ସମଗ୍ର ସହର ପୋତି ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ

ସୁବର୍ଣ୍ଣ ଜୟନ୍ତୀ ଅବସରରେ ମେଗା ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ…

ଚିକିଟୀ :-ଗଞ୍ଜାମ ଜିଲ୍ଲା ଚିକି ଟୀ ଵିଜ୍ଞାପିତ ଅଞ୍ଚଳ ପରିଷଦ ଚିକିଟୀ ପେଣ୍ଠ ନୋଡାଲ ହାଇସ୍କୁଲ ର ପଚାଶ ବର୍ଷ ପୁର୍ତ୍ତି କୁ ନେଇ ସୂବର୍ଣ୍ଣ ଜୟନ୍ତୀ ଅବସରରେ ବିଦ୍ୟାଳୟ ର ପୂରାତନ ଛାତ୍ର ସଂସଦ ଓ ସୁଦୁର ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଜେମସ୍ ହସ୍ପିଟାଲ୍ ର ମିଳିତ ଆନୁକୂଲ୍ୟରେ

ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ଉଦ୍ଘଘାଟିତ…

ଦାରିଙ୍ଗବାଡି: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ଠାରେ ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ଉଦ୍ଘାଟନ ହୋଇ ଯାଇଛି । ଶୀତ ମହୋତ୍ସବ କମିଟିର ସଭାପତି ତଥା ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସଭାପତିତ୍ବ କ୍ରମେ ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ଏଡସ୍ ନିୟନ୍ତ୍ରଣ କୁ ନେଇ ଗୋଷ୍ଠୀ ପରିଚାଳନା କୌଶଳ…

ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତର ମିଳିତ ସହଯୋଗରେ ଚାଲିଥିବା ଲକ୍ଷ୍ୟଭେଦୀ ପ୍ରକଳ୍ପର ଗୋଷ୍ଠୀ ପରିଚାଳନା କୈାଶଳ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏହି ଆଲୋଚନା ରେ ଜିଲ୍ଲା ସୁପରଭାଇଜର (ଏଡସ୍