ରାଉରକେଲାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ରାଉରକେଲା (୧୫/୦୮) : ରାଉରକେଲାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଉଦିତନଗର ପଡ଼ିଆଠାରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଵା ସହ ପରେଡରେ

ସୁନ୍ଦରଗଡ଼ରେ ୭୬ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ

ସୁନ୍ଦରଗଡ଼ (୧୫/୦୮) : ସୁନ୍ଦରଗଡ଼ ରିଜର୍ଭ ପୋଲିସ ପଡ଼ିଆଠାରେ ୭୬ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଶିଳ୍ପ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ

ଚିକିଟି ଏନଏସିରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ଚିକିଟି : ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ । କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରି ପର୍ଯ୍ୟନ୍ତ ସବୁଠି ଉଡୁଛି ତ୍ରିରଙ୍ଗା। ଦେଶ ଗାଉଛି ସ୍ୱାଧୀନତାର ଗାଥା। ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶ ପ୍ରେମର ଭାବନା ଜାଗ୍ରତ ହୋଇଛି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ନେଇ

ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୭୬ ତମ ସ୍ବାଧିନତା ଦିବସ ପାଳିତ

ବାଲିଗୁଡା : ସ୍ବାଧିନତାର ୭୫ ବର୍ଷ ପୂର୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍‌ ମହୋତ୍ସବ ” |ଏହି ଅବସରରେ ପ୍ରତ୍ୟୁଷ ରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହର ରେ ରାମଧୁନ ପରିବେଷଣ କରାଯାଇଥିଲା l ସକାଳ ୭ ଘଣ୍ଟ ସମୟରେ

ସ୍ୱାଧୀନତା ଦିବସ ଅମୃତ ଉତ୍ସବ ପାଳନ ଅବସରରେ ମୋର ଅନୁଚିନ୍ତା

ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ସ୍ବାଧୀନତା ଦିବସ ପାଳନ ଅବସରରେ ଅଜସ୍ର ଅଭିନନ୍ଦନ।ଆଜି ୭୬ ତମ ସ୍ବାଧୀନତା ଦିବସ ପାଳନ ପ୍ରତ୍ୟେକ ଦେଶ ପ୍ରେମୀ ଦେଶ ବାସୀ ଙ୍କ ପାଇଁ ଗୌରବ ର ଦିନ। ଆମକୁ ଆଗକୁ ବଢିବାକୁ ହେବ ଏକ ଲକ୍ଷ୍ୟ ରେ ଏକତା ଅଖଣ୍ଡତା ସୌହାର୍ଦ୍ଦ୍ୟପୂର୍ଣ୍ଣ ବିଚାରରେ ପରସ୍ପର

୭୬ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ରୋଡ଼ ସୋ

ଦାରିଙ୍ଗବାଡ଼ି,(୧୫/୮) : ଭାରତ ସରକାରଙ୍କ ନିର୍ଦେଶ କ୍ରମେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଯାଦୀ କା ଅମୃତ ମହୋତ୍ସବ। ଏହି ଅବସରରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ସହିତ ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ରରେ ୭୬ ତମ

୭୬ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

ବ୍ରହ୍ମପୁର : ଆଜି 76ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ବ୍ରହ୍ମପୁର ମହାନଗର ସ୍ଥିତ ଖୋଡାସିଂ ବାସୁଦେବ ନଗର ଠାରେ ବାସୁଦେବ ନଗର ଉନ୍ନୟନ ପରିଷଦ ତରଫରୁ ପାଳନ ହୋଇଯାଇଛି l ବରିଷ୍ଠ ନାଗରିକ ଶିକ୍ଷାବିତ ଶ୍ରୀମତି ଅନୁରାଧା ପଟନାୟକ ପତାକାଉତ୍ତୋଳନ କରିଥିଲେ l କାର୍ଯ୍ୟକ୍ରମ କୁ ସମ୍ପାଦକ ଇଂ

ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ତରଫରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ

ଖଲ୍ଲିକୋଟ (୨୭/୮) : ଖଲ୍ଲିକୋଟ ବ୍ଲକ ର ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ତରଫରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏ ଉପଲକ୍ଷେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଦୀର୍ଘ ୭୫ ବର୍ଷ ତଳେ ଭାରତ ବାସୀଙ୍କୁ ମିଳିଥିବା

ମାଓବାଦୀଙ୍କର ଗଡରେ ଉଡ଼ିଲା ତ୍ରିରଙ୍ଗା

ଚିତ୍ରକୋଣ୍ଡା(୧୫/୦୮) : ସ୍ଵାଧୀନତା ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ସ୍ବାଧିନତାର ସ୍ଵାଦ ଚାଖି ନଥିବା ଏବଂ ତ୍ରିରଙ୍ଗା ପତାକା ଉତ୍ତୋଳନ ହୋଇନଥିବା ଏଭଳି ଏକ ଗ୍ରାମ ଯାହା ମାଓବାଦୀ ମାନଙ୍କର ଉତ୍ପତ୍ତି ସ୍ଥଳୀ, ମାଓବାଦୀ ମାନଙ୍କର ରଣଭୂମି ଏବଂ ମାଓବାଦୀ ମାନଙ୍କର ଗଡ

ସ୍ୱାଧୀନତା ଦିବସ ଆମ ଜାତୀୟ ଏକତାର ଦ୍ୟୋତକ : ବରିଷ୍ଠ କଳାକାର ସଂଘ

ବ୍ରହ୍ମପୁର (୧୫/୦୮) : କଳା ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଏବଂ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ତରଫରୁ ସମ୍ମିଳିତ ଭାବେ ଦେଶର ୭୫ତମ ସ୍ଵାଧୀନତା ଦିବସ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ ମାନସ ଭବନ ପରିସରରେ ମହାସମାରୋହରେ ପାଳିତ ସୋଇଯାଇଛି