ରାଉରକେଲାକୁ ବିମାନ ସେବା ଆରମ୍ଭ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ଭୁବନେଶ୍ୱରରୁ ରାଉରକେଲାକୁ ଆରମ୍ଭ ହୋଇଛି ବିମାନ ସେବା। ଭୁବନେଶ୍ୱରରୁ ରାଉରକେଲାକୁ ଆଜି ଆଲାଏନ୍ସ ଏୟାର ବିମାନ ଉଡିଛି। ଏହି ବିମାନ ସେବାକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଦିଲ୍ଲୀରୁ ସେ ଭିସିରେ ଉଦଘାଟନ

ରାୟପୁରରେ ଧରାପଡ଼ିଲା ଇରାନୀ ଗ୍ୟାଙ୍ଗ…

ଭୁବନେଶ୍ୱର: କେତେବେଳ ନିଜକୁ ପୁଲିସ୍‌ କହି ଲୋକଙ୍କଠାରୁ ଲୁଟୁଥିଲେ, କେତେବେଳେ ଦୋକାନୀଙ୍କୁ ଅନ୍ୟମନସ୍କ କରି କଳାକନା ବୁଲାଉଥିଲେ। ପୁଣି କେତେବେଳେ ବିବାହ ଭୋଜିକୁ ଗେଷ୍ଟ ହିସାବରେ ଯାଇ ଗିଫ୍ଟ ଧରି ଚମ୍ପଟ ମାରୁଥିଲେ। ଏପରି ଭିନ୍ନ ଭିନ୍ନ ତରିକାରେ ଲୁଟ୍‌ କରି କମିଶନରେଟ ପୁଲିସ୍‌ର

୩୦ ଫୁଟ୍ ତଳକୁ ଖସିଲା ବୋଲେରୋ…

କରଞ୍ଜିଆ: ବଣଭୋଜି କରି ହସଖୁସିରେ ବୋଲେରୋରେ ଘରକୁ ଫେରୁଥିଲେ ମେଡିକାଲ କର୍ମଚାରୀ। ହେଲେ ସେମାନଙ୍କ ଖୁସି ବେଶି ସମୟ ରହି ନଥିଲା। ବୋଲେରୋଟି ସାଳନ୍ଦି ନଦୀ ପୋଲ ଅତିକ୍ରମ କରୁଥିବା ବେଳେ ୩୦ଫୁଟ ତଳକୁ ଖସି ପଡ଼ିଥିଲା। ମୟୂରଭଞ୍ଜ ଜିଲ୍ଲା ମହୁଲିଆ ଥାନା ଅନ୍ତର୍ଗତ ବାଗଦଫା ନିକଟରେ ଗତକାଲି

ମେମୁ ଟ୍ରେନ ପାଇଁ ରେଳରୋକ…

ଭଦ୍ରକ: ଭଦ୍ରକରୁ ପୁରୀକୁ ମେମୁ ଟ୍ରେନ ଚଳାଚଳ କରିବ ବୋଲି ରେଳ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଭଦ୍ରକ ପରିବର୍ତ୍ତେ ଜଳେଶ୍ୱରରୁ ପୁରୀକୁ ଗଡ଼ିଲା ମେମୁ ଟ୍ରେନ୍‌। ଏହାଦ୍ୱାରା ସ୍ୱାଭିମାନରେ ଆଞ୍ଚ ଆସୁଥିବା ଦର୍ଶାଇ ତଥା ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା କହି ଆଜି ତାତିଛନ୍ତି

ପିକ୍‌ନିକ୍‌ରୁ ଫେରିବା ବାଟରେ ସଂଜ୍ଞାହୀନ ହେଲେ ୭ ଛାତ୍ରୀ

ପଟ୍ଟାମୁଣ୍ଡାଇ: ସାଙ୍ଗମାନଙ୍କ ସହ ମଜାମସ୍ତି କରିବା ସହ ପିକ୍‌ନିକ୍‌ର ମଜା ନେବାକୁ କଟକରୁ ରାଜନଗର ପେଣ୍ଠ ବେଳା ଭୂମିକୁ ଯାଇଥିଲେ ପ୍ରାୟ ୫୦ ସ୍କୁଲ ଛାତ୍ରଛାତ୍ରୀ। ହେଲେ ସେଠାରେ ଢେଉ ମାଡ଼ ଖାଇବା ସହ ସନ୍ଧ୍ୟାରେ ଫେରିବା ବେଳେ ଥଣ୍ଡା ପବନରେ ଗୁରୁତର ହୋଇ ପଡ଼ିଲେ ୭ ଛାତ୍ରୀ। ସେମାନଙ୍କୁ

ନନ୍ଦନକାନନରେ ଧଳାବାଘ ରୂପା ଜନ୍ମ ଦେଲା ୩ ଶାବକ

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖେଳିଛି ଖୁସି। ନନ୍ଦନକାନନରେ ଧଳାବାଘ ରୂପା ଜନ୍ମ ଦେଇଛି ୩ଟି ଶାବକ । ଏମାନେ ସବୁ କେଉଁ ପ୍ରଜାତିର ତାହା ଚିହ୍ନଟ ହୋଇନାହିଁ। ଏହି ୩ ଶାବକଙ୍କ ମଧ୍ୟରେ ଦୁଇ ଜଣଙ୍କ ରଙ୍ଗ ନାଲି ହୋଇଥିବା ବେଳେ ଜଣଙ୍କ ରଙ୍ଗ ଧଳା ।

ଚେତନ ଶର୍ମାଙ୍କୁ ଚୟନ କମିଟି ମୁଖ୍ୟ ନିଯୁକ୍ତ କଲା ବିସିସିଆଇ, କମିଟିରେ ଓଡ଼ିଶାରୁ ଶିବ ସୁନ୍ଦର ଦାସ

ମୁମ୍ବାଇ : ପୂର୍ବତନ କ୍ରିକେଟିୟର ଚେତନ ଶର୍ମାଙ୍କୁ ଚୟନ କମିଟିର ମୁଖ୍ୟ ନିଯୁକ୍ତ କରିଛି ବିସିସିଆଇ । ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟିର ପରାମର୍ଶକ୍ରମେ ଚେତନଙ୍କୁ ପୁଣି ଥରେ ଏହି ପଦରେ ନିଯୁକ୍ତ କରାଯାଇଛି ।ଏହି ଚୟନ କମିଟିରେ ଓଡ଼ିଶାରୁ ଶିବସୁନ୍ଦର ଦାସ ସ୍ଥାନ ପାଇଛନ୍ତି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, RWSS ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଢେଙ୍କାନାଳ: ଢେଙ୍କାନାଳ, ଭୁବନେଶ୍ୱର RWSS ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭୁବନେଶ୍ୱର RWSS ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରଜଙ୍ଗ ବ୍ଳକର

ପୃଥିବୀର ନିକଟତର ହେବ ୫୦ ହଜାର ବର୍ଷରେ ଥରେ ଦେଖାଯାଉଥିବା ଧୂମକେତୁ

ନୂଆଦିଲ୍ଲୀ : ପ୍ରାୟ ୫୦ ହଜାର ବର୍ଷରେ ଥରେ ପୃଥିବୀର ନିକଟବର୍ତ୍ତୀ ହେଉଥିବା ଏକ ଅତି ବିରଳ ଧୂମକେତୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଦୃଶ୍ୟମାନ ହେବ । ଏହି ଧୂମକେତୁର ନାଁ ହେଉଛି ସି/୨୦୨୨ ଇ୩ (ଜେଡଟିଏଫ) ।ଚଳିତ ମାସ ୧୨ ତାରିଖରେ ଏହା ସୂର୍ଯ୍ୟର ନିକଟବର୍ତ୍ତୀ ହେବ ଓ ଫେବ୍ରୁଆରି ପହିଲା

ଆଉ ଦୁଇ ଆନ୍ଦୋଳନକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲା ଇରାନ୍…

ତେହେରାନ : ଆନ୍ଦୋଳନକାରୀଙ୍କ ଉପରେ ଦିନକୁ ଦିନ ଅଧିକ କଠୋର ହେଉଛନ୍ତି ଇରାନ ସରକାର । ନିକଟରେ ଆଉ ଦୁଇ ଆନ୍ଦୋଳନକାରୀଙ୍କୁ ଫାଶୀ ଦିଆଯାଇଛି । ଆନ୍ଦୋଳନ ସମୟରେ ସେମାନେ ଜଣେ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଥିଲେ ।ଫାଶୀ ପାଇଥିବା ଦୁଇ ଯୁବକ ହେଲେ ମହମ୍ମଦ ମେହଦି କରାମି ଓ ସୟଦ ମହମ୍ମଦ